ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍ କଲେ ଅଦନାନ ସାମି, ଲେଖିଲେ ‘ଅଲବିଦା’
ବଲିଉଡର ଲୋକପ୍ରିୟ ଗାୟକ ତଥା କମ୍ପୋଜର ଅଦନାନ ସାମି ନିଜ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛନ୍ତି। ଅଦନାନ ନିଜ ଇନଷ୍ଟାଗ୍ରାମରୁ ସବୁ ପୋଷ୍ଟ ଡିଲିଟ୍ କରିଛନ୍ତି। ଅଦନାନ କେବଳ ଗୋଟିଏ ପୋଷ୍ଟ ଇନଷ୍ଟାରେ ରଖିଛନ୍ତି, ଯେଉଁଥିରେ ‘ଅଲବିଦା’ ବୋଲି ଲେଖାଯାଇଛି। ଅଦନାନ ହଠାତ୍ ପୋଷ୍ଟ ଡିଲିଟ୍ କରିବା…