Browsing Tag

accident

ଉତ୍ତରପ୍ରଦେଶ ବାଲିୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

ଉତ୍ତରପ୍ରଦେଶ ବାଲିୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ହଳଦୀ କ୍ଷେତ୍ର ସୁଫର ଛପରା ମୋଡରେ ଏକ ଅନିୟନ୍ତ୍ରିତ ପିକଅପ୍‌ ଭ୍ୟାନ ୨ଟି କମାଣ୍ଡର ଜିପ୍‌କୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କ ପ୍ରାଣ ଚାଲିଯାଇଥିବା ବେଳେ ୧୨ରୁ ଅଧିକ ଆହତ…

ତେଜସ୍ୱୀ ଯାଦବଙ୍କ କାରକେଡ ଗାଡି ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ମୃତ, ୧୦ ଆହତ

ପୂର୍ଣ୍ଣିୟାର ମୂଫାସିଲ୍‌ ଥାନା ବିଲୋରି ନିକଟରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ କାରକେଡର ଏକ ଗାଡି ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ୬ ଜଣ ପୋଲିସ…

ଟ୍ରାକ୍ଟରକୁ ଧକ୍କା ଦେଲା ବସ୍‌, ୬ ମୃତ, ୬ ଗୁରୁତର

ଉତ୍ତରପ୍ରଦେଶ ଜୋନପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଥିବା ଜଣାପଡିଛି । ଟ୍ରାକ୍ଟର ସହିତ ଯାତ୍ରୀବାହୀ ବସ୍‌ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି । ଖବର ମୁତାବକ, ଉତ୍ତର ପ୍ରଦେଶ ସଡ଼କ ପରିବହନର ଉକ୍ତ ବସଟି…

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବୋଲେରୋ; ୩ ମୃତ, ୪ ଗୁରୁତର

କେନ୍ଦ୍ରପଡ଼ା (କେନ୍ୟୁଜ୍‌): ଡ୍ରାମା ରିହରସଲ ସାରି ଘରକୁ ଫେରୁଥିଲେ। ସମସ୍ତେ ନିଜ ନିଜ କର୍ତ୍ତବ୍ୟ ସାରି ଥକ୍କି ଯାଇଥିଲେ । ଆଉ ଘରେ ପହଞ୍ଚିବା ପାଇଁ ମନରେ ବ୍ୟଗ୍ରତା ବଢ଼ୁଥିଲା । କେମିତି ଅତି ଶିଘ୍ର ପହଞ୍ଚିବେ ଘରେ । କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ସିଧା ଯାଇଥିଲେ ମେଡିକାଲ ତ ଆଉ କିଏ…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ: ତିନି ଜଣଙ୍କର ଗଲା ପ୍ରାଣ, ୩ ଗୁରୁତର

କେନ୍ଦ୍ରାପଡ଼ା (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ୩ ମୃତ, ୩ ଗୁରୁତର। ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । କେନ୍ଦ୍ରାପଡ଼ା ଗଣ୍ଡଖିଆ ରାସ୍ତା ଓସ୍ତପୁର ନିକଟରେ ଦୁର୍ଘଟଣା ଘଟିଛି। ଗାଡ଼ିଟି ନାରାୟଣପୁରରୁ କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିବାବେଳେ ଗଛରେ ପିଟି ହୋଇଯାଇଥିଲା । ଫଳରେ…

ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ, କାର କିଣିବାକୁ ଆସୁଥିଲେ

ବାଲେଶ୍ଵର : କାର କିଣିବାକୁ ବାଲେଶ୍ଵର ଶୋ  ରୁମ୍ କୁ ଆସୁଥିଲେ ହେଲେ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ବାଲେଶ୍ଵର ସଦର ଥାନା ଅଧୀନ ଜାତୀୟ ରାଜପଥ କୁରୁଡା ବ୍ରିଜ ନିକଟରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ଦୁର୍ଘଟଣାରେ ଦୁଇ ଜମି ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି ।  ସୋରରୁ ଏକ…

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା, ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର, ୪ ମୃତ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଖବର ମୁତାବକ, ଆଗ୍ରା ଏକ୍ସପ୍ରେସ ୱେରେ ୯୭ ମାଇଲ ଷ୍ଟୋନ ପାଖରେ ଏକ…

