Browsing Tag

accident

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨୦୦ ମିଟର ଖାଇକୁ ଖସିଲା କାର, ୮ ମୃତ

ଉତ୍ତରାଖଣ୍ଡର ନୈନିତାଲ ଜିଲ୍ଲାରେ ବେତାଲଘାଟ ବିକାଶଖଣ୍ଡ ସ୍ଥିତ ଉଚ୍ଚାକୋଟ ଅଞ୍ଚଳରେ ଏକ ପିକଅପ୍ ଭ୍ୟାନ ୨୦୦ ମିଟର ଖାଇ ମଧ୍ୟକୁ ଖସିବା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ୭ ଜଣ ମୃତକଙ୍କ ବୟସ ୪୫ ବର୍ଷ ରୁ ଅଧିକ ବୋଲି ଜଣାପଡିଛି ।…

ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ

ଭଂଜନଗର :  ଯାତ୍ରୀବାହୀ ବସ୍ ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ । ଗଂଜାମ ଜିଲ୍ଲା  ଭଂଜନଗର ଥାନା ଅନ୍ତର୍ଗତ ବୁଦୁଲି ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା  । ମୃତକ ଜଣକ, ନିକଟସ୍ଥ ନିଧିଆପଲ୍ଲୀ ଗାଁର ଦେବଦତ୍ତ ଦଳବେହେରା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିଛି ।…

କାର ଧକ୍କାରେ ପାଟଭୁକ୍ତା ମୃତ, ଦଣ୍ଡନାଚ ସାରି ଫେରୁଥିଲେ

ଛତ୍ରପୁର :  କାର ଧକ୍କାରେ ବରଦା ଦଣ୍ଡନାଚ ପାର୍ଟିର ପାଟଭୁକ୍ତାଙ୍କ ମୃତ୍ୟୁ ଘଟିଛି । ମୃତ ପାଟଭୁକ୍ତା ଜଣକ ଗଞ୍ଜାମ ବ୍ଲକ ବରଦା ଗ୍ରାମର କୃଷ୍ଣ ମହାପାତ୍ର ବୋଲି ଜଣାପଡିଛି । ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକ ଜାତୀୟ ରାଜପଥ ଠାରେ ଗତକାଲି ବିଳମ୍ବିତ ରାତିରେ ଏକ କାର ଧକ୍କାରେ…

ବାଇକକୁ ଧକ୍କା ଦେଲା ଟିପ୍ପର, ଚାଲିଗଲା ବାପ-ପୁଅଙ୍କ ଜୀବନ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବରୁହାଁ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟିପ୍ପର । ଫଳରେ ଏକା ସଙ୍ଗେ ଚାଲିଗଲେ ବାପ ପୁଅଙ୍କ ଜୀବନ । ମୃତକ କଦ୍ୱୟ ହେଲେ ଶିମିଳିଆ ପଞ୍ଚାୟତ ଷଠିଆଟଗିରି ଗ୍ରାମର ସଇନ୍ଦା ଜେନା ଓ ତାଙ୍କ ପୁଅ ମୁନା ଜେନା ।…

ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ସ୍କର୍ପିଓ, ୪ ଆହତ

କୋରାପୁଟ (କେନ୍ୟୁଜ): ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେଲା ସ୍କର୍ପିଓ । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ସୁନାବେଡା ୨୬ ନଂ ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା । ଆହତ ମାନଙ୍କ ଘର ନବରଙ୍ଗପୁର ବୋଲି ଜଣାପଡିଛି । ବିଶାଖାପାଟଣାରୁ ନବରଙ୍ଗପୁର କୁ ଫେରୁଥୁବା ବେଳେ…

ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ସ୍କର୍ପିଓ: ୨ ମୃତ, ୪ ଗୁରୁତର

ଭଦ୍ରକ (କେନ୍ୟୁଜ): ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ନଳାଙ୍ଗ ଛକ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ରସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସ୍କର୍ପିଓ ପିଟିବା ଘଟଣା ସାମ୍ନାକୁ ଆସିଛି ।  ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ସ୍କର୍ପିଓ ଡ୍ରାଇଭର ଏବଂ ଜଣେ ମହିଳାଙ୍କର…

