Browsing Tag

AIIMS doctor

ଅସମ୍ଭବକୁ ସମ୍ଭବ କଲେ AIIMS ଡାକ୍ତର, ଭାରତରେ ପ୍ରଥମ ଥର ପାଇଁ ହେଲା ଡବଲ୍‌ କିଡନୀ ଟ୍ରାନ୍ସପ୍ଲାଣ୍ଟ

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଡାକ୍ତରମାନେ ଭଗବାନଙ୍କ ରୂପ ହୋଇଥାନ୍ତି । କିନ୍ତୁ ଏହା କେବଳ କଥାରେ ନୁହେଁ, ଏହା ଏକ ବାସ୍ତବତା । କାରଣ ଡାକ୍ତରମାନେ ବେଳେବେଳେ ଅତି କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ରୋଗୀର ଜୀବନ ରକ୍ଷା କରିଥାନ୍ତି । ଡାକ୍ତରମାନେ ନିଜ ରୋଗୀଙ୍କୁ ବଞ୍ଚାଇବା ପାଇଁ ସବୁ…

AIIMS ଡାକ୍ତରଙ୍କ ଚମତ୍କାର, ଫୁସଫୁସରୁ ୪ ସେମି ଲମ୍ବା ଛୁଞ୍ଚି କାଢି ବଞ୍ଚାଇଲେ ୯ ବର୍ଷ ଛୁଆର ଜୀବନ

ଆପଣ ମାନେ ନିଶ୍ଚୟ ଶୁଣିଥିବେ ଯେ ଡାକ୍ତରମାନେ ଭଗବାନଙ୍କ ରୂପ ହୋଇଥାନ୍ତି । କିନ୍ତୁ ଏହା କେବଳ କଥାରେ ନୁହେଁ, ଏହା ଏକ ବାସ୍ତବତା କାରଣ ଡାକ୍ତରମାନେ ବେଳେବେଳେ ଅତି କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ରୋଗୀର ଜୀବନ ରକ୍ଷା କରିଥାନ୍ତି । ତେବେ ନିକଟରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ…

ବିମାନରେ ହାର୍ଟ ସଜରୀ ହୋଇଥିବା ୨ ବର୍ଷ ପିଲାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଭେଣ୍ଟିଲେଟରରେ ପିଲା

ଭିସ୍ତାରା ଏୟାରଲାଇନ୍ସ ୟୁକେ-୮୧୪ ବିମାନରେ ହାର୍ଟ ସର୍ଜରୀ ହୋଇଥିବା ୨ ବର୍ଷ ପିଲାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ବିମାନରେ ପିଲାଟିର ନିଶ୍ୱାସ ବନ୍ଦ ହୋଇଯାଇଥିବାରୁ ଉଡନ୍ତା ବିମାନରେ ହିଁ ହାର୍ଟ ସର୍ଜରୀ କରାଯିବା ପରେ ପିଲାକୁ ନାଗପୁର…

ମଝି ଆକାଶରେ ୨ ବର୍ଷର ପିଲାର ହାର୍ଟ ସର୍ଜରୀ, ଏମ୍ସ ଡାକ୍ତର ସାଜିଲେ ଦେବଦୂତ

ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିବା ଭିସ୍ତାରା ବିମାନରେ ୨ ବର୍ଷ ପିଲାର ହାର୍ଟ ସର୍ଜରୀ ସଫଳ କରି ଦେଖାଇଛନ୍ତି ଏମ୍ସର ୫ ଜଣ ଡାକ୍ତର । ଫଳରେ ଶିଶୁର ଜୀବନ ବଞ୍ଚିଯାଇଛି । ପିଲାଟିକୁ କାର୍ଡିଆକ୍‌ ଆରେଷ୍ଟ ହୋଇଥିବା ଜାଣିବା ପରେ ସେମାନଙ୍କ ପାଖରେ ଯେଉଁ ସରଞ୍ଜାମ ଥିଲା, ସେଥିରେ ହାର୍ଟ ସର୍ଜରୀ…

ପୁଣି ଶିଶୁଙ୍କ ଯୋଡ଼ା ଶରୀରକୁ ଅଲଗା କଲେ ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌, ସଫଳ ହେଲା ସର୍ଜରୀ

ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ କଥା ମନେ ପକାଇ ଦେଲା ଆଉ ଏକ ସଫଳ ଅପରେସନ୍‌ । ଦିଲ୍ଲୀ ଏମ୍‌ସରେ ପୁଣି ଏକ ସଫଳ ଅପରେସନ୍‌ ହୋଇଛି ଯାଆଁଳା ଶିଶୁଙ୍କର । ଏହି ଯାଆଁଳା ଝିଅ ହେଉଛନ୍ତି ବର୍ଷକର ରିଦ୍ଧି ଓ ସିଦ୍ଧି । ଏମ୍‌ସର ଏକ ଡାକ୍ତରୀ ଟିମ୍‌ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍‌ କରି…

ବିବାହ କରିବାକୁ କହି ରଖିଥିଲେ ଶାରୀରିକ ସଂପର୍କ, ଏବେ ପ୍ରତାରଣା କରି ବନ୍ଧା ହେଲେ ଏମ୍ସ ଡାକ୍ତର

ଭୁବନେଶ୍ୱର (କେନ୍ୟୁଜ): ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଓ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ୱର ଏମ୍ସ ଡାକ୍ତର । ତାଙ୍କ ନାଁ ଜୟଦୀପ ଦାସଗୁପ୍ତା । ସେ ହୃଦରୋଗ ବିଭାଗର ଡାକ୍ତର । ତାଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଅଭିଯୋଗ ହୋଇଛି ଯେ ଜଣେ ଯୁବତୀଙ୍କୁ ବିବାହ…