Browsing Tag

accident in odisha

ଦୁର୍ଘଟଣାଜନିତ ମୃତ୍ୟୁ; ଶୂନ୍ୟ ସପ୍ତାହରେ ପୁଣି ଗଲା ଜୀବନ, ସଚେତନ ଓ ବ୍ୟବସ୍ଥିତ ହେବା ନିହାତି ଜରୁରୀ

ଭୁବନେଶ୍ୱର (କେନ୍ୟୁଜ): ଜମିଥିଲା ଗହଳି । ରାସ୍ତାଘାଟରେ ଯିଏ ବି ଯାଉଛି ଟିକେ ଅଟକି ଯାଉଥିଲା । କଣ ହୋଇଛି ଜାଣିଲା ବେଳକୁ ଦେଖିବାକୁ ମିଳିଲା ଭାଙ୍ଗିରୁଜି ଚୁରମାର୍ ହୋଇଥିବା ଏକ କାର୍ । ଏହି କାର୍ ଟିକୁ ଯିଏ ଦେଖିବ ଦୁର୍ଘଟଣା ଯେ କେତେ ଭୟଙ୍କର ତାହା ଅନୁମାନ କରିପାରିବ ।…

ଅଧା ରହିଗଲା ଜଗା ଦର୍ଶନ: ଟ୍ରକକୁ ପଛରୁ ପିଟିଲା କାର୍‌, ୪ମୃତ

ଟାଙ୍ଗୀ(କେନ୍ୟୁଜ୍):ଅଧା ରହିଗଲା ଜଗା ଦର୍ଶନ । ବାଟରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଛି ୪ ଜଣଙ୍କର ଜୀବନ । ଟ୍ରକକୁ ପଛରୁ ପିଟିଲା କାର୍‌ । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ସୁନେଇ ରୁପେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।…

ବାଙ୍କୀ ଶିଶୁଆ ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବାଙ୍କୀ(କେନ୍ୟୁଜ୍‌) : ଦୁଇ ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ,ଜଣେ ଗୁରୁତର। ବାଙ୍କୀ ଏନଏସି ଅନ୍ତର୍ଗତ ଶିଶୁଆ ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା। ଯାହା ଫଳରେ ଉଭୟେ ତଳେ ପଡି ଯାଇଥିଲେ। ଜଣଙ୍କୁ ଚିକିତ୍ସା ପାଇଁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ…

ନିୟମ କଡାକଡି ହେବା ପରେ ଓଡିଶାରେ କମିଛି ଦୁର୍ଘଟଣା, ୧୯୦ଟି ଲାଇସେନ୍ସ ହୋଇଛି ରଦ୍ଦ

ଭୁବନେଶ୍ବର(କେନ୍ୟୁଜ୍):  ଓଡ଼ିଶାରେ କମିଛି ଦୁର୍ଘଟଣା ଜନିତ ମୃତ୍ୟୁ । ଜାନୁଆରୀ ଓ ଫେବ୍ରୁଆରୀରେ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ୧୫.୩୪ ପ୍ରତିଶତ କମିଛି । ଦୁର୍ଘଟଣା କ୍ଷେତ୍ରରେ ୨୦୨୧ ତୁଳନାରେ ୧୫.୩୪ ପ୍ରତିଶତ କମିଛି ଦୁର୍ଘଟଣା । ସେହିପରି ଦୁର୍ଘଟଣା ଜନିତ ମୃତ୍ୟୁ ୨୦୨୧ ତୁଳନାରେ…