ଆଦାନୀ ଗ୍ରୁପ ଓ ଇସ୍କନର ମିଳିତ ସହଯୋଗରେ ଅନ୍ନ ପ୍ରସାଦ ସେବା ଆରମ୍ଭ, ପ୍ରସ୍ତୁତ କରାଯାଉଛି ୨୫ ପ୍ରକାର ଭୋଗ
ପୁରୀ: ପୁରୀରେ ଆଦାନୀ ଗ୍ରୁପ ଓ ଇସ୍କନ ପକ୍ଷରୁ ମିଳିତ ସହଯୋଗରେ ଅନ୍ନପ୍ରସାଦ ସେବା ଆରମ୍ଭ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ପୁରୀର ବିଭିନ୍ନ ସ୍ଥାନରେ ରଥଯାତ୍ରା ଦିନ ଠାରୁ ମାଗଣା ଭୋଜନ ଉପଲବ୍ଧ କରାଯାଉଛି । ଏହି ଭୋଜନରେ ମହାପ୍ରଭୁ ଜଗନ୍ନାଥଙ୍କ ଛପନ ଭୋଗ ଥାଳିରୁ ପ୍ରତିଦିନ ଭିନ୍ନ ଭିନ୍ନ…