ଦବୁଛି ଡାକ୍ତରଖାନା, ଭୟଭୀତ ହୋଇପଡିଛନ୍ତି ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟ
ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ମାଣ ହୋଇଛି ସାତ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ । ଏଥିରେ ରୋଗୀଙ୍କ ସ୍ବାସ୍ଥ୍ୟ ସେବା ପାଇଁ ରହିଛି ଅତ୍ୟାଧୁନିକ ଯନ୍ତ୍ରାଂଶ । ହେଲେ ଏବେ ମେଡିକାଲ ବିଲ୍ଡିଂର ଅବସ୍ଥା ଅତି ଶୋଚନୀୟ । କେଉଁଠି…