ମାଘ ପୂର୍ଣ୍ଣିମାରେ ଅଧା ରହିଗଲା ଗଙ୍ଗା ବୁଡ଼: ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି, ମୁଣ୍ଡନ ହେବାକୁ ଯାଉଥିବା ୬ ମାସର ଶିଶୁ…

ଉତ୍ତରପ୍ରଦେଶ: ପବିତ୍ର ପୂର୍ଣ୍ଣିମାରେ ମାଡି ଆସିଲା ଅମାବାସ୍ୟାର କଳାଅନ୍ଧାର । ଦେଖୁ ଦେଖୁ ଅନ୍ଧକାର ଖେଳିଗଲା ଆଖି ଆଗରେ । କଣ ଏମିତି ବି ଆସେ ମୃତ୍ୟୁ । ଖୁସିର ମାହେଲ ଭିତରେ ଏମିତି ମାଡି ଆସିଲା ଦୁଃଖର କଳା ବାଦଲ କିଏ କେବେ ବି କଳ୍ପନାରେ ସୁଦ୍ଧା ଭାବିନଥିଲେ । ଆଜି ପୂର୍ଣ୍ଣିମା…

ହୃଦୟବିଦାରକ ଘଟଣା: କୁକୁଡା କିଣିବାକୁ ଯାଇ ଆଉ ଫେରିଲେନି ବାପା, ପୁଅ

କେନ୍ଦୁଝର/ଘଟଗାଁ(କେନ୍ୟୁଜ): ଆଖିର ଲୁହ ବୋଲମାନୁନି । କାନ୍ଦି କାନ୍ଦି ଆଖିରୁ ଲୁହ ଶୁଖିଗଲାଣି । କଣ ଏମିତି ବି ଆସେ ମୃତ୍ୟୁ । ଏକାବେଳକେ ଆଗ ପଛ ହୋଇ ଚାଲିଗଲେ ପରିବାର ତିନି ଜଣ । ଏମିତି ଏକ ହୃଦୟବିଦାରକ ଘଟଣା ଯାହା ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଦେଇଛି ଏଇ ପରିବାରକୁ । ବାପା ପୁଅ…

ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର, ଜଣେ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବଣ୍ଡା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ଜଣେ ବଣ୍ଡା ମହିଳା ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଆହତ । ଆହତମାନଙ୍କୁ ମୁଦୁଲିପଡ଼ା ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଜି ସନ୍ଧ୍ୟାରେ ଅନାକାଡେଲି ସାପ୍ତାହିକ ହାଟରୁ ଫେରୁଥିବା ସମୟରେ…

ଡ୍ରାଇଭରଙ୍କୁ ହଠାତ୍‌ ଆସିଲା ହାର୍ଟଆର୍ଟକ୍‌, ଶୋଭାଯାତ୍ରାରେ ପଶାଇ ଦେଲେ ବୋଲେରୋ ଆଉ ତା’ ପରେ….

ଶୋଭାଯାତ୍ରା ଚାଲିଥିଲା । ସମସ୍ତେ କେଡ଼େ ଆନନ୍ଦରେ ଶୋଭାଯାତ୍ରାରେ ରାସ୍ତାରେ ଯାଉଥିଲେ । କିନ୍ତୁ କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ପଛ ପଟରୁ ତାଙ୍କ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସିଥିଲା ବୋଲେରୋଟି । ଆଉ ଆଖି ସାମ୍ନାରେ ସଙ୍ଗେ ସଙ୍ଗେ ଘଟିଗଲା ଏତେ ବଡ଼ ଅଘଟଣ। କ୍ଷଣକ ମଧ୍ୟରେ ସବୁକିଛି ଓଲଟ…

ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ, ପ୍ରିନସପାଲଙ୍କ ମୃତ୍ୟୁ

ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ। ପ୍ରିନସପାଲଙ୍କ ମୃତ୍ୟୁ, ୮ ଆହତ। କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ମନ୍ତ୍ରୀଆମ୍ବ ଘାଟିରେ ଦୁର୍ଘଟଣା ଘଟିଛି। ମୃତକ ହେଲେ ନିଳିମା ପଣ୍ଡା। ସ୍କୁଲ ପିଅନ ମୃତ୍ୟୁବରଣ କରିବା ଖବରପାଇ ଶେଷ ଦର୍ଶନ ପାଇଁ ଯାଉଥିଲେ ପ୍ରନସିପାଲ୍ ଓ ସ୍କୁଲ କର୍ମଚାରୀ । ଘାଟିରେ…