ଆଇନଜୀବୀଙ୍କ ଉପରେ ଏସିଡ ମାଡ଼, ଘରେ ପଶି ଏସିଡ ମାଡ଼ କଲେ ମୁଖାପିନ୍ଧା ଦୁର୍ବୃତ୍ତ
ମୋହନା : ଆଇନଜୀବୀଙ୍କ ଉପରେ ଏସିଡ ମାଡ଼ । ଘରେ ବସିଥିବା ବେଳେ ଘରେ ପଶି ଏସିଡ ମାଡ଼ କରିଛନ୍ତି ମୁଖାପିନ୍ଧା ଦୁର୍ବୃତ୍ତ । ପାରଳାଖେମୁଣ୍ଡିର ବରିଷ୍ଠ ଆଇନଜୀବୀ ପି. ରାମାରାଓଙ୍କ ଉପରେ ହୋଇଛି ଏସିଡ ମାଡ଼ । ଏସିଡ ମାଡ଼ର ଶିକାର ହେଲା ପରେ ରାମାରାଓଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏକ ଘରୋଇ…