Browsing Tag

aiims

ଅନ୍ତରୀଣ ବଜେଟ ୨୦୨୪ : ଦେଶରେ ନିର୍ମାଣ ହୋଇଛି ୭ଟି IIT, ୧୬ IIT, ୭ଟି IIM, ୩୯୦ ବିଶ୍ୱବିଦ୍ୟାଳୟ

ସଂସଦରେ ବଜେଟ ଆଗତ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶରେ ଗତ ୧୦ ବର୍ଷରେ ଅର୍ଥ ବ୍ୟବସ୍ଥାରେ ଉନ୍ନତି ହୋଇଛି ଆଉ ରୋଜଗାର ବଢିଛି । ଲୋକଙ୍କ ପାଖରେ ସମସ୍ତ ସରକାରୀ ଯୋଜନା ପହଞ୍ଚିପାରିଛି । ଦେଶରେ ଉଚ୍ଚଶିକ୍ଷାରେ ମହିଳାଙ୍କ ଭାଗିଦାରୀ ବଢ଼ିଛି । ଜାତୀୟ ଶିକ୍ଷା…

AIIMS ଜମ୍ମୁ ପାଇଁ ବମ୍ପର ଭର୍ତ୍ତି, ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ଚୟନ

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ପକ୍ଷରୁ ଭର୍ତ୍ତି ପାଇଁ ଏକ ନୋଟିଫିକେସନ ଜାରି ହୋଇଛି । ନୋଟିଫିକେସନ ମୁତାବକ, ସିନିଅର ରେଜିଡେଣ୍ଟସ/ସିନିଅର ଡେମୋଷ୍ଟ୍ରେଟର ପଦବୀରେ ଭର୍ତ୍ତି କରାଯିବ । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimsjammu.edu.in କୁ ଯାଇ ଆବେଦନ…

AIIMS ରେ ଭର୍ତ୍ତି ସୁଯୋଗ, ଇଣ୍ଟରଭ୍ୟୁ ଆଧାରରେ ହେବ ଚୟନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସ(AIIMS) ମଙ୍ଗଳାଗିରିରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଯାହା ଅନୁଯାୟୀ, ସିନିଅର ରେଜିଡେଣ୍ଟ/ସିନିଅର ଡେମୋଷ୍ଟ୍ରେଟର ଖାଲି ପଦବୀରେ ଭର୍ତ୍ତି କରାଯିବ । ଆବେଦନ କରିବା ପାଇଁ…

ସରକାରୀ ଚାକିରି ପାଇବାର ବଢିଆ ସୁଯୋଗ, AIIMS ଗୋରଖପୁରରେ ଜଲଦି କରନ୍ତୁ ଆବେଦନ

ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ, ଗୋରଖପୁରରେ ଖାଲିପଡିଛି ପଦବୀ । ଗୋରଖପୁର ୧୪୨ ପଦବୀ ଅଲଗା ଅଲଗା ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଆବେଦନ କରିବାର ଶେଷ ତାରିଖ ୨୧ ନଭେମ୍ବର ୨୦୨୩ ରହିଛି । ଏହି ପଦବୀ ପାଇଁ କେବଳ ଅନଲାଇନ ଆବେଦନ କରିପାରିବେ । ଏମିତି କରିବା ପାଇଁ…

AIIMS ରେ ବମ୍ପର ଭର୍ତ୍ତି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଏମ୍ସ ରାଜକୋଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅଧିନରେ ବମ୍ପର ଭର୍ତ୍ତି କରାଯିବ । ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimsrajkot.edu.in କୁ ଯାଇ ଭର୍ତ୍ତି କରି…

AIIMS ପାଟନାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ଭର୍ତ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ ସାଇନ୍ସସେ ପାଟନା ପକ୍ଷରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁସାରେ ଅନେକ ପଦବୀରେ ଭର୍ତ୍ତି କରାଯିବ । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ aiimspatna.edu.in କୁ…

AIIMS ରେ ନିଯୁକ୍ତି ସୁଯୋଗ, ୧୭ ସେପ୍ଟେମ୍ବର ପୂର୍ବରୁ କରନ୍ତୁ ଆବେଦନ

AIIMS ମଙ୍ଗଳଗିରିରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ aiimsmangalagiri.edu.in କୁ ଯାଇ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ ୨୬ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଆବେଦନପତ୍ର ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ନିର୍ଦ୍ଧାରିତ…

