Browsing Tag

accident

ଦୁର୍ଘଟଣାରେ ଚାଲିଗଲା ସରପଞ୍ଚଙ୍କ ଜୀବନ

ଯାଜପୁର : ଦୁର୍ଘଟଣାରେ ସରପଞ୍ଚଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚୋରମୁହାଁ ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ମହାନ୍ତି । ଆଜି ସେ ବାଇକରେ ଯାଉଥିବା ସମୟରେ ଗୋକର୍ଣ୍ଣେଶ୍ୱର-କାଏମା ନଦୀ ବନ୍ଧ ରାସ୍ତାର ଭୁବନ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଭାରସାମ୍ୟ ହରାଇ ନଦୀ ବନ୍ଧ…

ଭାରସାମ୍ୟ ହରାଇ ରାଜପଥ ତଳକୁ ଖସିଲା ବାଇକ, ସ୍ୱାମୀ-ସ୍ତ୍ରୀ ଓ ଝିଅ ଗୁରୁତର

ଭଦ୍ରକ : 16 ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଫାୟାର ଷ୍ଟେସନ ନିକଟରେ ଭାରସାମ୍ୟ ହରାଇ ରାଜପଥ ତଳକୁ ଖସିଲା ବାଇକ । ସ୍ୱାମୀ-ସ୍ତ୍ରୀ ଓ ଝିଅ ଗୁରୁତର  ।  ପ୍ରଥମେ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଆଜି 16 ନମ୍ବର ଜାତୀୟ…

ପୋଲ ତଳକୁ ଖସିଲା ବାଇକ, ଦୁଇ ମୃତ

ମୋହନା : ପୋଲ ତଳକୁ ବାଇକ ଖସି ପଡିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଥାନା ଜାତୀୟ ରାଜପଥ ୩୨୬ ଡୁମ୍ବା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ ପୋଲ ତଳକୁ ଖସିଯିବା ଫଳରେ ଦୁଇ ଜଣ ମୃତ୍ୟୁ ବରଣ କରିଛନ୍ତି l ମୃତକଦ୍ବୟ ହେଲେ ଛେଳିଗଡ଼ ଗାଁର ଟୁକୁନା…

ହାଇଓ୍ଵା ଧକ୍କାରେ ଚାଲିଗଲା ସ୍କୁଟି ଆରୋହୀଙ୍କ ଜୀବନ, କ୍ଷତିପୂରଣ ଦାବିରେ ରାସ୍ତା ରୋକ କଲେ ଗାଁ ଲୋକେ

କାମାକ୍ଷାନଗର (କେନ୍ୟୁଜ): ମୃତ୍ୟୁ ଯେ କେତେବେଳେ ଆସେ ତାର ସମୟ ନଥାଏ । ଘରୁ ବାହାରିଥିଲେ କପିଳାସ ଯିବେ ବୋଲି କିନ୍ତୁ ଅଧା ରାସ୍ତାରେ ହିଁ ଚାଲିଗଲା ଜୀବନ । ହସ ଖୁସିରେ ସ୍କୁଟି ଧରି ଘରୁ ବାହାରିଥିଲେ । କିନ୍ତୁ ହଠାତ ଓଲଟ ପାଲଟ ହୋଇଗଲା ସବୁକିଛି । ଚାହୁଁ ଚାହୁଁ ସ୍କୁଟିକୁ ଧକ୍କା ଦେଲା…

ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ଦମ୍ପତି ମୃତ

ନୂଆପଡା : ନୂଆପଡା ଜିଲ୍ଲା 353 ଜାତୀୟ ରାଜପଥ ଖଡିଆଳ ଥାନା ଚଳାନପଡା ଛକ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତ ସ୍ବାମୀ ଖଡିଆଳ ଥାନା ଅନ୍ତର୍ଗତ ପଖାନସର ଗାଁର ସେନାପତି…

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ନୀଳଗିରି: ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ହେଲେ ନୀଳଗିରି ବ୍ଲକ ,ଜଡ଼ିଦା ପଞ୍ଚାୟତ ଯୋକନଣ୍ଡା ଗାଁର ପରେଶ ପ୍ରଧାନ। ପରେଶ ତାଙ୍କ ସାଇକେଲରେ ନୀଳଗିରି ଆସୁଥିବା ସମୟରେ ଜଗନ୍ନାଥପୁର ଗାଁ ନିକଟରେ ଏକ ଅଜଣା ବାଇକ୍ ପଛ ପଟୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ପରେ ସ୍ଥାନୀୟ…

ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ସ୍ଥାନାନ୍ତର ହେବେ ପ୍ରସନ୍ନ ଆଚାର୍ଯ୍ୟ, ମୁଣ୍ଡ ଓ ଆଖିରେ ଲାଗିଛି ଗଭୀର ଆଘାତ

ସମ୍ବଲପୁର (କେନ୍ୟୁଜ): ଦୁର୍ଘଟଣାରେ ଗୁରୁତର ହୋଇଥିବା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଭୁବନେଶ୍ବର ସ୍ଥାନାନ୍ତର ହେବେ । ତାଙ୍କୁ ସମ୍ବଲପୁରରୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯିବ। ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ରାତିରେ ଭୁବନେଶ୍ବରରୁ ବରଗଡ଼…

କଂକ୍ରିଟ ମେସିନ ସହିତ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ

ବାଙ୍କୀ (କେନ୍ୟୁଜ): ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ । କଟକ ବାଙ୍କୀ ରାସ୍ତା କୁଶପଙ୍ଗି ବଡ଼ ଶଙ୍ଖ ନିକଟରେ କଂକ୍ରିଟ ମେସିନ ସହିତ ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ଘଟଣାସ୍ଥଳରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ବାଇକ୍‌ ଉପରେ ମାଡ଼ିଗଲା ଟ୍ରକ୍‌, ଜଣେ ମୃତ ୩ ଗୁରୁତର

ଆନନ୍ଦପୁର(କେନ୍ୟୁଜ୍‌): ୨ ବାଇକ ଉପରେ ଚଢ଼ିଗଲା ଲୁହାପଥର ବୋଝେଇ ଟ୍ରକ । ଘଟଣା ସ୍ଥଳରେ ଜଣକର ମୃତ୍ୟୁ, ୩ ଗୁରୁତର । ଘସିପୁରା ଥାନା ଜାତୀୟ ରାଜପଥ ୨୦ ର ଶାଳପଡା ନିକଟ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆନନ୍ଦପୁରରୁ ଯାଜପୁର ଯାଉଥିବା ଦୁଇ ବାଇକର ୪ ଜଣ…

ଦୁର୍ଘଟଣା ପରେ ଜଳିଲା ବାଇକ, ଦୁଇ ଗୁରୁତର ଆହତ

ଭଦ୍ରକ : ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଲା ବାଇକ । ଏଥିରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଚକବନ୍ଦୀ ଛକ ନିକଟରେ ଘଟିଛି ଦୁର୍ଘଟଣା । ଆଜି ୧୬ ନମ୍ବର ଜାତୀୟ ରାଜପଥରେ…

ଟ୍ରକ ପଛରେ ଧକ୍କା ଦେଲା ହାଇୱା ,ଡ୍ରାଇଭର ଗୁରୁତର

ଆନନ୍ଦପୁର : ପଦାନ ଛକରେ ଟ୍ରକ ପଛରେ ଧକ୍କା ଦେଲା ହାଇୱା ,ଡ୍ରାଇଭର ଗୁରୁତର। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦନା ଛକରେ ଘଟିଛି ଗାଡି ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଲା ହାଇୱା ଗାଡି । ଦ୍ରୁତ ଗତିରେ ଆସୁଥିବା  ହାଇୱା ଗାଡିର ଡ୍ରାଇଭର ଗାଡି ଭିତରେ ଚାପିହୋଇ ଥିବା…

କାର୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ, ଅଳ୍ପକେ ବର୍ତ୍ତିଲେ ୨ ନାବାଳକ

ଲମତାପୁଟ(କେନ୍ୟୁଜ୍‌) : ମଦୁଆ ମାଷ୍ଟରଙ୍କ ଉନୁ୍ମତ୍ତ କାଣ୍ଡ l ମଦ୍ୟପାନ କରି ମହିଳାଙ୍କ ଉପରେ ଚଢ଼ାଇଦେଲେ କାର୍‌ । ଯାଉଥିବା ସମୟରେ ମହିଳାଙ୍କୁ ଧକ୍କା ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ମହିଳାଙ୍କ ସହ ଥିବା ଦୁଇ ନାବାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ l…