Browsing Tag

ahmedabad plane crash

ନିଦରୁ ଉଠି ଚିତ୍କାର କରୁଛନ୍ତି,ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସ କୁମାର…

ପ୍ରଳାପ କରୁଛନ୍ତି ବିଶ୍ୱାସ କୁମାର । ନିଦରୁ ଉଠି ଚିତ୍କାର କରୁଛନ୍ତି । ଭୁଲିପାରୁନାହାନ୍ତି ସେ ଛାତିଥରା ଦୁର୍ଘଟଣାକୁ । ମୃତ୍ୟୁକୁ ଅତି ପାଖରୁ ଦେଖିଥିବା ବିଶ୍ୱାସ କୁମାରଙ୍କ ମୁଣ୍ଡ ଆଉ କାମ କରୁନି । ସେଦିନ ଘଟିଯାଇଥିଲା ବଡ଼ ପ୍ଲେନ ଦୁର୍ଘଟଣା । ଆଖିରୁ ସେ ଭୟଙ୍କର ଚିତ୍ର ହଟୁନି । ମନରୁ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ବଡ଼ ତଥ୍ୟ, କାହିଁକି ହୋଇଥିଲା ଏତେ ବଡ଼ ଦୁର୍ଘଟଣା ?

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ବଡ଼ ତଥ୍ୟ । କାହିଁକି ହୋଇଥିଲା ଏତେ ବଡ଼ ଦୁର୍ଘଟଣା । ଦୁର୍ଘଟଣା ପଛରେ ଥିଲା କାହାର ହାତ । AAIB ରିପୋର୍ଟ ଆସିବା ପରେ ବଢ଼ିଲା ଚର୍ଚ୍ଚା । ରିପୋର୍ଟ ଆସବା ପରେ ଏୟାର ଇଣ୍ଡିଆର ସିଇଓଙ୍କ ଆସିଲା ପ୍ରତିକ୍ରିୟା । ଅହମ୍ମଦାବାଦରେ ୨୦୦ ରୁ ଅଧିକ ଲୋକଙ୍କ…

ଏୟାର ଇଣ୍ଡିଆ ଦୁଇଥର ବଦଳାଇଥିଲା କ୍ରାସ୍ ଡ୍ରିମଲାଇନରର TCM, ତେଲ କଣ୍ଟ୍ରୋଲ୍ ସ୍ୱିଚ୍ ବି ଥିଲା ସାମିଲ୍

୨୦୧୯ରେ ବୋଇଂର ନିର୍ଦ୍ଦେଶ ପରେ ଏୟାର ଇଣ୍ଡିଆ ଗତ ୬ ବର୍ଷ ମଧ୍ୟରେ ଅହମ୍ମଦାବାଦରେ ଦୁଇଥର ଦୁର୍ଘଟଣାଗ୍ରସ୍ତ ବୋଇଂ ୭୮୭-୮ ଡ୍ରିମଲାଇନର ବିମାନର ଥ୍ରୋଟଲ୍ କଣ୍ଟ୍ରୋଲ୍ ମଡ୍ୟୁଲ୍ (TCM) ବଦଳାଇଥିଲା । TCMରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍ ସାମିଲ୍ । ଏହି ସାଂଘାତିକ ଦୁର୍ଘଟଣାର ଚାଲିଥିବା ତଦନ୍ତରୁ…

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ, ଜଣାପଡ଼ିଲା ସତ !

ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ରିପୋର୍ଟ । ପ୍ରାରମ୍ଭିକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ…

ଅହମଦାବାଦ ପ୍ଲେନ କ୍ରାସକୁ ପୂରିନି ମାସେ, ସିନିଅର ଷ୍ଟାଫଙ୍କ ପାର୍ଟି ଭିଡିଓ ଭାଇରଲ

ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ AI171 ର ଦୁଃଖଦ ଦୁର୍ଘଟଣାକୁ ମାସେ ନ ପୂରୁଣୁ  ଏକ ଫୁଟେଜ୍ ସାମ୍ନାକୁ ଆସିଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଏୟାର ଇଣ୍ଡିଆର ବିମାନବନ୍ଦର ସେବା ଅଧିକାରୀ, AISATSର ବରିଷ୍ଠ ଅଧିକାରୀମାନେ ଏକ ଅଫିସ ପାର୍ଟିରେ ନାଚୁଥିବାର…

ଠୁକରାକେ ମେରା ପ୍ୟାର୍, ମେରା ଇନ୍ତକାମ୍ ଦେଖେଗୀ… କାହାଣୀଟି କିଛି ଏଭଳି

ହିନ୍ଦିରେ ଏକ ଗୀତ ରହିଛି ଠୁକରାକେ ମେରା ପ୍ୟାର୍, ମେରା ଇନ୍ତକାମ୍ ଦେଖେଗୀ । କାହାଣୀଟି କିଛି ଏଭଳି । ବାସ୍ ଏଥର କିନ୍ତୁ ଏହି ଉକ୍ତିଟି ଜଣେ ମହିଳାଙ୍କର । ଗୁଜରାଟର ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯାହା ସାରା ବିଶ୍ୱକୁ ସ୍ତବ୍ଧ କରିଥିଲା । ତେବେ…

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଘଟଣା, ବ୍ଲାକ ବକ୍ସରୁ ମିଳିଲା ଡାଟା

