ପାରିବାରିକ କଳହ ହେଲା କାଳ: ଭାଇକୁ ଏସିଡ ମାଡ କଲା ଭାଇ
ଭୁବନ (କେନ୍ୟୁଜ) : ଭାଇକୁ ଭାଇ କଲା ଏସିଡ ମାଡ । ପାରିବାରିକ କଳହକୁ କେନ୍ଦ୍ର କରି ଏସିଡ ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ସାନଭାଇ ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି। ଗୁରୁତର ହେଲେ ଭୁବନ ଥାନା ବାଲିବୋ ପଞ୍ଚାୟତ ଗଡଗହଁପୂର ଗାଁର ଭାଗିରଥୀ ନାୟକ। ପାରିବାରିକ କଳହକୁ ନେଇ…