ଉର୍ବଶୀ ଢୋଲକିଆଙ୍କ କାର୍ ଦୁର୍ଘଟଣା; ସୁଟିଂ ପାଇଁ ଯାଉଥିବା ବେଳେ ପଛପଟୁ ପିଟିଲା ସ୍କୁଲ ବସ୍
ଟିଭି ଅଭିନେତ୍ରୀ ଉର୍ବଶୀ ଢୋଲକିଆଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିକଟରେ ଅଭିନେତ୍ରୀ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି। ଖବର ରହିଛି କି, ଶନିବାର ଉର୍ବଶୀ ଫିଲ୍ମ ଷ୍ଟୁଡିଓରେ ସୁଟିଂ ପାଇଁ ଯାଉଥିବା ସମୟରେ ଏକ ସ୍କୁଲ ବସ୍ ତାଙ୍କ କାରକୁ ପଛପଟୁ ଧକ୍କା ଦେଇଥିଲା। ଏହି…