ଖତରନାକ ରୋଗ ଆଡକୁ ଟାଣିନିଏ ନକଲି ଜୀରା, ଏପରି ଜାଣନ୍ତୁ କେଉଁଟା ଅସଲି କେଉଁଟା ନକଲି
କୌଣସି ବି ତରକାରୀକୁ ଛୁଙ୍କ ଦେବା ପାଇଁ ଜୀରାକୁ ଖାସ କରି ବ୍ୟବହାର କରାଯାଏ। ଏହା ଖାଇବାର ସ୍ୱାଦକୁ ବଢ଼ାଇବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। ସକାଳୁ ଖାଲି ପେଟରେ ଜୀରାକୁ ପାଣି ସହିତ ଖାଇବା ଦ୍ୱାରା କୋଲେଷ୍ଟ୍ରଲ କଣ୍ଟ୍ରୋଲରେ ରହିଥାଏ। ଏହାଦ୍ୱାରା ବ୍ଲଡପ୍ରେସର…