ଚାଲିଗଲା ଅଭିନେତାଙ୍କ ଜୀବନ, ହାଇଦ୍ରାବାଦ ଯିବାବେଳେ ଦୁର୍ଘଟଣା
ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟକା । ତେଲୁଗୁ ସିନେମାର ଯୁବ ଅଭିନେତା ଭରତକାନ୍ତଙ୍କ ପରଲୋକ ହୋଇଛି । ଭରତକାନ୍ତଙ୍କ ମୃତ୍ୟୁ ଦୁର୍ଘଟଣାରେ ହୋଇଥିବା ଜଣାପଡିଛି । ସେ ନିଜ କାରରରେ ନେଲ୍ଲୋରରୁ ହାଇଦ୍ରାବାଦ ଯାଉଥିଲେ । ଏହି ସମୟରେ ଏକ କଣ୍ଟେନର ଲରି ଦ୍ରୁତଗତିରେ ଆସି କାର୍ କୁ ଧକ୍କା…