ଓଲଟିଲା ଏସିଡ୍ ବୋଝେଇ ଟ୍ୟାଙ୍କର
କୋରାପୁଟ(କେନ୍ୟୁଜ): ଓଲଟିଲା ଏସିଡ୍ ବୋଝେଇ ଟ୍ୟାଙ୍କର । କୋରାପୁଟ ଜିଲ୍ଲା ପଟାଙ୍ଗି ରାଲେଗଡା ମଧ୍ୟରେ ଥିବା ରାଜୁଗୁଡା ନିକଟରେ ଦୁର୍ଘଟଣା ଘଟିଛି । ବୁଲାଣି ରାସ୍ତାରେ ଓଲଟି ପଡିଲା ଟ୍ୟାଙ୍କର । ଗାଡିଟି ବିଶାଖାପାଟଣାରୁ ଜଗଦଲପୁର ଅଭିମୁଖେ ଯାଉଥିଲା । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି…