ଜୁଆ ଖେଳି ଟଙ୍କା ହାରିବା ପରେ ଲୁଟ ନେଇ ଥାନା ଥାନାରେ ଅଭିଯୋଗ, ଏବେ ବନ୍ଧା ହେଲା ଅଭିଯୋଗକାରୀ
ନିଜ ଟଙ୍କା ନିଜେ ଲୁଟିଲା। ଜୁଆ ଖେଳି ଟଙ୍କା ହାରିବା ପରେ ଲୁଟ ନେଇ ଥାନା ଥାନାରେ ଅଭିଯୋଗ କଲା । ଏବେ ବନ୍ଧା ହେଲା ଅଭିଯୋଗକାରୀ। ଏଭଳି ଏକ ସଙ୍ଗୀନ ଘଟଣାରେ ତମାଣ୍ଡୋ ପୋଲିସ ୩ ଅଭିଯୁକ୍ତଙ୍କୁ ବାନ୍ଧିଛି । ସୂଚନା ମୁତାବକ ITC କମ୍ପାନୀରେ କାମ କରୁଥିବା ଜଣେ ଏଜେଣ୍ଟ ଗତ ଶନିବାର ୩ ଲକ୍ଷ…