ଛୁଆଙ୍କ ଆଗରେ ମାଆକୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଫେରାର, ୨ ଅଟକ
ନୟାଗଡ଼ : ନୟାଗଡ଼ ଫତେଗଡ଼ରେ ଦୁଇ ଛୁଆଙ୍କ ଆଗରେ ମାଆର ଗଳା କାଟି ହତ୍ୟା ଘଟଣାରେ ୨ ଅଟକ । ଥାନାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଅଭିଯୁକ୍ତଙ୍କ ଗାଁରେ ଚଢାଉ କରି ଧରିଛି ପୋଲିସ । ଫେରାର ମୁଖ୍ୟ ଅଭିଯୁକ୍ତକୁ ଧରିବାକୁ ପୋଲିସର ତନାଘନା ଜାରି ରହିଛି । ସାଇଣ୍ଟିଫିକ୍ ଟିମ୍ ସହ…