ଅସମ୍ଭବକୁ ସମ୍ଭବ କଲେ AIIMS ଡାକ୍ତର, ଭାରତରେ ପ୍ରଥମ ଥର ପାଇଁ ହେଲା ଡବଲ୍ କିଡନୀ ଟ୍ରାନ୍ସପ୍ଲାଣ୍ଟ
ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଡାକ୍ତରମାନେ ଭଗବାନଙ୍କ ରୂପ ହୋଇଥାନ୍ତି । କିନ୍ତୁ ଏହା କେବଳ କଥାରେ ନୁହେଁ, ଏହା ଏକ ବାସ୍ତବତା । କାରଣ ଡାକ୍ତରମାନେ ବେଳେବେଳେ ଅତି କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ରୋଗୀର ଜୀବନ ରକ୍ଷା କରିଥାନ୍ତି । ଡାକ୍ତରମାନେ ନିଜ ରୋଗୀଙ୍କୁ ବଞ୍ଚାଇବା ପାଇଁ ସବୁ…