Browsing Tag

aeroplane

ଟ୍ରମ୍ପଙ୍କ ବିମାନ ନିକଟରେ ହଙ୍ଗାମା, ଆକାଶରେ ଗର୍ଜିଲେ F-16 ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ବିମାନ ନିକଟରେ ହଙ୍ଗାମା, ଡ୍ରୋନ୍ ନା ଆଉ କିଛି ? ଫ୍ଲୋରିଡାର ପାମ୍ ବିଚ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ବଡ଼ ଧରଣର ସୁରକ୍ଷା ଆଲର୍ଟ ଜାରି । ସେହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ 'ଏୟାର ଫୋର୍ସ ୱାନ' ବିମାନ ସେଠାରେ ପାର୍କିଂ ହୋଇ ରହିଥିଲା । ପ୍ରଥମେ ନିଷିଦ୍ଧ…

ପୁଣି ଏକ ବୋଇଂ ବିମାନରେ ନିଆଁ, ସୁରକ୍ଷିତ ଜରୁରୀ ଅବତରଣ

ପୁଣି ଏକ ବୋଇଂ ବିମାନରେ ନିଆଁ । ମଝି ଆକାଶରେ ଜଳିଲା ବୋଇଂ ୭୬୭। ଲସ୍ ଏଞ୍ଜେଲସ୍ ରୁ ଆଟଲାଣ୍ଟା ଯାଉଥିଲା ବିମାନ। ଉଡାଣ ଭରିବାର କିଛି ସମୟ ପରେ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା। ପରେ ଲସ୍ ଏଞ୍ଜେଲସ୍ ଏୟାରପୋର୍ଟରେ ଜରୁରୀ ଅବତରଣ କରିଥିଲା ଡେଲଟା ଏୟାରଲାଇନ୍ସର ବୋଇଂ ୭୬୭ ବିମାନ ।…

ସ୍ପାଇସଜେଟ୍ ବିମାନରେ ଦୁଇ ଜଣ ଯାତ୍ରୀ କଲେ ହଙ୍ଗାମା, ଯାତ୍ରୀଙ୍କୁ ଓହ୍ଲାଇ ଦେଲେ କ୍ରୁ ମେମ୍ବର

ସୋମବାର ଦିନ ସ୍ପାଇସଜେଟର ଏକ ବିମାନରେ ଦୁଇଜଣ ଅଶାନ୍ତ ଯାତ୍ରୀ ବିମାନର କକପିଟକୁ ଜୋର ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ଏହା କରିବା ପରେ ଦିଲ୍ଲୀ ବିମାନବନ୍ଦରରେ ସେମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ସ୍ପାଇସଜେଟ କହିଛି ଯେ ମୁମ୍ବାଇ ଯାଉଥିବା ବିମାନକୁ ପୁଣି ଥରେ…

ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଧମକ, ନେଲା ୟୁ-ଟର୍ଣ୍ଣ

ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ବିମାନରେ ବୋମା ଥିବା ଗୁଜବ । ଉଡ଼ାଣ ଭରିବାର ଦୁଇ ଘଣ୍ଟା ପରେ ଫେରି ଆସିଲା ବିମାନ । ଜର୍ମାନୀର ଫ୍ରାଙ୍କଫର୍ଟରୁ ହାଇଦ୍ରାବାଦ ଆସୁଥିବା ଏକ ବିମାନରେ ବୋମା ଥିବା ଖବର ମିଳିବା ପରେ ଫେରାଇ ଦିଆଯାଇଥିଲା । ତଦନ୍ତ ହେବା ପରେ ଜଣାପଡିଥିଲା ଏହି ଖବର ଗୁଜବ…

