Browsing Tag

accident in karanjia

କାର ସହିତ ଧକ୍କା ହେଲା ବାଇକ: ଚାଳକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କରଞ୍ଜିଆ (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ନଂ ୫୩ ରାଜ୍ୟ ରାଜପଥ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଦରଦରା ଛକ ନିକଟରେ ଏକ କାର ସହିତ ବାଇକ ର ଧକ୍କା ହେବାରୁ ବାଇକ ଚାଳକ ଗୁରୁତର ହୋଇଛନ୍ତି।ଗୁରୁତର ଜଣକ ହାଣ୍ଡିଫୁଟା ଗ୍ରାମର ଜୋଡମ୍ବ ଗ୍ରାମର ଭୁବନାନନ୍ଦ ମହାନ୍ତ (୩୦ ) ବୋଲି…

କରଞ୍ଜିଆ: ରାସ୍ତାରେ ପିଟିଦେଲା ଦ୍ରୁତଗାମୀ ଅଜଣା ବାଇକ,ମହିଳା ମୃତ

କରଞ୍ଜିଆ(କେନ୍ୟୁଜ୍):  ଦୁର୍ଗା ପୂଜା ଛୁଟିରେ ଝିଅକୁ ସ୍କୁଲ ହଷ୍ଟେଲରୁ ନେଇ ଚାଲି ଚାଲି ଘରକୁ ଫେରୁଥିବା ସମୟରେ ପଛପଟୁ ଦ୍ରୁତଗତିରେ ଆସି ଏକ ବାଇକ ଧକ୍କା ଦେବାରୁ ଘଟଣା ସ୍ଥଳରେ ମାର ମୃତ୍ୟୁ ଘଟିଛି। ଶନିବାର ସକାଳ ପ୍ରାୟ ୬.୩୦ ମିନିଟ ସମୟରେ ଠାକୁରମୁଣ୍ଡା- ଆନନ୍ଦପୁର ରାସ୍ତାର ମହୁଲଡ଼ିହା…