Browsing Tag

Agniveer

ସେନାରେ ବଢ଼ିବେ ଅଗ୍ନିବୀର ! ଦରମାରେ ମଧ୍ୟ ହୋଇପାରେ ପରିବର୍ତ୍ତନ

କେନ୍ଦ୍ର ସରକାର ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ ଆଣିପାରନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଜଡ଼ିତ ସୂତ୍ର ମୁତାବକ, ଅଗ୍ନିପଥ ଯୋଜନାରେ ନିଶ୍ଚିତ ରୂପେ ପରିବର୍ତ୍ତନ କରାଯିବ, କିନ୍ତୁ ଠିକ୍ ସମୟରେ ଏହି ସବୁ ହେବ । କୁହାଯାଉଛି ଯେ ଭାରତୀୟ ସେନାରେ ଅଗ୍ନିବୀରଙ୍କ ସଂଖ୍ୟା ବୃଦ୍ଧି, ସେମାନଙ୍କ…

ଟ୍ୟାକ୍ସି ଲୁଟ୍‌ ମାମଲାରେ ଧରାପଡ଼ିଲେ ଅଗ୍ନିବୀର, ବନ୍ଧୁକ ମୁନରେ କ୍ୟାବ୍‌ ଡ୍ରାଇଭରଙ୍କଠାରୁ କରୁଥିଲେ ଲୁଟ୍‌ପାଟ; ୨…

ଟ୍ୟାକ୍ସି ଲୁଟ୍‌ ମାମଲାରେ ପଞ୍ଜାବ ପୋଲିସ ଜଣେ ଅଗ୍ନିବୀରଙ୍କୁ ଗିରଫ କରିଛି । ତାଙ୍କ ନାମ ଇଶ୍‌ମିତ ସିଂ ଓରଫ୍‌ ଇଶୁ । ୨୦୨୨ରେ ସେ ଭାରତୀୟ ସେନାରେ ନିଯୁକ୍ତି ପାଇଥିଲେ । ଏହି ମାମଲାରେ ତାଙ୍କର ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ, ଇଶୁଙ୍କ ଭାଇ ପ୍ରଭପ୍ରୀତ୍‌ ସିଂ…

ଭାରତୀୟ ବାୟୁ ସେନାରେ ଭର୍ତ୍ତି ସୁଯୋଗ, ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଭାରତୀୟ ବାୟୁ ସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ବାୟୁସେନାରେ ଭର୍ତ୍ତି ହେବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀ ଭାରତୀୟ ବାୟୁ ସେନା ଅଗ୍ନିବୀର ବାୟୁ ଭର୍ତ୍ତି ୨୦୨୪ ପାଇଁ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୮ ଜୁଲାଇ…

ବୋଟ ପୁଲିଂ ରେଗାଟାରେ ସାମିଲ ହେଲେ ଅଗ୍ନିବୀର ବ୍ୟାଚ୍‌, ବିିଜେତା ଟିମ୍‌ କୁ ମିଳିଲା ଟ୍ରଫି

ଆଇଏନଏସ ଚିଲିକା ଅଗ୍ନିବୀର ୦୧/୨୪ ବ୍ୟାଚ୍‌ ପାଇଁ ଗତ କାଲି ଅର୍ଥାତ ୨୪ ଜୁନରେ ଏକ ରୋମାଞ୍ଚକର ବୋଟ ପୁଲିଂ ରେଗାଟାକୁ ହୋଷ୍ଟ କରିଛି । ରୋମାଞ୍ଚକ ଯାତ୍ରାକୁ ନେଇ ଭାବନା ସୃଷ୍ଟି କରିବା ସହ ଜଳ କୌଶଳକୁ ଉତ୍ସାହିତ କରିବା ଏବଂ ମାନସିକ ଓ ଶାରୀରିକ ଶକ୍ତିର ବିକାଶ କରିବା ହିଁ ଏହି…

ଭାରତୀୟ ନୌସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି, ୧୦ମ ପାସ୍‌ କରିଥିଲେ କରିପାରିବେ ଆବେଦନ

ଭାରତୀୟ ନୌସେନାରେ ଚାକିରି କରିବାକୁ ଇଚ୍ଛୁକ ଥିଲେ ଆପଣଙ୍କ ପାଇଁ ଖୁସି ଖବର । ନୌସେନାରେ ଅଗ୍ନିବୀର ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୩ ମଇରୁ ଆରମ୍ଭ ହେବ । ସେହିପରି…

ଏଥର ଖାସ୍‌ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌, ପ୍ରଥମ ଥର ଭାଗ ନେବେ ମହିଳା ଅଗ୍ନିବୀର ବାୟୁ ସୈନିକ

ଏଥର ଖାସ୍‌ ହେବ ସାଧାରଣତନ୍ତ୍ର ଦିବସ ପରେଡ୍‌ । ଚଳିତବର୍ଷ ପରେଡ୍‌ରେ ପ୍ରଥମ ଥର ପାଇଁ ଭାଗ ନେବେ ମହିଳା ଅଗ୍ନିବୀର ବାୟୁ ସୈନିକ । ଭାରତୀୟ ବାୟୁସେନା ଦଳରେ ସେମାନେ ସାମିଲ ହେବେ । ସାଧାରଣତନ୍ତ୍ର ଦିବସରେ ପ୍ରଥମ ଥର ସ୍ଥଳସେନାର ଯବାନ, ନୌସେନା ଏବଂ ବାୟୁସେନାର ମହିଳା ଅଗ୍ନିବୀର ମିଳିତ…

