Browsing Tag

AI

AI ସୃଷ୍ଟି କରିବ ବିଜୁଳି ସଙ୍କଟ ! ଚାଟ୍ ଜିପିଟି ପ୍ରତି ଘଣ୍ଟାରେ ଖର୍ଚ୍ଚ କରୁଛି ୧୭ ହଜାର ଗୁଣ ଅଧିକ ବିଜୁଳି

ChatGPT ଅଧିକ ଶକ୍ତି ଖର୍ଚ୍ଚ କରେ ଏକ ରିପୋର୍ଟରେ କୁହାଯାଇଛି ଯେ OpenAI ର AI ଟୁଲ୍‌ ChatGPT ପ୍ରତି ଘଣ୍ଟାରେ ୫ ଲକ୍ଷ କିଲୋୱାଟ ବିଦ୍ୟୁତ୍ ଖର୍ଚ୍ଚ କରୁଛି । ଏହା ଘର ଅପେକ୍ଷା ୧୭ ହଜାର ଗୁଣ ଅଧିକ । ଆପଣଙ୍କ ମଧ୍ୟରେ ଅନେକ ଲୋକ ନିଶ୍ଚୟ ଥିବେ ଯେଉଁମାନେ OpenAI ର AI ଟୁଲ୍ ChatGPT…

ଟିଭି ପରେ AI ରୋବଟ୍ ଲଞ୍ଚ କରିବ LG କମ୍ପାନୀ, ରହିଛି ଦମଦାର ଫିଚର

ଟିଭି ଇଣ୍ଡଷ୍ଟ୍ରିରେ LG ବେଶ୍‌ ଜଣାଶୁଣା କମ୍ପାନୀ । ଆପଣଙ୍କ ମଧ୍ୟରୁ ଅନେକଙ୍କ ଘରେ ଏହି କମ୍ପାନୀର ଟିଭି ନିଶ୍ଚିତ ରହିଥିବ । ବର୍ତ୍ତମାନ LG ଏହାର AI ରୋବଟ୍ ଲଞ୍ଚ କରିବାକୁ ଯାଉଛି । CES ୨୦୨୪ ଇଭେଣ୍ଟରେ କମ୍ପାନୀ ଏହାର AI ରୋବଟ୍ ଲଞ୍ଚ କରିବ ଯାହା ଆପଣଙ୍କୁ ଅନେକ ଘରୋଇ କାର୍ଯ୍ୟରେ…

୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ଲାନ୍‌ କରୁଛି ଗୁଗଲ, ରିପୋର୍ଟ

ଗୁଗଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଗଲ କମ୍ପାନୀରେ ପୁଣି ଥରେ ବଡ଼ ଧରଣର ଛଟେଇ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIରେ କିଛି ପରିବର୍ତ୍ତନ ହେବା ପରେ କମ୍ପାନୀ ଏହାର ବିଜ୍ଞାପନ ସେଲ୍‌ ୟୁନିଟରୁ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ…

ମୃତ୍ୟୁ ତାରିଖ ଜଣାଇବ AI, ବୈଜ୍ଞାନିକମାନେ ପ୍ରସ୍ତୁତ କରୁଛନ୍ତି ଡେଥ କାଲକୁଲେଟର

ସମସ୍ତେ ଜାଣିଛନ୍ତି ମୃତ୍ୟୁ ଚିରନ୍ତନ ସତ୍ୟ । କିନ୍ତୁ ମୃତ୍ୟୁ କେତେବେଳେ ଯେ ଆସିବ ତାହା କାହାକୁ ବି ଜଣା ନଥାଏ । ଯଦି ଆପଣଙ୍କୁ ଆପଣଙ୍କ ମୃତ୍ୟୁର ସମୟ ବିଷୟରେ ପୂର୍ବରୁ ହିଁ କୁହାଯିବ ତେବେ ଆପଣ କଣ କରିବେ । ମୃତ୍ୟୁ ସମୟ ବିଷୟରେ ଜାଣିଲେ ଆପଣ ହୁଏତ ଚିନ୍ତାରେ ପଡ଼ିଯିବେ । କାରଣ ପ୍ରତ୍ୟେକ…