ଏମ୍ସ ରାଏବରେଲୀରେ ଭର୍ତ୍ତି ସୁଯୋଗ, ମାସକୁ ମିଳିବ ୫୬ ହଜାର ଦରମା: ତୁରନ୍ତ କରନ୍ତୁ ଆବେଦନ

ଏମ୍ସ ରାଏବରେଲୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି । ଆପଣ ଜୁନିଅର ରେଜିଡେଣ୍ଟ ପଦବୀ ପାଇଁ ଆବଦନ କରିପାରିବେ । ଇଚ୍ଛୁକ ଥିବା ପ୍ରାର୍ଥୀ ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌ aiimsrbl.edu.in କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ରହିଛି ।…

AIIMS ରେ ୫୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ଦିଲ୍ଲୀ ଏମ୍ସରେ ବମ୍ପର ଭର୍ତ୍ତି । ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଆବେଦନ ପାଇଁ ପ୍ରଥମେ ନୋଟିଫିକେସନ ଭଲଭାବେ ଚେକ୍‌ କରିବା ଜରୁରୀ । ଏଠାରେ ୫୦୦ ପଦବୀ ଖାଲିପଡିଛି। ଏଥିପାଇଁ ଅଫିସିଆଲ ୱେବସାଇଟ୍‌  aiimsexams.ac.in କୁ ଯାଇ ଆବେଦନ କରିପାରିବେ ।…

ଅନେକ ମୃତଦେହଙ୍କ ଚିହ୍ନଟ ହୋଇପାରିନି, ସଂରକ୍ଷିତ କରି ରଖିବାକୁ ପାରାଦୀପରୁ ୫ଟି କଣ୍ଟେନର ଆସୁଛି: ଏମ୍‌ସ ନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ):କରମଣ୍ଡଳ ଦୁର୍ଘଟଣାରେ ଅନେକ ମୃତଦେହଙ୍କ ଚିହ୍ନଟ ହୋଇପାରିନି । ମୃତଦେହ ସଂରକ୍ଷିତ କରି ରଖିବାକୁ ପାରାଦୀପରୁ ୫ଟି କଣ୍ଟେନର ଆସିଥିବା ସୂଚନା ଦେଇଛନ୍ତି ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ । ମୃତଦେହ ରଖିବା ପାଇଁ ଏମ୍‌ସ ଭୁବନେଶ୍ୱରରେ ବେଶୀ ଭିତ୍ତିଭୂମିର…

ଭୁବନେଶ୍ୱର ଏମସ୍‌ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସୁବିଧା, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ହିତାଧିକାରୀ ପାଇବେ ଫାଇଦା

କେନ୍ୟୁଜ୍‌(ବ୍ୟୁରୋ): ଭୁବନେଶ୍ୱର ଏମସ୍‌ରେ ମିଳିବ ମାଗଣା ସ୍ୱାସ୍ଥ୍ୟ ସୁବିଧା । ଭୁବନେଶ୍ୱର ସହ ଦେଶର ୬ଟି ଏମସ୍‌ରେ ଏହି ସୁବିଧା ଉପଲବ୍ଧ ହେବ । ଏଥିରେ ରହିଛି ଭୋପାଲ, ପାଟଣା, ଯୋଧପୁର, ରାୟପୁର ଓ ରିଶିକେଶ ଏମସ୍‌ । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଯୋଜନା ଅଧିନରେ ସାମିଲ ଥିବା ହିତାଧିକାରୀ ଏହି…

ଭୁବନେଶ୍ୱର ଏମ୍‌ସରେ ବିରଳ ଗଳା କର୍କଟ ଅପରେସନ, ୨୫ ବର୍ଷର ଯୁବତୀଙ୍କୁ ମିଳିଲା ନୂଆ ଜୀବନ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ଏମ୍‌ସରେ ବିରଳ ଗଳା କର୍କଟ ଅପରେସନ। ଦୀର୍ଘ ୧୪ ଘଣ୍ଟା ଧରି ଚାଲିଥିବା ଅପରେସନ ସଫଳ ହେବା ସହ ଜଣେ ଯୁବତୀଙ୍କ ଜୀବନ ରକ୍ଷା କରାଯାଇପାରିଛି। ଜଗତସିଂହପୁର ଜିଲ୍ଲାର ୨୫ ବର୍ଷ ବୟସ୍କା ଜଣେ ଯୁବତୀ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ବିରଳ ଗଳା କର୍କଟ ରୋଗରେ…