Browsing Tag

administration

ପଶ୍ଚିମବଙ୍ଗ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା

ନୂଆଦିଲ୍ଲୀ: ବେଙ୍ଗଲ ପ୍ରଶାସନ ଉପରେ ବର୍ଷିଲେ ରାଷ୍ଟ୍ରପତି । ଦାର୍ଜିଲିଂରେ ସାନ୍ତାଳ ସମ୍ମିଳନାରେ ବ୍ୟାପକ ପ୍ରଶାସନିକ ଅବ୍ୟବସ୍ଥା ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅସନ୍ତୋଷ । ଲୋକମାନେ ତାଙ୍କୁ ଭେଟଙ୍କୁ ବୋଲି ବେଙ୍ଗଲ ପ୍ରଶାସନ ଚାହୁଁନଥିଲା । ସମ୍ମିଳନୀକୁ ମମତା ଦିଦି କାହିଁକି…

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକରଣ ବୈଠକ, ନିର୍ଭୁଲ ଓ ତ୍ରୁଟିଶୂନ୍ୟ ପଞ୍ଜିକା ଉପରେ ଗୁରୁତ୍ବ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ । ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା ମଧ୍ୟ ୫ ଜଣ ପଞ୍ଜିକାର ସେମାନଙ୍କ…

ଆକ୍ସନ ମୋଡରେ ଭଦ୍ରକ ପୋଲିସ ପ୍ରଶାସନ, ସାଂପ୍ରଦାୟିକ ବିଦ୍ବେଷ ସୃଷ୍ଟି କାରୀ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ

ଭଦ୍ରକ: ଆକ୍ସନ ମୋଡରେ ଭଦ୍ରକ ପୋଲିସ ପ୍ରଶାସନ । ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ସଦଭାବନା ଓ ସାମାଜିକ ସମନ୍ବୟକୁ କ୍ଷତି ପହଞ୍ଚାଇବା ପରି କୌଣସି ପୋଷ୍ଟ କିମ୍ବା ସେୟାର କଲେ ହେବ କାର୍ଯ୍ୟାନୁଷ୍ଠାନ । ଏନେଇ ଚେତାବନୀ ଦେଇଛନ୍ତି ଭଦ୍ରକ ଏସପି । ଆଗକୁ ଭଦ୍ରକରେ ରାମ ନବମୀ ମହୋତ୍ସବ ପାଳନ ହେବ…

ଭୂସ୍ଖଳନ ପରେ କଟରା ପ୍ରଶାସନ ଜାରି କଲେ ନିର୍ଦ୍ଦେଶ, କହିଲେ ବାଣିଜ୍ୟକ ପ୍ରତିଷ୍ଠାନଗୁଡ଼ିକୁ ତୁରନ୍ତ ଖାଲି କର

ଜମ୍ମୁ କାଶ୍ମୀର : ବୈଷ୍ଣୋଦେବୀ ମନ୍ଦିରରେ ହୋଇଥିବା ବଡ଼ ଦୁର୍ଘଟାଣାକୁ ଦୃଷ୍ଟିରେ ରଖି କଟରା ପ୍ରଶାସନ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ପ୍ରଶାସନ ସମ୍ବେଦନଶୀଳ ଅଞ୍ଚଳରେ ଥିବା ହୋଟେଲ ଏବଂ ବାଣିଜ୍ୟକ ପ୍ରତିଷ୍ଠାନଗୁଡ଼ିକୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି । ଏଥିସହ…

ତାମିଲନାଡୁରେ ଓଡ଼ିଆଙ୍କୁ ଅକଥନୀୟ ଅତ୍ୟାଚାର, ଖଟାଇଲେ ହେଲେ ଦରମା ଦେଲେନି

ଭଞ୍ଜନଗର: ତାମିଲନାଡୁରେ ଓଡ଼ିଆଙ୍କୁ ଅକଥନୀୟ ଅତ୍ୟାଚାର । ଓଡ଼ିଆଙ୍କୁ ଖଟାଇଲେ ହେଲେ ଦରମା ଦିଅ ବୋଲି କହିବାରୁ ଧମକ ଦେଲେ । ପେଟପାଟଣା ପାଇଁ ଦାଦନ ଯାଇଥିଲେ ଆମ ଓଡ଼ିଶାର କିଛି ମହିଳା । ମାଲିକ ଦେଲା ପ୍ରବଳ ନିର୍ଯାତନା । ସହିପାରୁନଥିଲେ କି କାହାକୁ କହିବାକୁ ଭୟ କରୁଥିଲେ । ୩ ମାସ ଧରି…

ନିଜ ଦୋଷରୁ ଯାଇଛି କି ଜୀବନ ? ଫୁଡ ପଏଜନରେ ଗଲାଣି ତିନି ଜୀବନ

ସାନଖେମୁଣ୍ଡି: ଗଞ୍ଜାମରେ ଝାଡ଼ା ବାନ୍ତି ଆତଙ୍କ । ଝାଡ଼ା ବାନ୍ତିରେ ଗଲାଣି ତିନି ଜୀବନ । ଫୁଡ ପଏଜନ ହିଁ ଏହି ମୃତ୍ୟୁର କାରଣ ବୋଲି କୁହାଯାଉଛି । ସଙ୍ଗେସଙ୍ଗେ ଚିକିତ୍ସା ନକରି ଝଡା ଫୁଙ୍କା କରିବାରୁ ଜୀବନ ଚାଲିଗଲା । ରାଜ୍ୟରେ ବର୍ତ୍ତମାନ ମୌସୁମୀ ଜାରି ରହିଛି । ଏପରି ସମୟରେ ବର୍ତ୍ତମାନ…

