Browsing Tag

advisory

ଇରାନ ଛାଡିବାକୁ ଭାରତୀୟଙ୍କ ପରାମର୍ଶ, ଭାରତୀୟ ଦୂତାବାସ ତରଫରୁ ଆଡଭାଇଜରୀ ଜାରି

ଇରାନ : ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଇରାନରେ ବିରେଶଧ ପ୍ରଦର୍ଶନ ଜାରି ରହିଥିବା ବେଳେ ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି । ବିଦେଶ ମନ୍ତ୍ରଣାଳୟ ନିଜ ଆଡଭାଇଜରୀରେ କହିଛି କି, ଇରାନରେ ଥିବା ଛାତ୍ର, ଶ୍ରଦ୍ଧାଳୁ, ବେପାରୀ ଏବଂ ପର୍ଯ୍ୟଟକ ତୁରନ୍ତ ଇରାନ…

ଦିଲ୍ଲୀ NCRରେ ଘନ କୁହୁଡ଼ି, ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି

ନୂଆଦିଲ୍ଲୀ : ଆଜି ସକାଳୁ ଦିଲ୍ଲୀ NCRରେ ଘନ କୁହୁଡ଼ି ଲାଗି ରହିଛି । ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି ସଠିକ୍ ହୋଇପାରୁନାହିଁ । ଯାହାଫଳରେ ଯାନବାହାନ ଧୀରେ ଧୀରେ ଚଳାଚଳ କରୁଛି । କିନ୍ତୁ କୁହୁଡ଼ି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି । ତେଣୁ ଦିଲ୍ଲୀ ବିମାନବନ୍ଦର ଯାତ୍ରୀଙ୍କ ପାଇଁ ଏକ…

ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ଇଣ୍ଡିଗୋ ବିମାନ ପ୍ରଭାବିତ,ବିମାନବନ୍ଦରରେ ସତର୍କତା ଜାରି

ନୂଆଦିଳ୍ଲୀ : ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଇଣ୍ଡିଗୋ ବିମାନ ପ୍ରଭାବିତ ହୋଇଛି । ଏହାରି ମଧ୍ୟରେ ପାଣିପାଗ ଏବଂ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାରଲାଇନ୍ ଏକ ଆଡଭାଇଜରୀ ଜାରି କରିଛି । ଦିଲ୍ଲୀ ଏୟାରପୋର୍ଟ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବାକୁ…

ସତର୍କ! ବିଷାକ୍ତ ହୋଇଗଲା ଦିଲ୍ଲୀର ବାୟୁ,ବିମାନବନ୍ଦର ପକ୍ଷରୁ ପରାମର୍ଶ ଜାରି

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ଆଜି ଗମ୍ଭୀର ବର୍ଗରେ ପହଞ୍ଚିଛି। ବାୟୁରେ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ବିମାନବନ୍ଦର ଏକ ପରାମର୍ଶ ଜାରି କରିଛି। ଶନିବାର ଦିନ ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିଲା। ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର…

କଟକରେ ପାର୍ବଣ ଋତୁକୁ ନେଇ ଗୁରୁତ୍ତ୍ୱପୂର୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ, ଲାଗିବ ଏହିସବୁ କଟକଣା

କଟକ: ଆସୁଛି ଦୁର୍ଗାପୂଜା । କଟକର ମନଲୋଭା ଚାନ୍ଦି ମେଢ଼ରେ ବେଶ ଧୂମଧାମରେ ହେବ ମା’ଙ୍କ ପୂଜାର୍ଚ୍ଚନା । ଏଥି ପାଇଁ ଏବେଠୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କଟକରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା । ଅକ୍ଟୋବର ୩ ତାରିଖରେ ହେବ ଦୁର୍ଗାପୂଜା…

ମୁମ୍ବାଇରେ ପ୍ରବଳ ବର୍ଷା: ବିମାନ ପରିଚାଳନାକୁ କରିପାରେ ପ୍ରଭାବିତ, ଇଣ୍ଡିଗୋ ଜାରି କଲା ଆଡଭାଇଜରୀ

ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ବୁଧବାର ଏକ ଯାତ୍ରା ପରାମର୍ଶ ଜାରି କରିଛି । ବିମାନ କମ୍ପାନୀ କହିଛି ଯେ ଏହା "ବିମାନ ଟ୍ରାଫିକ୍ ଭିଡ଼ ସୃଷ୍ଟି କରିପାରେ ଏବଂ ବିମାନ ପରିଚାଳନାକୁ ପ୍ରଭାବିତ କରିପାରେ । ଆମେ ଚାହୁଁଛୁ ଯେ ଆପଣଙ୍କ ଯାତ୍ରା ଯଥାସମ୍ଭବ…

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ଇଣ୍ଡିଗୋ ଜାରି କଲା ଆଡଭାଇଜରୀ, ବିଦେଶ ଯାଉଥିବା ଯାତ୍ରୀଙ୍କୁ କଲା ଅପିଲ୍

ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଭାରତୀୟଙ୍କ ସମସ୍ୟା ହୋଇପାରେ । ଏଥିପାଇଁ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଯାତ୍ରୀଙ୍କ ପାଇଁ ଆଡଭାଇଜରୀ ଜାରି କରିଛି । ଯାତ୍ରା କରୁଥିବା ଲୋକ ବିମାନର ଷ୍ଟାଟସ ଚେକ୍ କରିବାକୁ ଅପିଲ କରାଯାଇଛି । ଇଣ୍ଡିଗୋ ତରଫରୁ କୁହାଯାଇଛି କି, ଇସ୍ରାଏଲ…

ବୋମା ଧମକ ରୋକିବାକୁ ଆଡଭାଇଜରୀ, ଅନୁମତି ନଦେବାକୁ ସୋସିଆଲ ମିଡ଼ିଆ କମ୍ପାନୀକୁ ସରକାରଙ୍କ ପରାମର୍ଶ

ନୂଆଦିଲ୍ଲୀ : ଦେଶର ବେସାମରିକ ବିମାନ ସେବା କ୍ଷେତ୍ରକୁ ବାରମ୍ବାର ମିଳିବାରେ ଲାଗିଛି ଧମକ । ପ୍ରଭାବିତ ହେଉଛି ଯାତ୍ରୀସେବା । ବିମାନ ଚଳାଚଳରେ ସୃଷ୍ଟି ହେଉଛି ସାମୟିକ ଅଚଳାବସ୍ଥା । ନିକଟ ଅତୀତରେ ଏହି ସମ୍ପର୍କିତ ମାମଲା ସମସ୍ତ ପୂର୍ବ ରେକର୍ଡ ଭାଙ୍ଗିଛି । ଦିନକୁ ଦିନ ବଢୁଥିବା ବୋମା ଧମକ…