ଅଗ୍ନିବୀରଙ୍କ ପାଇଁ ଖୁସି ଖବର! BSF ପରେ ଏବେ CISFରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ

ସେନା ନିଯୁକ୍ତି ପାଇଁ ପ୍ରସ୍ତୁତି କରୁଥିବା ଯୁବକଙ୍କ ଲାଗି CISF ତରଫରୁ ଏକ ଖୁସି ଖବର। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଔଦ୍ଦ୍ୟୋଗିକ ସୁରକ୍ଷା ବଳ (CISF)ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛି। ମନ୍ତ୍ରଣାଳୟ ଏକ ସପ୍ତାହ…

BSF ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ; ଘୋଷଣା କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ବିଏସ୍ଏଫ୍ ରେ ଖାଲିଥିବା ପଦବୀରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ଘୋଷଣା କରିଛନ୍ତି। ଏହା ସହିତ ଅଗ୍ନିବୀରମାନଙ୍କ ବୟସ ସୀମାରେ ମଧ୍ୟ ରିହାତି ଦିଆଯିବ। ଗୃହ ମନ୍ତ୍ରଣାଳୟ ମାର୍ଚ୍ଚ ୬ରେ ଏକ ଅଧିସୂଚନା ମାଧ୍ୟମରେ ଏହା ଘୋଷଣା କରିଛି। ଏଥିପାଇଁ ଗୃହ ମନ୍ତ୍ରଣାଳୟ…

ଅଗ୍ନିପଥ ଯୋଜନା ବିରୋଧରେ ଦାଏର ହୋଇଥିବା ସମସ୍ତ ଯାଚିକାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୋଧରେ ଦାଏର ହୋଇଥିବା ବିଭିନ୍ନ ଯାଚିକାକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଏହି ଅଗ୍ନିପଥ ଯୋଜନାକୁ ବୈଧ ଘୋଷଣା କରିଛନ୍ତି। ଏଥିସହ ଅଗ୍ନିପଥ ଯୋଜନାକୁ ଚାଲେଞ୍ଜ କରି ହୋଇଥିବା ସମସ୍ତ ଆବେଦନକୁ କୋର୍ଟ ଖାରଜ…

ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ, ପ୍ରବେଶ ପାଇଁ ପାସ କରିବାକୁ ହେବ ସାଧାରଣ ପ୍ରବେଶ ପରୀକ୍ଷା

ନୂଆଦିଲ୍ଲୀ : ସେନା ପକ୍ଷରୁ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଏବେ ଅଗ୍ନିବୀର ସେନାରେ ନିଯୁକ୍ତି ପାଇବାକୁ ହେଲେ ସାଧାରଣ ପ୍ରବେଶ ପରୀକ୍ଷା (କମନ୍‌ ଏଣ୍ଟ୍ରାନ୍ସ ଏକ୍ସାମ ବା ସିଇଇ) ଦେବାକୁ ହେବ । ଏହି ପରୀକ୍ଷାରେ ପାସ କରିଥିବା ଛାତ୍ରଙ୍କର କେବଳ ଫିଜିକାଲ…

ଭାରତୀୟ ସେନାର ନିଯୁକ୍ତି ପ୍ରକ୍ରିୟାରେ ହେଉଛି ବଡ଼ ପରିବର୍ତ୍ତନ; ଅଗ୍ନିବୀର ହେବା ପାଇଁ ପ୍ରଥମେ ଦେବାକୁ ପଡ଼ିବ ଲିଖିତ…

ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ଯୁବକମାନଙ୍କୁ ପ୍ରଥମେ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ। ଭାରତୀୟ ସେନାର ନିଯୁକ୍ତି ପ୍ରକ୍ରିୟାରେ ଏହି ବଡ଼ ପରିବର୍ତ୍ତନ କରାଯାଉଛି। ଏହି ପରିବର୍ତ୍ତନ ଚଳିତ ବର୍ଷରୁ ହିଁ କାର୍ଯ୍ୟକାରୀ ହେବ, ଯାହା ଅଧୀନରେ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ନିଯୁକ୍ତି…

ଷ୍ଟେରୋୟଡ୍‌ ଇଞ୍ଜେକ୍ସନ ନେଇ ଅଗ୍ନିବୀର ହେବାକୁ ଆସିଥିଲେ ପ୍ରାର୍ଥୀ; ସେନା ନିଯୁକ୍ତିରେ ଏମିତି ଧରାପଡ଼ିଲେ ୧୧୫ ଆଶାୟୀ

ସରକାରଙ୍କ ଅଗ୍ନିବୀର ଯୋଜନା ଅଧୀନରେ ସେନା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଦେଶର ବିଭିନ୍ନ ସହରରେ ଯୁବକମାନଙ୍କର ଫିଜିକାଲ ଫିଟ୍‌ନେସ ଟେଷ୍ଟ୍‍ କରାଯାଉଛି। ଇତି ମଧ୍ୟରେ ଏକ ଖବର ଆସିଛି କି, ଅଗ୍ନିବୀର ପରୀକ୍ଷା ପାସ୍‌ କରିବା ପାଇଁ ଯୁବପିଢ଼ି ଭୁଲ୍‌ ତରିକା ଆପଣାଉଛନ୍ତି।…