Browsing Tag

accused absconded

ଥାନାରୁ ୨ ଅଭିଯୁକ୍ତ ଫେରାର୍ : ଶୌଚ ବାହାନାରେ ପାଇଖାନା ସ୍କାଏ ଲାଇଟ ଭାଙ୍ଗି ମାରିଲେ ଛୁ ….

ଗୋପ : ଥାନାରୁ ଦୁଇ ଅଭିଯୁକ୍ତ ଫେରାର । ପୁରୀ ଜିଲ୍ଲା ଗୋପ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି । ଦୁଇ ଜଣଙ୍କୁ ଧରିବାକୁ ଯାଇ ନୟାନ୍ତ ହୋଇଛି ଗୋପ ଥାନା ପୋଲିସ । ଗୋପ ପୁଲିସର ଦୁଇଟି ଟିମ ଏବେ ବିଭିନ୍ନ…

ଗାଧୋଉଥିଲା ପୋଲିସ, ଚମ୍ପଟ ମାରିଲା ଆସାମୀ

ମୋହନା : ଗୋଡ଼ରେ ବେଡ଼ି, ଆସାମୀ ଚମ୍ପଟ । ମହାରାଷ୍ଟ୍ର ପୋଲିସକୁ ଚକମା ଦେଇ ଖସି ପଳାଇଲା ଆସାମୀ । ଗଞ୍ଜେଇ ଚାଲାଣ ମାମଲାରେ ଗିରଫ କରିଥିଲା ମହାରାଷ୍ଟ୍ର ପୋଲିସ । ଗୋଡରେ ବେଡି ପଡିଥିବା ଅବସ୍ଥାରେ ଆସାମୀ ଫେରାର ହୋଇଯାଇଛି । ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି ପୋଲିସ । ଏପର୍ଯ୍ୟନ୍ତ ପାଇନି…