Browsing Tag

Afghanistan

ପାକିସ୍ତାନୀ ସାମ୍ବାଦିକ ଅନାସ ମଲିକଙ୍କୁ ତାଲିବାନ କଲା ଅପହରଣ, ନିର୍ଯାତିତ ହୋଇଥିଲେ ସାମ୍ବାଦିକ

ତାଲିବାନ ପାକିସ୍ତାନୀ ସାମ୍ବାଦିକ ଅନାସ ମଲିକଙ୍କୁ ଆକ୍ରମଣ କରି ଆଫଗାନିସ୍ତାନର ରାଜଧାନୀ କାବୁଲରେ ରଖାଯାଇଥିଲା। ତେବେ ପରେ ତାଙ୍କୁ ମୁକ୍ତ କରାଯାଇଥିଲା। ତାଲିବାନ ସରକାରଙ୍କ ଏକ ବର୍ଷ ପୂରଣ ହେବା ନେଇ କଭରେଜ୍ କରିବାକୁ ମଲିକ ଆଫଗାନିସ୍ତାନ ଯାଇଥିଲେ। ଆଫଗାନିସ୍ତାନରେ ଥିବା ପାକିସ୍ତାନୀ…

ଭୂମିକମ୍ପରେ ପ୍ରାଣ ହରାଇଥିବା ନିଜ ମାଲିକକୁ ପ୍ରତିଦିନ ଖୋଜୁଛି ଏହି କୁକୁର! ହୃଦୟ ବିଦାରକ ଫଟୋ ଦେଖିଲେ ଆଖିରେ ଆସିଯିବ…

ଆପଣ କୁକୁରମାନଙ୍କର ଅନେକ କାହାଣୀ ଶୁଣିଥିବେ, କିଛି ମଜାଦାର ତ କିଛି ଲୁହଭିଜା। ଆପଣଙ୍କୁ ଜାପାନର ବିଶ୍ୱସ୍ତ କୁକୁର ‘ହଚିକୋ’ର ହୃଦୟ ବିଦାରକ କାହାଣୀ ନିଶ୍ଚୟ ମନେ ଥିବ, ଯିଏ ନିଜ ମାଲିକର ମୃତ୍ୟୁ ପରେ ରେଲେଓ୍ଵ ଷ୍ଟେସନରେ ଅପେକ୍ଷା କରି ରହୁଥିଲା? କେବଳ ହଚିକୋ ନୁହେଁ, ଏହି ପ୍ରାଣୀ ହିଁ…

ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ: ୨୫୫ରୁ ଅଧିକ ମୃତ, ଅନେକ ଆହତ

ଆଫଗାନିସ୍ତାନ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ । ବଡ଼ ଧରଣର ଭୂମିକମ୍ପରେ ୨୫୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ରହିଛି ୬.୧। ଦକ୍ଷିଣ ପୂର୍ବ ଖୋସଟ୍‌ ସହରରୁ ୪୪ କିମି ଦୂରରେ ଭୂକମ୍ପ ଅନୁଭୂତ…

ପୁଣିଥରେ ମହିଳାଙ୍କ ପାଇଁ ନୂଆ ନିୟମ ଆଣିଲା ତାଲିବାନ୍‌, ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ଦେଲା କଡ଼ା ନିର୍ଦ୍ଦେଶ

ଆଫଗାନିସ୍ତାନରେ ତାଲିବାନ୍‌ ଶାସନରେ ମହିଳାଙ୍କ ସ୍ଥିତି ଆଦୌ ଭଲ ନାହିଁ। ମହିଳାଙ୍କ ଉପରେ ପ୍ରଥମରୁ ହିଁ ଅନେକ ପ୍ରତିବନ୍ଧକ ରଖିଥିବା ତାଲିବାନ ଏବେ ଆଉ ଏକ ନିୟମ ଜାରି କରିଛି। ତାଲିବାନ୍‌ ଏବେ ଆଫଗାନିସ୍ତାନର ମହିଳାଙ୍କ ଲାଗି ଡ୍ରାଇଭିଂ ଲାଇସେନ୍ସ ଜାରି କରିବା ଉପରେ ରୋକ୍‌ ଲଗାଇଛି।…

ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଉର୍ଦ୍ଧ୍ୱ ମୃତ, ୨୦ ଗୁରୁତର

ନୂଆଦିଲ୍ଲୀ : ଆଫଗାନିସ୍ତାନର ମସଜିଦ ଉପରେ ଆକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ କାବୁଲର ମସଜିଦରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ସୂତ୍ର ଅନୁଯାୟୀ ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ସମ୍ପର୍କରେ ତାଲିବାନ…

ଆଫ୍‌ଗାନିସ୍ତାନ: ମସ୍‌ଜିଦ ସମେତ ୪ ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ; ୧୮ ଜଣଙ୍କ ମୃତ୍ୟୁ

ଆଫ୍‌ଗାନିସ୍ତାନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ମଜାର-ଏ-ସରିଫ୍‌ ମସ୍‌ଜିଦରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥି ସହିତ କାବୁଲ, ନଙ୍ଗରହାର ଓ କୁନ୍ଦୁଜରେ ବି ବୋମା ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ମଜାର-ଏ-ସରିଫ୍‌ ମସ୍‌ଜିଦ ସମେତ ୪ଟି ସ୍ଥାନରେ ସିରିଜ୍‌ ବୋମା ବିସ୍ଫୋରଣ ଫଳରେ ୧୮…