Browsing Tag

accused detained

ସହିଦନଗର ୱିନର କ୍ଳବରେ ବୋମା ମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ସମେତ ୨ ଅଟକ

ଭୁବନେଶ୍ୱର : ସହିଦନଗର ୱିନର କ୍ଳବରେ ବୋମାମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ କାହ୍ନା ଓରଫ ବିଶ୍ୱରଞ୍ଜନ ବିଶ୍ଵାଳ ସମେତ ଦୁଇଜଣ ଅଟକ । ଅନ୍ୟ ସହଯୋଗୀ ମାନଙ୍କୁ ଚିହ୍ନଟ କରିଛି ପୋଲିସ । ସେମାନଙ୍କୁ ଖୁବ ଶୀଘ୍ର ଧରିବା ପାଇଁ ଆରମ୍ଭ କରିଛି ତନାଘନା ।  ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ ।…