କୋରାପୁଟ ସିନ୍ଦେଇ ଘାଟିରେ ଓଲଟିଲା ଶ୍ରମିକଙ୍କୁ ନେଇ ଯାଉଥିବା ବୋଲରୋ ପିକଅପ୍ ଭ୍ୟାନ୍, ଜଣେ ମୃତ
କୋରାପୁଟ(କେନ୍ୟୁଜ) : ପଟାଙ୍ଗି ଥାନା ସିନ୍ଦେଇ ଘାଟିରେ ଶ୍ରମିକ ମାନଙ୍କୁ ନେଇ ଯାଉଥିବା ବେଳେ ଭାରସ୍ଯାମ ହରାଇ ଓଲଟିଲା ବୋଲରୋ ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ୫ଜଣ ଗୁରୁତର । ତେବେ ଗୁରୁତରଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ କୋରାପୁଟ ମେଡିକାଲରେ ଜଣକର ମୃତ ହୋଇଛି । ଅନ୍ଯ ୪ ଜଣଙ୍କ…