Browsing Tag

accused arrested

ଗଞ୍ଜାମ ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଶୁଶାନ୍ତ ରଣାକୁ ଗିରଫ କଲା ପୋଲିସ୍

ଭଞ୍ଜନଗର(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଟୁଟୁ ନାହାକ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଶୁଶାନ୍ତ ରଣାକୁ ଗିରଫ କରିଛି ପୋଲିସ୍ । ତା’ଠାରୁ ଗୋଟିଏ ମାଉଜର ଓ ଦୁଇ ରାଉଣ୍ଡ ଜୀବନ୍ତ ଗୁଳି ଜବତ ହୋଇଛି । ପୂର୍ବରୁ, ଏହି ହତ୍ୟା ଘଟଣାରେ…

ଯୌନ ଲାଳସା ପୂରଣ କରିବା ପାଇଁ ଗର୍ଭବତୀ ଗାଈକୁ ଦୁଷ୍କର୍ମ କଲା ଯୁବକ, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ଘୃଣ୍ୟ, ବର୍ବର... ! ସୀମା ଟପିଲା ପାଶବିକତା । ଯୌନ ଲାଳସା ଚରିତାର୍ଥ କରିବା ପାଇଁ ମଣିଷ କେତେ ଯେ ତଳକୁ ଖସିପାରେ ତାହାର ଆଉ ଏକ ନିଚ୍ଛକ ଉଦାହାରଣ ସାମ୍ନାକୁ ଆସିଛି ପଶ୍ଚିମବଙ୍ଗରୁ । ଏଠାରେ ଗାଈ ସହ ଦୁଷ୍କର୍ମ କରିଛି ମଣିଷ । ହିନ୍ଦୁ ସଂସ୍କୃତିରେ ଗାଈକୁ ଗୋମାତା…

କାର୍‌ରେ ଚୋରା ଚାଲାଣ ବେଳେ ୧୩ଲକ୍ଷ ଟଙ୍କାର ଅଫିମ ଜବତ, ୫ ଅଭିଯୁକ୍ତ ଗିରଫ

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ପୋଲିସ ଚୋରା ଅଫିମ ନେଇ ଆସୁଥିବା ଏକ କାରକୁ କାଳିଆଡୁମା ଗ୍ରାମ ନିକଟରୁ ଧରିବା ସହ ୫ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ମୟୁରଭଞ୍ଜ ଜିଲ୍ଲା ରରୁଆଁର ଜନ ହାସା,ଝାରଖଣ୍ଡର ଜାଗାଇ ସାଲୁକାଟ,ସାନି ମୁଣ୍ଡା,ଅଟୱା ମୁଣ୍ଡା ଏବଂ…

ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

ଭଦ୍ରକ (କେନ୍ୟୁଜ): ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି । ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଜେଗଙ୍ଗାଧରପୁର ଅଞ୍ଚଳରେ…