ଏଆଇସିସିଙ୍କୁ ଧନ୍ୟବାଦ ଜଣାଇଲେ ଘାସିରାମ, ଆଗାମୀ ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି ପ୍ରକାଶ କଲେ ଦୃଢୋକ୍ତି
ନୂଆପଡ଼ା : ଏଆଇସିସିଙ୍କୁ ଧନ୍ୟବାଦ ଜଣାଇଲେ ଘାସିରାମ ମାଝୀ । ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଭାବେ ଘାସିରାମ ମାଝିଙ୍କ ଉପରେ ମୋହର ମାରିଛି କଂଗ୍ରେସ। ଏଆଇସିସିର ଶୀର୍ଷ ନେତୃତ୍ଵବୃନ୍ଦଙ୍କ ସମେତ ପିସିସି ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ନିର୍ବାଚନରେ କଂଗ୍ରେସ…