ଦୁଇ ଦୁଇଥର ବିମାନ ଦୁର୍ଘଟଣା, ସବୁ ଯାତ୍ରୀ ମୃତ କିନ୍ତୁ 11 A ସିଟର ଯାତ୍ରୀ ଜୀବିତ

ଦର୍ଶକବନ୍ଧୁ ଆମେ ଆପଣଙ୍କୁ କୌଣସି କାହାଣୀ କହୁନାହୁଁ । ପ୍ରକୃତରେ ଏହା ସତ । ପୁଣି ଏମିତି ସତ ଯେ ଯାହାକୁ ଖୋଦ ସେହି ସିଟରେ ବସିଥିବା ଯାତ୍ରୀ କହୁଛନ୍ତି । ବିମାନର 11 A ସିଟରେ କଣ ଏମିତି ଅଛି ? ଦୁଇ ଦୁଇଥର ନବୀମାନ ଦୁର୍ଘଟଣା ହେଲା । ପାଇଲଟଙ୍କ ସମେତ ସବୁ ଯାତ୍ରୀ ମୃତ୍ୟୁବାରଣ କରିଥିଲା…

କାଲି ଥିଲା ଏୟାର ହୋଷ୍ଟେସଙ୍କ ସ୍ୱପ୍ନର ଉଡ଼ାଣ, ଶେଷ କଲରେ କଣ କହିଥିଲେ ଦେଖନ୍ତୁ

କାଲି ଥିଲା ତାଙ୍କର ପ୍ରଥମ ସ୍ୱପ୍ନର ଉଡ଼ାଣ । ଲଣ୍ଡନ ଯିବେ ପରା । ଫ୍ଲାଇଟ ଟେକ- ଅଫ କରିବା ଆଗରୁ ନିଜ ଦିଦିଙ୍କୁ ଫୋନ ଲଗାଇଲେ ଏୟାର ହଷ୍ଟେସ୍ ନାଙ୍ଗଥୋଇ । ଦିଦି ମୁଁ ଲଣ୍ଡନ ଯାଉଛି, ଦୁଇ ତିନି ଦିନ ଯାଏ କଥା ହୋଇ ପାରିବିନି । ଜୁନ୍ ୧୫ରେ ଫେରିଲେ ତୋ ସହ କଥା ହେବି। ଏମିତି କିଛି କହି ଫୋନ…

ବିମାନ ଦୁର୍ଘଟଣା ନେଇ ପୂର୍ବରୁ ସଂକେତ ଦେଇଥିଲେ ଜ୍ୟୋତିର୍ବିଦ ଶର୍ମିଷ୍ଠା !

ଭୟଙ୍କର ବିମାନ ଦୁର୍ଘଟଣା । ଟେକଅଫ୍ ପରେ ବିମାନ ବନ୍ଦର ନିକଟ ବିଲଡିଂରେ ବାଡ଼େଇ ହୋଇ ନିଆଁ ପିଣ୍ଡୁଳା ପାଲଟି ଗଲା ଏୟାର ଇଣ୍ଡିଆ ବିମାନ । ଏଭଳି ଅଚାନକ ଦୁର୍ଘଟଣା ସାରା ବିଶ୍ବକୁ ସ୍ତବଧ କରି ଦେଇଛି । ଖୋଜା ଚାଲିଛି ଅହମଦାବାଦ ବିମାନ ଦୁର୍ଘଟଣାର କାରଣ । ହେଲେ ଏହାରି ଭିତରେ ଆସିଛି ଜଣେ…

ଆଉ ଲୁଚିପାରିବେନି ଗୁପ୍ତଚର, ଭାରତ କିଣିବ ୧୦ହଜାର କୋଟି ଟଙ୍କାର ସ୍ପାଏ ବିମାନ

ଅପରେସନ ସିନ୍ଦୁର ମଧ୍ୟରେ ଭାରତ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ୧୦ହଜାର କୋଟି ଟଙ୍କାରେ ୩ଟି ଗୁପ୍ତଚର ବିମାନ କିଣିବା ପାଇଁ ପ୍ରସ୍ତାବ ଆସିବାକୁ ଯାଉଛି । ଯାହା ଭାରତୀୟ ବାୟୁସେନା ରାଡାର ଷ୍ଟେସନ, ବାୟୁ ପ୍ରତିରକ୍ଷା ୟୁନିଟ୍ ଏବଂ ଅନ୍ୟାନ୍ୟ ମୋବାଇଲ୍…