ଅହମଦାବାଦ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ବ୍ଲାକବକ୍ସରୁ ମିଳିଲା ତଥ୍ୟ । ଜଣାପଡିବ କେମିତି ହୋଇଥିଲା ଫ୍ଲାଇଟ AI 171 ବିମାନ ଦୁର୍ଘଟଣା । ପ୍ଲେନ କ୍ରାସର କାରଣ କଣ ଥିଲା । ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ ଡାଟା ସଂଗ୍ରହ ଆରମ୍ଭ ହୋଇଛି । ଏୟାର…

ଅହମ୍ମଦାବାଦ ଦୁର୍ଘଟଣା :ନିଖୋଜ ଫିଲ୍ମ ନିର୍ଦ୍ଦେଶକ ମହେଶ ଜୀରାୱାଲାଙ୍କ ମୃତ୍ୟୁ, DNA ମ୍ୟାଚ୍ ପରେ ପରିବାରକୁ ମୃତଦେହ…

ଅହମ୍ମଦାବାଦ ଦୁର୍ଘଟଣା ପରଠାରୁ ଫିଲ୍ମ ନିର୍ଦ୍ଦେଶକ ମହେଶ ଜୀରାୱାଲା  ନିଖୋଜ ରହିଥିଲେ । ତାଙ୍କୁ ନେଇ ବର୍ତ୍ତମାନ ବଡ଼ ଅପଡେଟ ସାମ୍ନାକୁ ଆସିଛି । ସେହି ସମୟରେ ମହେଶ ଜୀରାୱାଲାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି ପୋଲିସ । ଶେଷ ଥର ପାଇଁ ତାଙ୍କ ଫୋନ୍ କଲର ସ୍ଥାନ ଏୟାର ଇଣ୍ଡିଆ ବିମାନ…

ଏୟାର ଇଣ୍ଡିଆ ୧୫ ଜୁଲାଇ ଯାଏଁ ୩ଟି ଅନ୍ତର୍ଜାତୀୟ ଉଡ଼ାଣ କଲା ରଦ୍ଦ, ୧୬ ଟି ରୁଟରୁ କମାଇଲା ବିମାନ ସେବା

ଏୟାର ଇଣ୍ଡିଆ ଜୁନ୍ ୨୧ରୁ ୧୫ ଜୁଲାଇ ଯାଏଁ ୩ଟି ଅନ୍ତର୍ଜାତୀୟ ରୁଟରେ ନିଜର ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ଏହାଛଡା ଅନ୍ୟ ୧୬ଟି ରୁଟରେ ସେବା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଜୁନ୍ ୧୨ ରେ ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣା ପରେ ଉପୁଜୁଥିବା ସମସ୍ୟା…

ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ବ୍ଲାକ୍ ବକ୍ସ, ସରକାର କଲେ ଖଣ୍ଡନ

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ଘଟଣା ଭିନ୍ନ ମୋଡ ନେବାରେ ଲାଗିଛି । ଡାଟା ରିକଭର ହୋଇପାରୁନଥିବାରୁ ବ୍ଲାକ୍ ବାକ୍ସ ଆମେରିକା ପଠାଯାଇଥିବା ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏବେ ଏହି ନିଷ୍ପତ୍ତିକୁ ଖଣ୍ଡନ କରି ଏହାକୁ ମିଛ ଏବଂ ଭ୍ରମ ବୋଲି କହିଛି ବେସାମୟିକ ବିମାନ ମନ୍ତ୍ରଣାଳୟ ।…

ଅନ୍ତର୍ଜାତୀୟ ଉଡ଼ାଣରୁ ୧୫ ପ୍ରତିଶତ କମ୍ କରିବ ଏୟାର ଇଣ୍ଡିଆ, କାରଣ ଦର୍ଶାଇଲା କମ୍ପାନୀ

ଗୁଜରାଟ ଅହମଦାବାଦ ବିମାନ ଦୁର୍ଘଟଣା ପରେ ଏୟାର ଇଣ୍ଡିଆ ବେଶ ଚର୍ଚ୍ଚାରେ ରହିଛି । ଗୁଜରାଟରେ ବିମାନ ଦୁର୍ଘଟଣା ହେବା ପରେ ଲଗାତାର ଏୟାର ଇଣ୍ଡିଆ ବିମାନରେ ସମସ୍ୟା ସାମ୍ନାକୁ ଆସୁଛି । ଏଥିପାଇଁ ଅନେକ ବିମାନ ଉଡ଼ାଣ ବାତିଲ ହେଉଥିବା ବେଳେ କିଛି ଅଧା ଆକାଶରୁ ଫେରିଆସୁଛି । ଏହି କାରଣ ଯୋଗୁଁ…

ଭାରତରେ ହୋଇପାରିବ ନାହିଁ ଅହମଦାବାଦ ବିମାନ ଦୁର୍ଘଟଣାର ବ୍ଲାକବକ୍ସ ଯାଞ୍ଚ, ଡାଟା ରିକଭର ପାଇଁ ଯିବ ଆମେରିକା

ଅହମ୍ମଦାବାଦ ଫ୍ଲାଇଟ କ୍ରାସ୍ ଘଟଣାରେ ନୂଆ ମୋଡ । କ୍ଷତିଗ୍ରସ୍ତ ହୋଇଛି ଏୟାର ଇଣ୍ଡିଆର ବ୍ଲାକ ବକ୍ସ । ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମଲାଇନର ବିମାର ବାକ୍ସ ବକ୍ସ ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଡାଟା ରିକଭର ହୋଇପାରୁ ନାହିଁ । ଏଥିପାଇଁ ଏହାକୁ ଆମେରିକା ପଠାଯିବ ବୋଲି…