ନନ୍ଦନ କାନନରେ ଦୁଇଟି ପିଲାଙ୍କୁ ଜନ୍ମ ଦେଲା ଆଫ୍ରିକୀୟ ମାଙ୍କଡ଼ ମାର୍ମୋସେଟ୍
ଭୁବନେଶ୍ୱର (କେନ୍ୟୁଜ୍) : ଭୁବନେଶ୍ୱର ସ୍ଥିତ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଗୋଟିଏ ଆଫ୍ରିକୀୟ ମାଙ୍କଡ଼ ମାର୍ମୋସେଟ୍ ଦୁଇଟି ପିଲାଙ୍କୁ ଜନ୍ମ ଦେଇଛି । ତେବେ ସେଥି ମଧ୍ୟରୁ ମା ମାଙ୍କଡ଼ ଗୋଟିକୁ ଗ୍ରହଣ କରି ନେଇଥିବା ବେଳେ ଅନ୍ୟଟିକୁ ପ୍ରତ୍ୟାଖ୍ୟାନ କରିଛି ।
ଗ୍ରହଣ କରିନଥିବା…