Browsing Tag

Actress

ସ୍ୱାମୀଙ୍କଠୁ ଛାଡପତ୍ର ନେଲେ ଅଭିନେତ୍ରୀ ହଂସିକା ମୋଟୱାନି, ୨୦୨୨ରେ ବିବାହ ବନ୍ଧନରେ ଯୋଡ଼ି ହୋଇଥିଲେ

ସାଉଥ୍ ଏବଂ ବଲିଉଡ୍ ଅଭିନେତ୍ରୀ ହଂସିକା ମୋଟୱାନି ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମାରେ ଅଛନ୍ତି । ରିପୋର୍ଟ ଅନୁଯାୟୀ, ହଂସିକା ଏବଂ ତାଙ୍କ ସ୍ୱାମୀ ସୋହେଲ କଥୁରିଆଙ୍କ ମଧ୍ୟରେ ଛାଡପତ୍ର ହୋଇଛି । ସେମାନେ ଡିସେମ୍ବର ୨୦୨୨ରେ ବିବାହ କରିଥିଲେ । ଆଉ ବିବାହର ମାତ୍ର…

ଅଭିନେତ୍ରୀ ଅଞ୍ଜୁ କ୍ରିଷ୍ଣାଙ୍କ ଡ୍ରଗ୍ସ କାରବାର, ଚର୍ଚ୍ଚାରେ ଫିଲ୍ମ ଇଣ୍ଡଷ୍ଟ୍ରି

ତାମିଲ ଏବଂ ମାଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଅଞ୍ଜୁ କ୍ରିଷ୍ଣା । ନିକଟରେ ଏହି ଅଭିନେତ୍ରୀଙ୍କୁ ଚେନ୍ନାଇରୁ ଗିରଫ କରାଯାଇଛି । ତାଙ୍କଠାରୁ ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି । ଏହି ଗିରଫଦାରୀର ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁଯାୟୀ,…

ବଲିଉଡ୍ ସୁପର ଷ୍ଟାରଙ୍କ ମଧ୍ୟରେ କିଏ ଅଧିକ ଧନୀ, ଜାଣନ୍ତୁ ଉତ୍ତର

ବଲିଉଡ୍ ସୁପର ଷ୍ଟାରଙ୍କ ପାଖରେ ଟଙ୍କାର ଅଭାବ ନାହିଁ । ବଡ଼ ବଡ଼ ବ୍ୟବସାୟୀ ବି ଏମାନଙ୍କ ସମ୍ପତି ଆଗରେ ହଜିଯାଆନ୍ତି । କିନ୍ତୁ ଏହି ସେଲିବ୍ରିଟିଙ୍କ ମଧ୍ୟରୁ ସବୁଠାରୁ ଧନୀ କିଏ ? ତେବେ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର । ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ବିଶ୍ୱର ସବୁଠାରୁ ଧନୀ…

୭୫ ବର୍ଷ ବୟସରେ ପାଦ ଦେଲେ ଅଭିନେତ୍ରୀ ଶବାନା ଆଜମୀ, ଜାଭେଦ ଅଖତରଙ୍କ ସହ କଲେ ରୋମାଣ୍ଟିକ୍ ଡ୍ୟାନ୍ସ

ଶବାନା ଆଜମୀ ହିନ୍ଦୀ ସିନେମାର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ । ଏହି ବରିଷ୍ଠ ଅଭିନେତ୍ରୀଙ୍କ ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ ଯଥେଷ୍ଟ ହେବ ନାହିଁ । ଗୁରୁବାର, ସେ ତାଙ୍କ ଜୀବନର ୭୫ ବର୍ଷ ପାଳନ କରିଥିଲେ । ବଲିଉଡ୍ ପ୍ରଯୋଜକ ବୋନି କପୁର ତାଙ୍କ ୭୫ତମ ଜନ୍ମଦିନ ପାଇଁ ଏକ…

ଚଳନ୍ତା ଟ୍ରେନରୁ ଡେଇଁ ପଡିଲେ ଅଭିନେତ୍ରୀ କରିଶ୍ମା ଶର୍ମା, ଗୁରୁତର ଆହତ ହେଲେ, କହିଲେ- ‘ବହୁତ କଷ୍ଟ ହେଉଛି…’

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଏକ ଦୁଃଖଦ ଘଟଣା । ରାଗିନୀ MMS ରିଟର୍ଣ୍ଣସ୍' ଏବଂ 'ପ୍ୟାର କା ପଞ୍ଚନାମା' ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ କରିଶ୍ମା ଶର୍ମା ଏକ ବଡ଼ ଦୁର୍ଘଟଣାରେ ଶିକାର ହୋଇଛନ୍ତି । ସେ ନିଜେ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି ।…

ବିବାହ ବନ୍ଧନରେ ବାନ୍ଧି ହେଲେ ସାଥ୍ ନିଭାନା ସାଥିୟା ଫେମ୍ ଗୋପୀ ବହୁ , ଫଟୋ ଭାଇରାଲ୍

ସାଥ୍ ନିଭାନା ସାଥିୟା ଫେମ୍ ଅଭିନେତ୍ରୀ ଜିୟା ମାନେକ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଏକ ବ୍ୟକ୍ତିଗତ ଉତ୍ସବରେ ବରୁଣ ଜୈନଙ୍କୁ ବିବାହ କରିଥିଲେ। ଜିୟା ସୋସିଆଲ ମିଡିଆରେ ତାଙ୍କ ବିବାହ ଘୋଷଣା କରିଥିଲେ । ତାଙ୍କୁ ତାଙ୍କ ସ୍ୱାମୀଙ୍କ କୋଳରେ ଦେଖିବାକୁ ମିଳିଥିଲା । ଜିୟା ମାନେକ ଜଣେ…

ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କୁ ହଇରାଣ କରୁଛନ୍ତି ଘର ଲୋକେ, କାନ୍ଦି କାନ୍ଦି ସେୟାର କଲେ ଭିଡ଼ିଓ

'ଆଶିକ ବନାୟା ଆପନେ' ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଅଭିନେତ୍ରୀ ଜଣକ ବହୁତ କାନ୍ଦୁଥିବାର ଦେଖାଯାଉଛି । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କୁ ବହୁ ବର୍ଷ ଧରି ଶୋଷଣ କରାଯାଉଛି । ତାଙ୍କ ନିଜ ଘରେ ମଧ୍ୟ…

ଦିଲଜିତ୍ ଦୋସାଞ୍ଜ ଏବଂ ପାକିସ୍ତାନୀ ସୁନ୍ଦରୀଙ୍କ ସମର୍ଥନରେ ବାହାରିଲେ ‘ଡ୍ରାମା କୁଇନ୍’, ଏପରି କହିଲେ…

ଦିଲଜିତ ଦୋସାଞ୍ଜ ଏବଂ ପାକିସ୍ତାନୀ ସୁନ୍ଦରୀ ହାନିଆ ଆମିରଙ୍କ ଆଗାମୀ ଫିଲ୍ମ 'ସର୍ଦ୍ଦାରଜୀ 3'କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏବେ ନିକଟରେ ରାକ୍ଷୀ ସାୱନ୍ତ ମଧ୍ୟ ଏହି ବିବାଦରେ ଡେଇଁ ପଡ଼ିଛନ୍ତି ଏବଂ ସେ ଏପରି କିଛି କହିଛନ୍ତି ଯାହା ଲୋକଙ୍କୁ କ୍ରୋଧିତ କରିଛି । ବଲିଉଡର ବିବାଦୀୟ…

ସୋନମ କପୁର ଦାନ କଲେ ୧୨ ଇଞ୍ଚ ଲମ୍ବା କେଶ, ଫୋଟୋ ଦେଖି ଲୋକମାନେ କହିଲେ- ‘ଏତେ ବଡ଼ ବଳିଦାନ !’

ନିକଟରେ ବଲିଉଡ୍ ଅଭିନେତ୍ରୀ ସୋନମ କପୁର ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ତାଙ୍କ କେଶ ଦାନ କରୁଥିବାର ଦେଖିବାକୁ ମିଳୁଛି । ଏଥିପାଇଁ ୟୁଜର୍ସ ତାଙ୍କୁ ଥଟ୍ଟା କରୁଛନ୍ତି । ଅଭିନେତ୍ରୀ ସୋନମ କପୁର ପ୍ରାୟତଃ କୌଣସି ନା କୌଣସି କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଆନ୍ତି ।…

ସନା ମକବୁଲ ଲିଭର ସିରୋସିସ ରୋଗରେ ପୀଡ଼ିତ, ହୋଇପାରେ ଲିଭର ପ୍ରତିରୋପଣ !

ସନା ମକବୁଲ ବର୍ତ୍ତମାନ ଗମ୍ଭୀର ରୋଗରେ ପୀଡିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସନା ନିଜେ ଏହି ସୂଚନା ଦେଇଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ସେ ଏହି କଠିନ ସମୟରେ ଦୃଢ଼ ରହିବାକୁ ଚେଷ୍ଟା କରୁଛନ୍ତି । ବିଗ୍ ବସ୍ ଓଟିଟି ୩ ବିଜେତା ଏବଂ ଟିଭି ଅଭିନେତ୍ରୀ ସନା ମକବୁଲ ଗତ କିଛି ଦିନ…

ହସ୍ପିଟାଲରେ ଇଦ୍ ପାଳନ କଲେ କ୍ୟାନ୍ସରରେ ଲଢ଼ୁଥିବା ଏହି ଅଭିନେତ୍ରୀ

କର୍କଟ ରୋଗ ସହିତ ଲଢ଼ୁଥିବା ଦୀପିକା କକ୍କର ଅସ୍ତ୍ରୋପଚାର ପରେ ହସ୍ପିଟାଲରେ ଇଦ୍ ପାଳନ କଲେ, ସୋଏବ ଇବ୍ରାହିମ୍ ପ୍ରଥମ ଫଟୋ ସେୟାର କଲେ । ସସୁରାଲ ସିମର କା ଫେମ୍ ଅଭିନେତ୍ରୀ ଦୀପିକା କକ୍କର ଇବ୍ରାହିମଙ୍କୁ ନିକଟରେ ଦ୍ୱିତୀୟ ପର୍ଯ୍ୟାୟ କର୍କଟ ରୋଗ ହୋଇଥିବା ଜଣାପଡ଼ିଥିଲା । କିଛି ଦିନ…

ହସ୍ପିଟାଲରେ ଆଡମିଟ୍ ହେଲେ ସନା ମକବୁଲ, ଲିଭର ଜନିତ ରୋଗରେ ଥିଲେ ପୀଡିତ

ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ନିକଟରେ ତାଙ୍କ ପରିବାର ସହିତ ଇଦ୍ ପାଳନ କରୁଥିବାର କିଛି ଫଟୋ ପୋଷ୍ଟ କରିଥିଲେ । ଏହାର କିଛି ସମୟ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । ଯଦିଓ ତାଙ୍କ ଅସୁସ୍ଥତା ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ…