ଭୁବନେଶ୍ବର ଦାୟିତ୍ବରେ ୪ IPS ଅଫିସର, ନରସିଂହ ଭୋଳ ହେଲେ ଅତିରିକ୍ତ ପୋଲିସ କମିଶନର
ଭୁବନେଶ୍ୱର : ଭୁବନେଶ୍ବର ଦାୟିତ୍ବରେ ୪ IPS ଅଫିସର । ଜଗମୋହନ ମୀନା ହେଲେ ଭୁବନେଶ୍ବର DCP । ଏବେ ସେ କଟକ ଡିସିପି ଅଛନ୍ତି । DCP ପିନାକ ମିଶ୍ରଙ୍କୁ STF ଡିଆଇଜି ଭାବେ ବଦଳି କରାଯାଇଛି । ସେହିପରି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ ମଧ୍ୟ ବଦଳିଛନ୍ତି । ତାଙ୍କ ସ୍ଥାନରେ ଅବକାରୀ…