ଇନଷ୍ଟାଗ୍ରାମର ଏହି AI ମଡେଲ ମାସକୁ ରୋଜଗାର କରେ ପ୍ରାୟ ୩ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

କାର୍ଯ୍ୟକୁ ସହଜ କରିବା ପାଇଁ AI ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ବ୍ୟବହୃତ ହେଉଛି । କ୍ରିଏଟର ଏବଂ ଇନଫ୍ଲୁଏନ୍ସରଙ୍କ ଠାରୁ ହଇରାଣ ହୋଇ ଏକ ମଡେଲିଂ ଏଜେନ୍ସି ନିଜର ଏକ AI ମଡେଲ୍ ସୃଷ୍ଟି କରିଛି । ବାସ୍ତବରେ ଆଜିକାଲି କୌଣସି ବି ବ୍ରାଣ୍ଡ ପ୍ରଡକ୍ଟର ପ୍ରମୋସନ ପାଇଁ କ୍ରିଏଟର୍ସଙ୍କ ପାଖକୁ…

ସାମ୍‌ ଅଲ୍ଟମ୍ୟାନଙ୍କୁ ସିଇଓ ପଦବୀରୁ ବାହାର କଲା OpenAI, ପ୍ରେସିଡେଣ୍ଟ ବି ଛାଡ଼ିଲେ ପଦବୀ

ChatGPTକୁ ପ୍ରସ୍ତୁତ କରିଥିବା କମ୍ପାନୀ OpenAI ରୁ ଏକ ବଡ ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ କମ୍ପାନୀ ସିଇଓ ସ୍ୟାମ ଅଲ୍ଟମ୍ୟାନଙ୍କୁ ପଦରୁ ବାହାର କରାଯାଇଛି । OpenAIର ପ୍ରେସିଡେଣ୍ଟ ଗ୍ରେଗ୍‌ ବ୍ରୋକମ୍ୟାନ ମଧ୍ୟ କମ୍ପାନୀର ଏହି ନିଷ୍ପତ୍ତିକୁ ବିରୋଧ କରି ନିଜ ପଦରୁ ଇସ୍ତଫା…

ଗୁଗଲ୍ AI କର୍ମଚାରୀଙ୍କୁ ୧୦ ମିଲିୟନ୍ ଡଲାର୍ ପ୍ୟାକେଜରେ ଆକର୍ଷିତ କରୁଛି ChatGPT, ବଢ଼ିଲାଣି ପ୍ରତିଯୋଗିତା

ChatGPT ମେକର୍ସମାନେ ୧୦ ମିଲିୟନ୍ ଡଲାର୍ ପର୍ଯ୍ୟନ୍ତ ଦରମା ପ୍ୟାକେଜ ପ୍ରଦାନ କରି ଗୁଗଲ୍ AI କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚେଷ୍ଟା କରୁଛନ୍ତି । ରିପୋର୍ଟ ଅନୁସାରେ OpenAI ଗୁଗଲ ସହିତ ଏହାର ପ୍ରତିଯୋଗିତାକୁ ଆହୁରି ବଢ଼ାଇ ଦେଇଛି । AI କମ୍ପାନୀ ଆକର୍ଷଣୀୟ ପ୍ୟାକେଜ୍ ପ୍ରଦାନ କରୁଛି,…

ଦୁନିଆର ପ୍ରଥମ AI ସିଇଓ, ମସ୍କ ଓ ଜୁକରବର୍ଗଙ୍କ ଠାରୁ ବି କରିବ ଭଲ କାମ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମାର୍କେଟକୁ ଆସିବା ପରେ ଲୋକମାନେ ନିଜ ଚାକିରି ହରାଇବାର ଆଶଙ୍କା କରୁଛନ୍ତି । ଅନ୍ୟପଟେ ଏକ୍ସପର୍ଟମାନଙ୍କ କହିବା ଅନୁସାରେ ମଣିଷର ଆବଶ୍ୟକତାକୁ AI ଦୂର କରିପାରିବ ନାହିଁ । କିନ୍ତୁ ଏହାରି ମଧ୍ୟରେ ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ।…

ଭାଇରାଲ ହେଉଛି ଅଭିନେତ୍ରୀଙ୍କ Deepfake ଫଟୋ ଏବଂ ଭିଡିଓ, ଜାଣନ୍ତୁ ଏହା କ’ଣ ?

ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀ ରଶ୍ମିକା ମନ୍ଦନା ଓ କ୍ୟାଟ୍ରିନା କୈଫଙ୍କ Deepfake ଫଟୋ ଏବଂ ଭିଡିଓ । AI ର ଏହିଭଳି ଭାବେ ଦୁରୁପଯୋଗ ହେବ ବୋଲି କେହି କେବେ କଳ୍ପନା ମଧ୍ୟ କରିନଥିବେ । ନିକଟରେ ରଶ୍ମିକାଙ୍କ ଭଳି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କ ଏକ ଭିଡିଓ…

କୁକୁର ଓ ବିଲେଇ ଭାଷାକୁ ବୁଝିବାରେ ସାହାଯ୍ୟ କରିବ AI, ଖୁବଶୀଘ୍ର ଆସୁଛି ନୂଆ ଟେକ୍ନୋଲୋଜି

ଯଦି ଆପଣ ଜଣେ ପେଟ ଲଭର୍‌ ଏବଂ ଆପଣଙ୍କ ପାଖରେ ପୋଷା କୁକୁର କିମ୍ବା ବିଲେଇ ଅଛି ତେବେ ସେମାନେ କଣ କହିବାକୁ ଚାହୁଁଛନ୍ତି ଆପଣ ତାହା ନିଶ୍ଚିତ ଜାଣିବାକୁ ଚାହୁୁଁଥିବେ । କୁକୁରର ବହୁତ ବିଶ୍ୱସ୍ଥ । କୁକୁରମାନଙ୍କ ସମ୍ବନ୍ଧୀୟ ଅନେକ କାହାଣୀ ଆପଣ ଅନେକ ଥର ଶୁଣିଥିବେ । ଏପରି ପରିସ୍ଥିତିରେ,…

‘ବିଗ ବି’ ଅମିତାଭ ବଚ୍ଚନ ସେୟାର କରିଲେ ନିଜର AI ଫଟୋ, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । 'ବିଗ ବି' ତାଙ୍କର ପର୍ସନାଲ ଏବଂ ପ୍ରଫେସନାଲ ଲାଇଫ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । ଅମିତାଭ ବଚ୍ଚନ ତାଙ୍କ ଫିଲ୍ମ ବିଷୟରେ ମଧ୍ୟ ଖବର ଦିଅନ୍ତି । ଏବେ ଅମିତାଭ ବଚ୍ଚନ…

ଗୁଗଲର AI ପାଓ୍ଵାର୍ଡ ସର୍ଚ୍ଚ ଫିଚର ସାହାଯ୍ୟରେ ସୃଷ୍ଟି କରିପାରିବେ ଇମେଜ୍‌, ଜାଣନ୍ତୁ କିପରି କରିବ କାମ

ଗୁଗଲ ଏହାର ଜେନେରେଟିଭ୍ AI ପାଓ୍ଵାର୍ଡ ସର୍ଚ୍ଚ ଫିଚର ସବୁ ପ୍ରକାର ଇମେଜ ସୃଷ୍ଟି କରିବା ପାଇଁ ଅପ୍ସନ ଆଣିଛି । ୟୁଜରମାନେ ବର୍ତ୍ତମାନ ଏକ ଟେକ୍ସଟ୍‌ ପ୍ରମ୍ପ୍ଟରୁ ସିଧାସଳଖ ଇମେଜ୍‌ ସୃଷ୍ଟି କରିବାରେ ସକ୍ଷମ ହେବେ । ଜଣାଇବାକୁ ଚାହିଁବୁ କି ଗୁଗଲ ବର୍ତ୍ତମାନ ୟୁଜରମାନଙ୍କୁ SGE ମଧ୍ୟରେ…