ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ଭୋଟ ଦେବାକୁ ବାଧ୍ୟ କରିପାରିବେନି ପୋଲିଂ କର୍ମଚାରୀ
ଭୁବନେଶ୍ୱର(କେନ୍ୟୁଜ୍): ଭୋଟ ଦେବାକୁ ବାଧ୍ୟ କରି ପାରିବେନି ପୋଲିଂ କର୍ମଚାରୀ । କୌଣସି ଭୋଟର ଯଦି ପୋଲିଂ ବୁଥକୁ ଯାଇ ପରିଚୟ ପଞ୍ଜିକରଣ କରିବା ପରେ ଭୋଟ ଦେବାକୁ ମନା କରନ୍ତି ତେବେ ତାଙ୍କୁ ଭୋଟ ଦେବାକୁ ପୋଲିଂ କର୍ମଚାରୀ ବାଧ୍ୟ କରିପାରିବେ ନାହିଁ । କୌଣସି ପ୍ରାର୍ଥୀଙ୍କୁ ଭୋଟ ନଦେବାକୁ ନିଷ୍ପତ୍ତି ଭୋଟରଙ୍କ ଅଧିକାରର ଅନ୍ତର୍ଭୁକ୍ତ । ନିର୍ବାଚନ କମିଶନଙ୍କ କଣ୍ଡକ୍ଟ ଅଫ ଇଲେକ୍ସନ ରୁଲ୍ସ, ୧୯୬୧ ରୁଲ ୪୯-ଓରେ ଏ…
Read More...