ଯାଜପୁର: ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା, ପୋଲ ଉପରୁ ଝୁଲିକି ରହିଲା ଡମ୍ଫର
ଯାଜପୁର(କେନ୍ୟୁଜ): ଯାଜପୁର ଜିଲ୍ଲା ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ଗତକାଲି ରାତି ୯ଟା ୪୫ମିନିଟ୍ ସମୟରେ ଏକ ଆଇରନ ବୋଝେଇ ଡମ୍ଫର ପାରାଦ୍ୱୀପ ଅଭିମୁଖେ ଯାଉଥିବା ସମୟରେ କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ସେତୁ ଉପରେ ଦୁର୍ଘଟଣାଗସ୍ତ ହୋଇଥିଲା। ଯାହାପରେ ପୋଲର…