Browsing Tag

Agni Prime missile

ଅଗ୍ନି-ପ୍ରାଇମ ମିସାଇଲର ପରୀକ୍ଷଣ ସଫଳ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ବାଲେଶ୍ୱର : ଅଗ୍ନି-ପ୍ରାଇମ ମିସାଇଲର ପରୀକ୍ଷଣ । ମଧ୍ୟମ ଦୂରଗାମୀ ଅଗ୍ନି-ପ୍ରାଇମ ମିସାଇଲର ସଫଳ ପରୀକ୍ଷଣ । ଧାମରାର ଅବଦୁଲ କଲାମ ଦ୍ବୀପରୁ ଭାରତ ରେଳ-ଭିତ୍ତିକ ମୋବାଇଲ ଲଞ୍ଚର ସିଷ୍ଟମରୁ ଉତକ୍ଷେପଣ କରାଯାଇଥିଲା । ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୪୦ ସମୟରେ ହୋଇଛି ଉତ୍ କ୍ଷେପଣ । …