Browsing Tag

aditya dash

ପପୁଙ୍କୁ କ୍ରାଇମବ୍ରାଞ୍ଚର ୨୫ ପ୍ରଶ୍ନ, ୫ ଘଣ୍ଟ ଧରି ଚାଲଥିଲା ଲାଏ ଡିଟେକ୍ସନ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ପପୁ, ବିକାଶ ଓ ଦୀପକଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ ହୋଇଛି । ତିନି ଜଣଙ୍କୁ ୨୫ଟି ଲେଖାଏଁ ପ୍ରଶ୍ନ କରାଯାଇଥିବା ସୂଚନା ରହିଛି । ଗତକାଲି ଭୁବନେଶ୍ୱର ଫରେନସିକ୍‌ ଲ୍ୟାବରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟ ଧରି ଲାଏ…

ଆଦିତ୍ୟ ଦାସ ମୃ‌ତ୍ୟୁ ମାମଲା: ବିଦ୍ୟାଶ୍ରୀ, ପପୁ ଓ ବିକାଶଙ୍କ ହୋଇପାରେ ପଲିଗ୍ରାଫ ଟେଷ୍ଟ

କେନ୍ୟୁଜ୍(ବ୍ୟୁରୋ):  ମାସେ ପୁରିବାକୁ ବସିଲାଣି ସମାଜସେବୀ ଆଦିତ୍ୟ ଦାସ ମୃ‌ତ୍ୟୁ ମାମଲା । ତଥାପି ଜିଆରପି ଓ କ୍ରାଇମବ୍ରାଞ୍ଚର ହାତ ଖାଲି। ଜିଆରପି ସବୁଦିଗରୁ ତଦନ୍ତ କରି କେସର କ୍ଷିଅ ଖୋଜି ପାଇନଥିବା ବେଳେ ଏବେ କ୍ରାଇମବ୍ରାଞ୍ଚ ତଦନ୍ତର ଭାର ନେଇଛି। ଏହାରି ମଧ୍ୟରେ ବିଦ୍ୟାଶ୍ରୀଙ୍କ…

ଜିଆରପି ଠାରୁ ଆଦିତ୍ୟ ଦାସ ମୃତ୍ୟୁ ମାମଲା ନେଇ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ,ବିଦ୍ୟାଶ୍ରୀଙ୍କ ଘରେ ପହଞ୍ଚିଲା…

କେନ୍ୟୁଜ୍(ବ୍ୟୁରୋ): କାଲିଠାରୁ  ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ।  ଆଜିର ତଦନ୍ତରେ  ବିଦ୍ୟାଶ୍ରୀଙ୍କ ଘରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ତାଙ୍କୁ ପଚରାଉଚୁରା କରିବ ବୋଲି ଜଣାପଡ଼ିଛି। ଘଟଣା ଦିନ…

ସମାଜସେବୀ ଆଦିତ୍ୟଙ୍କୁ ଧକ୍କା ଦେଇନି କୌଣସି ଟ୍ରେନ, ଆଉ ଦୁଇ ମାଲବାହୀ ଟ୍ରେନ୍ ଲୋକପାଇଲଟଙ୍କ ବୟାନ ମୋଡିଲା ତଦନ୍ତର…

କେନ୍ୟୁଜ୍(ବ୍ୟୁରୋ):  ମାନବ ପ୍ରେମୀ  ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ନୂଆ ଟ୍ଵିଷ୍ଟ।  ମୃତ୍ୟୁର ମାସେ ପୁରିବାକୁ  ବସିଲାଣି ହେଲେ ଏପର୍ଯ୍ୟନ୍ତ କୌଣସି ନିର୍ଣ୍ଣାୟକ ମୋଡରେ  ପହଞ୍ଚି ପାରିନାହିଁ ଜିଆରପି।ତଥାପି ତଦନ୍ତ ଜାରି ରଖିଛି ଜିଆରପି  ପୋଲିସ। ଏହାରି ଭିତରେ ଆଜି ୨ ମାଲବାହୀ ଟ୍ରେନ୍‌…

ସୁଇସାଇଡ ନୋଟ ନିଜେ ଲେଖିଛନ୍ତି ମାନବପ୍ରେମୀ ଆଦିତ୍ୟ, ସୂଚନା ଦେଲେ ରେଳବାଇ ଡିଜି

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲା ଉପରୁ ଧୀରେ ଧୀରେ ପରଦା ଉଠିବାରେ ଲାଗିଛି । ଏବେ ଜଣାପଡିଛି ଯେ ମୃତ୍ୟୁ ପୂର୍ବର ସୁଇସାଇଡ ନୋଟ ସେ ନିଜେ ହିଁ ଲେଖିଛନ୍ତି । ଏନେଇ ଜିଆରପିକୁ ତଥ୍ୟ ଦେଲେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋ । ସୂଚନା ଦେବା ଯୋଗ୍ୟକି, ସୁଇସାଇଡ଼…

ସାମ୍ନାକୁ ଆସିଲା ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପୂର୍ବର ସିସିଟିଭି ଫୁଟେଜ

ଭୁବନେଶ୍ଵର: କେବେ ହଟିବ ଯୁବ ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟ ଜନକ ମୃତ୍ୟୁ ର ପରଦା । ଘଟଣାକୁ ବିତିଲାନି ୧୬ ଦିନ ବିତି ଯାଇଥିଲେ ବି ଖାଲି ରହିଛି ପୋଲିସ ର ହାତ । ସେପଟେ ଆଦିତ୍ୟ ଦାସଙ୍କୁ ନେଇ ଦୁଇଟି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଯେଉଁଥିରେ ଆଦିତ୍ୟ ଏକୁଟିଆ ଚାଲି ଚାଲି…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣାରେ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକପାଇଲଟ ଦେଲେ ଚାଞ୍ଚଲ୍ୟକର ବୟାନ

କେନ୍ୟୁଜ୍(ବ୍ୟୁରୋ):  ଦିନ ଯେତିକି ବିତୁଛି, ରହସ୍ୟ ସେତିକି ବଢୁଛି । ଯୁବ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣା ଆଜକୁ ୧୦ ଦିନ ପୁରିବାକୁ ବସିଲାଣି ତଥାପି  ଅଭୁଯୁକ୍ତକୁ ଚିହ୍ନଟ କରାଯାଇପରିନାହିଁ। ତନତନ ଯାଞ୍ଚ ଓ ଜଣକ ପରେ ଜଣକୁ ଜେରା କରିଚାଲିଛି ଜିଆରପି ପୋଲିସ। କିନ୍ତୁ ଅପରାଧୀକୁ…

ନିଜ ଡାଏରୀରେ ଏମିତି କିଛି ଲେଖିଗଲେ ଆଦିତ୍ୟ, ପଢିଲେ ଆଖିକୁ ଲୁହ ଆସିଯିବ

କେନ୍ୟୁଜ୍(ବ୍ୟୁରୋ):  ମାଳିଲା  ସମାଜସେବୀ ତଥା ପିପୁଲ ଫର ସେବାର ପ୍ରତିଷ୍ଠାତା ଆଦିତ୍ୟ ଦାସଙ୍କ ସୁସାଇଡ୍ ନୋଟ। ଏହି ନୋଟରେ ଆଦିତ୍ୟ ଲେଖିଛନ୍ତି ଯେ ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ଆଦିତ୍ୟ ତାଙ୍କ ନୋଟରେ ଲେଖିଛନ୍ତି ଯେ ପ୍ରିୟ ପପୁ ବିକାଶ ଏବଂ ପିପୁଲ ଫର ସେବାର ଅନ୍ୟ…