Browsing Tag

air conditioner

ଏବେ ଆଉ ଚାଲିବନି ମନମାନି, ସରକାର ଏସି ପାଇଁ ଆଣିଲେ ନୂଆ ନିୟମ

ଥରେ କଳ୍ପନା କରନ୍ତୁ... ବାହାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆପଣ ନିଜ ଘରର ଏସି ୧୮ ଡିଗ୍ରୀ ସେଲସିୟସ୍ କରି ଏକଦମ୍ ଥଣ୍ଡା ରୁମରେ ଶାନ୍ତିରେ ଶୋଇବାକୁ ଯାଉଛନ୍ତି । କିନ୍ତୁ ଏହି ସମୟରେ ଆପଣଙ୍କୁ ଏକ ନୋଟିଫିକେସନ ଆସିବ । ଯାହା ଆପଣଙ୍କୁ ଜଣାଇବ ଯେ ଏସି ୨୦ ଡିଗ୍ରୀ ସେଲସିୟସ୍…

ଗରମରୁ ଡ୍ରାଇଭରଙ୍କୁ ମିଳିବ ଆଶ୍ୱସ୍ତି, ଟ୍ରକ୍ ପାଇଁ ଫ୍ୟାକ୍ଟ୍ରି-ଫିଟେଡ୍ ଏସି ସିଷ୍ଟମ୍ ଲଞ୍ଚ କଲା ଟାଟା ମୋଟର୍ସ

ଭାରତର ସର୍ବବୃହତ କମର୍ସିୟାଲ ଗାଡି ନିର୍ମାତା ଟାଟା ମୋଟର୍ସ ଏହାର ସବୁ ଟ୍ରକରେ ଫ୍ୟାକ୍ଟ୍ରି-ଫିଟେଡ୍ ଏୟାର କଣ୍ଡିସନିଂ (ଏସି) ସିଷ୍ଟମ୍ ଲଞ୍ଚ କରିବାର ଘୋଷଣା କରିଛି । ଏବେ ଏହା SFC, LPT, ଅଲ୍ଟ୍ରା, ସିଗ୍ନା କିମ୍ବା ପ୍ରାଇମା ହେଉ - ଏହି ସୁବିଧା ପ୍ରତ୍ୟେକ କ୍ୟାବିନ୍‌ରେ ଉପଲବ୍ଧ ହେବ ।…

ପ୍ରବଳ ଗରମରେ କିପରି ଥଣ୍ଡା ରଖିବେ ନିଜ କାର୍? ଆପଣାନ୍ତୁ ଏହିସବୁ ଟିପ୍ସ

ଗ୍ରୀଷ୍ମ ଋତୁରେ କାରରେ ଯାତ୍ରା କରିବା ବହୁତ ଆରାମଦାୟକ ହୋଇଥାଏ । କାରଣ ପ୍ରଚଣ୍ଡ ଖରାରେ କାରରେ ଥିବା ଏସି ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥାଏ । କିନ୍ତୁ କେତେକ ସମୟରେ ଏସି ଚାଲୁ ହେବା ପରେ ମଧ୍ୟ ଗାଡ଼ି ଗରମ ରହିଥାଏ । ନିରନ୍ତର ଏସି ଚାଲିବା ପରେ ମଧ୍ୟ ଗାଡ଼ି ଥଣ୍ଡା ହୁଏ ନାହିଁ । ଏହା…

ଇନଭର୍ଟର ଏସି ଏବଂ ନନ-ଇନଭର୍ଟର ଏସିକୁ ନେଇ ଚିନ୍ତାରେ ଅଛନ୍ତି କି ? ଜାଣନ୍ତୁ କେଉଁଟା ଭଲ

ଉପରମୁହାଁ ହୋଇଛି ତାପମାତ୍ରା । ଅସମ୍ଭାଳ ତାତିକୁ ନେଇ ଲୋକେ ନିଜ ଘରେ ଏସି ଲଗାଉଛନ୍ତି । ଏସିର ଥଣ୍ଡା ଥଣ୍ଡା ପବନ ଟିକେ ଦେହରେ ବାଜିଗଲେ ନିଦ ବି ଆସିଯାଏ । ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି । ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ଲୋକମାନେ ଏସି…

ସାରା ରାତି ଚଲାଇଲେ ବି ଆସିବନି ବିଦ୍ୟୁତ ବିଲ୍, ମାର୍କେଟରେ ଉପଲବ୍ଧ ଏହି ବଢ଼ିଆ ଏସି

ଖରାରୁ ଆସିବା ପରେ ଏସି ତଳେ ଟିକେ ବସିଗଲେ ଥକା ମେଣ୍ଟିଯାଏ । ଏସିର ଥଣ୍ଡା ଥଣ୍ଡା ପବନ ଟିକେ ଦେହରେ ବାଜିଗଲେ ନିଦ ବି ଆସିଯାଏ । ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି । ଦେଶର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୫ ଡିଗ୍ରୀ ପାଖାପାଖି ପହଞ୍ଚିଲାଣି । ଲୋକମାନେ ଏସି ଏବଂ ପଙ୍ଖା ଚଲାଇ ଗରମରୁ…

ଏସିରେ ବସିବା ପୂର୍ବରୁ ଆସ୍ଥମା ରୋଗୀ ଏହିସବୁ କଥାର ରଖନ୍ତୁ ବିଶେଷ ଧ୍ୟାନ

ଲୋକମାନେ ଗ୍ରୀଷ୍ମରେ ଏୟାର କଣ୍ଡିସନର ଯଥା ଏସି ବ୍ୟବହାର କରନ୍ତି । ଘରଠାରୁ ଆରମ୍ଭ କରି ଅଫିସ୍ ପର୍ଯ୍ୟନ୍ତ, ଲୋକମାନେ ଅଧିକାଂଶ ସମୟ ଏସିରେ ବିତାଇଥାନ୍ତି । ଆପଣ ଜାଣନ୍ତି କି ଆସ୍ଥମା ରୋଗୀଙ୍କ ପାଇଁ ଏସିର ଅତ୍ୟଧିକ ବ୍ୟବହାର ବିପଜ୍ଜନକ ହୋଇପାରେ । ତେବେ ଆସ୍ଥମା ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ…

ଖରାଦିନେ AC ବିଲ୍ ଅଧିକ ଆସୁଛି କି? ଆପଣାନ୍ତୁ ଏହି ସବୁ ଉପାୟ କମ୍ ଆସିବ ବିଲ୍

ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ବର୍ତ୍ତମାନ ଏସି ଏବଂ କୁଲର୍ ବ୍ୟବହାର କରୁଛନ୍ତି । କିନ୍ତୁ ଲୋକମାନେ ଏସି ଏବଂ କୁଲର୍ ବ୍ୟବହାର କରୁଥିବାରୁ ସେହି ଅନୁଯାୟୀ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ । ବେଳେବେଳେ ଏହି କାରଣରୁ ବିଦ୍ୟୁତ୍ ବିଲ୍ ମଧ୍ୟ ବଢିଥାଏ ଏବଂ ମାସିକ…

କମ୍‌ ଟଙ୍କା ଖର୍ଚ୍ଚ କରି ଥଣ୍ଡା ପବନର ମଜା ନିