ଲଗାନ୍ ଫିଲ୍ମର ଅଭିନେତା ଜାଭେଦ ଖାନ୍ଙ୍କ ପରଲୋକ, ଥିଲେ ବଲିଉଡର ଜଣାଶୁଣା ଆକଟର
ମୁମ୍ବାଇ : ରାମ ତେରୀ ଗଙ୍ଗା ମୈଲି, ଲଗାନ୍, ଅନ୍ଦାଜ ଆପନା ଆପନା, ଚକ୍ ଦେ ଇଣ୍ଡିଆ ଭଳି ଅନେକ ସୁପର ହିଟ୍ ଫିଲ୍ମରେ ଅଭିନୟ କରିଥିବା ଜାଭେଦ ଖାନ୍ ଆମରୋହି ଆଉ ନାହାନ୍ତି । ୭୦ ବର୍ଷ ବୟସରେ ଆଜି ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି ।
ବଲିଉଡ୍ର ଏହି ଚରିତ୍ର ଅଭିନେତା ଜାଭେଦ ଶେଷଥର…