ଆଜି ବି ଅବହେଳିତ ଅବସ୍ଥାରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନ ନିରଞ୍ଜନ ବେହେରାଙ୍କ ଜନ୍ମ ମାଟି

ଚାନ୍ଦବାଲି: କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ଭିତରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭତୁକୁତା ପଞ୍ଚାୟତ ପାଙ୍ଗୁଡା ଗ୍ରାମର ସହିତ ନିରଞ୍ଜନ ବେହେରା ଅନ୍ୟତମ । ଦେଶ ପାଇଁ ସହିଦ ହେଲେ ହେଲେ ତାଙ୍କୁ ମନେରଖିବା ପାଇଁ ନିଜ ଗାଁ ମାଟିରେ ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି…

ନୋଟିସ ନଦେଇ ଘର ଭାଙ୍ଗିଲା ପ୍ରଶାସନ, ଦୁର୍ଦ୍ଦଶା ବଢ଼ିଲା ନୂତନ ସେତୁ ନିର୍ମାଣ କାମ

କଣ୍ଟାମାଳ: ନୋଟିସ ନଦେଇ ଘର ଭାଙ୍ଗିଲା ପ୍ରଶାସନ । ଦୁର୍ଦ୍ଦଶା ବଢ଼ିଲା ନୂତନ ସେତୁ ନିର୍ମାଣ କାମ । ରାସ୍ତା କଡ଼ରେ ଘର ତୋଳିଥିବା ମାଲିକଙ୍କୁ କିଛି ନ ଜଣେଇ ଘର ଉପରେ ଚଢ଼ାଇଲା ବୁଲଡୋଜର ।ପ୍ରଶାସନର ଏଭଳି ପଦକ୍ଷେପକୁ ଦୃଢ ନିନ୍ଦା କରିଛନ୍ତି ସ୍ଥାନୀୟ ବାସିନ୍ଦା । ଫଳରେ ଅସନ୍ତୋଷ ବଢ଼ିବାରେ…

ପାଣି ଘେରରେ ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାୟ ୫୦ ହଜାର ଲୋକେ, ବନ୍ୟା ସ୍ଥିତି ପରଖିଲା ପ୍ରଶାସନ

କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇରେ ବନ୍ୟା ସ୍ଥିତି ପରଖିଲା ପ୍ରଶାସନ । ବ୍ରାହ୍ମଣୀ ନଦୀରେ ତାଣ୍ଡବ ରଚୁଛି ବନ୍ୟା ପାଣି । କେନ୍ଦ୍ରାପଡ଼ା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସମେତ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ, ପଟ୍ଟାମୁଣ୍ଡାଇ ମଣ୍ଡଳ ଉନ୍ନୟନ ଅଧିକାରୀ ସମେତ ବହୁ ପଦାଧିକାରୀ ପହଞ୍ଚି ବନ୍ୟା…

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରୀକୃତ ସମସ୍ତ ନୀତିକାନ୍ତିକୁ ଅନୁପାଳନ କରାଯିବ : ଦଇତାପତି ନିଯୋଗ ସଂପାଦକ

ପୁରୀ : ଅଣସରର ସମସ୍ତ ଗୁପ୍ତନୀତି ସହ ଗୁଣ୍ଡିଚା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରୀକୃତ ସମସ୍ତ ନୀତିକାନ୍ତିକୁ ଅନୁପାଳନ କରାଯିବ ବୋଲି କହିଛନ୍ତି ନବନିର୍ବାଚିତ ଦଇତାପତି ନିଯୋଗ ସଂପାଦକ ।  ପହଣ୍ଡି ସମୟରେ ଯୁବ ଓ ଅଭିଜ୍ଞ ଦଇତାପତିଙ୍କ ମଧ୍ୟରେ କିଭଳି…

ପାକିସ୍ତାନର ଏହି ଗାଁରେ ଚାଲିଛି ସ୍ୱୟଂଶାସନ, ଯାହାର ନିୟମକାନୁନ ପାଇଁ ବେଶ ଚର୍ଚ୍ଚିତ ଏହି ଗାଁ ,ଆସନ୍ତୁ ଜାଣିବା

ପ୍ରତ୍ୟକ ଦେଶରେ ନିଜ ନିଜର ସମ୍ବିଧାନ ସହିତ କିଛି ନିୟମକାନୁନ ରହିଥାଏ । କିନ୍ତୁ ପାକିସ୍ଥାନରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ ଦେଶର କୌଣସି ସମ୍ବିଧାନରେ ରହିଥିବା ନିୟମକାନୁନ ଲାଗୁ ହୋଇନଥାଏ । ଏହି ଗାଁରେ କେବଳ ନିଜ ସମ୍ବିଧାନରେ ପ୍ରସ୍ତୁତ ହୋଇଥିବା ନିୟମ ଲାଗୁ ହୋଇଥାଏ । ଏହି ଗାଁ ନିଜର…

ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବ ବାଲେଶ୍ୱର ଜିଲ୍ଲା ପ୍ରଶାସନ

ଆଜି ସଂଧ୍ୟା ସୁଦ୍ଧା ବାତ୍ୟା ଦାନା କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବ ବାଲେଶ୍ୱର ଜିଲ୍ଲା ପ୍ରଶାସନ ।  ବାତ୍ୟା ପ୍ରଭାବରେ ଜିଲ୍ଲାର ୧୨ଟି ବ୍ଲକରୁ ୬ଟି ବ୍ଲକ ଅଧିକ ପ୍ରଭାବିତ ହୋଇଥିଲା ।  କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲା ପ୍ରଶାସନ ଗଠନ କରିଥିଲା ସ୍ୱତନ୍ତ୍ର ଟିମ୍ ।  ପ୍ରଭାବିତଙ୍କୁ ଭେଟି…