Browsing Tag

ahuja

ମାସକ ପରେ ପୁଅର ଫଟୋ ପୋଷ୍ଟ କଲେ ସୋନମ୍‌ କପୁର, ଜାଣନ୍ତୁ କଣ ରଖିଲେ ନାଁ

୨୦ ଅଗଷ୍ଟରେ ମା' ହୋଇଥିଲେ ସୋନମ କପୁର। ଘରକୁ ଆସିଥିଲେ ପୁତ୍ର ଅତିଥି । ଏହାପର ଠାରୁ ସୋନମ ମାତୃତ୍ୱ ଲାଭ ସମୟକୁ ଉପଭୋଗ କରୁଛନ୍ତି। ସୋସିଆଲ ମିଡିଆରେ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏବେ ଏହି ଦମ୍ପତି ନିଜ ପୁଅର ନାମ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସେ ପ୍ରଥମ ଥର ପାଇଁ ପୁଅ ସହିତ…