ଦିଲ୍ଲୀ : ଡମ୍ପର ପଛରେ ପଶିଲା ସ୍କୁଲ ଭ୍ୟାନ, ଡ୍ରାଇଭର ସମେତ ଜଣେ ପିଲା ମୃତ, ୯ ଆହତ

ଦିଲ୍ଲୀ ଏକ୍ସପ୍ରେସ ୱେରେ ଗାଜିଆବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ଡମ୍ପରକୁ ପଛପଟରୁ ଧକ୍କା ଦେଇଥିଲା । ତେଣୁ ପଛରୁ ଆସୁଥିବା ଅନ୍ୟ ଗାଡି ମଧ୍ୟ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସ୍କୁଲ ଭ୍ୟାନର ଡ୍ରାଇଭର ଏବଂ ଜଣେ ପିଲାର ମୃତ୍ୟୁ…

ବ୍ରିଜରୁ ଖସି ପଡ଼ିଲା ତୀର୍ଥଯାତ୍ରୀ ବସ୍‌, ଜୀବନ୍ତ ଦଗ୍ଧ ହେଲେ ୪୫ ଯାତ୍ରୀ

ଇଷ୍ଟର ସମ୍ମିଳନୀକୁ ଯାଉଥିବା ଏକ ବସ୍ ଗୁରୁବାର ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରଦେଶର ଏକ ବ୍ରିଜରୁ ଖସି ପଡିଥିବା ଜଣାପଡ଼ିଛି । ଯେଉଁଥିରେ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ବ୍ରଡକାଷ୍ଟିଂ କର୍ପୋରେସନ୍ କହିବା ଅନୁସାରେ ସମସ୍ତ…

ଜମ୍ମୁ-ଶ୍ରୀନଗର ରାଜରାସ୍ତାରେ ଭୟଙ୍କର ଦୁର୍ଘଟଣାରେ ୧୦ ମୃତ, ଜାରି ରହିଛି ଉଦ୍ଧାର କାର୍ଯ୍ୟ

ଜମ୍ମୁ କାଶ୍ମୀରରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ ଯାତ୍ରୀବାହୀ କ୍ୟାବ (ଏସୟୁଭି) ରାମବନ ଜିଲ୍ଲାର ବ୍ୟାଟେରୀ ଚଶମା ନିକଟ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଥିବା ଏକ ଗଭୀର ଖାଲରେ ପଡ଼ିଯାଇଛି । ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ।…

ବାଇକ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି, ଘଟଣାସ୍ଥଳରେ ୨ ମୃତ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର-ସୋନପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭଦ୍ରାପାଲି ଛକରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୁଇଁତଲା ପୋଲିସ ପହଞ୍ଚି ମୃତଦେହ ଜବତ କରିବା…

ଚଳନ୍ତା ଟ୍ରକ୍ ପଛରେ ପିଟି ହେଲା କାର, ୩ ମୃତ

ଯାଜପୁର (କେନ୍ୟୁଜ): ଟ୍ରକକୁ ପଛରୁ ପିଟିଲା ବାଇକ । ୩ ବାଇକ ଆରୋହୀ ମୃତ । ଯାଜପୁର ରୋଡ କଳିଙ୍ଗନଗର ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ ଘଟିଛି ଦୁର୍ଘଟଣା । ଏକ ଚଳନ୍ତା ଟ୍ରକ୍ ପଛରେ ପିଟି ହୋଇଛି ବାଇକ । ଏଥିରେ ୩ବାଇକ ଆରୋହୀଙ୍କ ମୃତ୍ୟୁ…

ଟ୍ରାଫିକରେ ପୋଲିସକୁ ଦେଖି ୟୁଟର୍ନ ନେଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ

ଟ୍ରାଫିକରେ ପୋଲିସକୁ ଦେଖି ୟୁଟର୍ନ ନେଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ । ଆପଣମାନେ ମଧ୍ୟ କେବେ ନା କେବେ ଟ୍ରାଫିକ ରୁଲ ନ ମାନି କିମ୍ବା ହେଲମେଟ ନପିନ୍ଧି ପୋଲିସକୁ ଦେଖି ୟୁଟର୍ନ ମାରିଥିବେ । କିନ୍ତୁ କେବେ ଏହାର ପରିଣାମ ବିଷୟରେ ଚିନ୍ତା କରିଛନ୍ତି କି? ଆମେ ଆପଣଙ୍କୁ ଏକଥା କହିବାର…