Browsing Tag

acf of wildlife division

ଗିରଫ ହେଲେ ବନ୍ୟପ୍ରାଣୀ ଡିଭିଜନର ACF, ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା

ସମ୍ବଲପୁର: ଗିରଫ ହେଲେ କୋଟିପତି ଏସିଏଫ୍ । ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଆଖି ଟେରା । ସମ୍ବଲପୁରରେ ତାଙ୍କର ଏକ ତିନି ମହଲା କୋଠା ସମେତ ୩ଟି ବିଲଡିଂ ରହିଛି । ଅଇଁଠାପାଲିରେ ୯ହଜାର ୭ଶହ ବର୍ଗଫୁଟରେ ଥିବା ତିନି ମହଲା କୋଠାର…

ବନ୍ୟପ୍ରାଣୀ ଡିଭିଜନର ACFଙ୍କ ଘରେ ଭିଜିଲାନ୍ସ, ନଗଦ ୧୪ ଲକ୍ଷ ୫୦ ହଜାର ଟଙ୍କା ଜବତ

ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ACF ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେବତୀ ରମଣ ଜୋଶୀଙ୍କ ଘରେ ଭିଜିଲାନ୍ସ ଚଢଉ ଚାଲିଛି । ଏସିଏଫଙ୍କ ୧୪ ଲକ୍ଷ ୫୦ ହଜାର ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।  ସମ୍ବଲପୁର ଓ ବରଗଡରେ ଏକକାଳୀନ ୯ ସ୍ଥାନରେ ରେଡ ଚାଲିଛି।…