ଅଧା ରହିଗଲା ଜଗା ଦର୍ଶନ: ଟ୍ରକକୁ ପଛରୁ ପିଟିଲା କାର୍, ୪ମୃତ
ଟାଙ୍ଗୀ(କେନ୍ୟୁଜ୍):ଅଧା ରହିଗଲା ଜଗା ଦର୍ଶନ । ବାଟରେ ଛକିଥିଲା ମୃତ୍ୟୁ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇଛି ୪ ଜଣଙ୍କର ଜୀବନ । ଟ୍ରକକୁ ପଛରୁ ପିଟିଲା କାର୍ । ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ଥାନା ଅନ୍ତର୍ଗତ ସୁନେଇ ରୁପେଇ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି ।…