ବିମାନରେ ଯାତ୍ରା କରୁଛନ୍ତି କି ? ତେବେ ସତର୍କ ହୋଇ ଯାଆନ୍ତୁ, ଆସିପାରେ ବଡ ବିପଦ

ଆକାଶରେ ଉଡ଼ିବାର ଆଗ୍ରହ ଆଉ ଶୀଘ୍ର ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ରାସ୍ତା ହେଉଛି ବିମାନ ଯାତ୍ରା । ତେବେ ବିମାନ ଯାତ୍ରାରେ ଅନେକ ପ୍ରକାର ବିପଦ ମଧ୍ୟ ରହିଛି । କେତେବେଳେ ଏହା ବିଭିନ୍ନ ପ୍ରକାର ଦୁର୍ଘଟଣାର ସାମନା କରି ପାରେ ତ ଆଉ କେବେ ଯାନ୍ତ୍ରିକ ତ୍ରୁଟି ଯାତ୍ରୀଙ୍କ ଜୀବନ ନେଇ ପାରେ ।…

ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ…

ଭୁବନେଶ୍ୱର : ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଉଡ଼ିବ ।  ଜୁନ୍‌ ମାସରୁ ଏହି ବିମାନ ସେବା ଆରମ୍ଭ ହେବ ।  ପର୍ଯ୍ୟଟନ, ବାଣିଜ୍ୟ ଏବଂ ଏକ ବିକଶିତ ଓଡ଼ିଶା ସମ୍ଭାବନାକୁ ବୃଦ୍ଧି କରିବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି । ଏହା ବ୍ୟତୀତ ସେ…

ଆମେରିକା: ୧୦ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଆଲାସ୍କାରେ ନିଖୋଜ, ଚାଲିଛି ସର୍ଚ୍ଚ ଅପରେସନ

ଆମେରିକାରେ ଏକ ବେରିଙ୍ଗ୍ ଏୟାର ଫ୍ଲାଇଟ୍ ଗୁରୁବାର ଦ୍ଵିପ୍ରହରରେ ଆଲାସ୍କାର ନୋମ୍ ନିକଟରେ ନିଖୋଜ ହୋଇଯାଇଛି । ଏଥିରେ ୧୦ ଜଣ ଯାତ୍ରୀ ଥିଲେ । ଏହି ବିମାନ ଆଲାସ୍କାର ଉନ୍ନାଲକ୍ଲିଟ୍ ସହରରୁ ଦ୍ଵିପ୍ରହର ୨ଟା ୩୭ ମିନିଟ୍ (ସ୍ଥାନୀୟ ସମୟ)ରେ ଉଡ଼ାଣ ଭରିଥିଲା । ଏହାପରେ ୩ଟା ୧୬ ମିନିଟରେ ଏହା…

ଉଡ଼ନ୍ତା ବିମାନରେ ବନ୍ୟା ସ୍ଥିତି ! ଚାରିଆଡ଼େ କେବଳ ପାଣି ହିଁ ପାଣି…ଦେଖନ୍ତୁ ସେହି ସମୟର VIDEO

ବସ୍ ହେଉ କି ଟ୍ରେନ୍, ବେଳେବେଳେ ଯାତ୍ରାରେ ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅପରିଷ୍କାର ଅପରିଚ୍ଛନ୍ନତା ହେତୁ ମଧ୍ୟ ଯାତ୍ରା ଖରାପ ହୋଇଯାଏ । ଏବେ ଏମିତି ହିଁ ଏକ ଭିଡିଓ ଆସିଛି ଆମେରିକା ଏୟାରଲାଇନ୍ସର ବିମାନରୁ । ଡାଲାସରୁ ମିନିୟାପୋଲିସ୍ ଅଭିମୁଖେ ଯାଉଥିବା ଏହି…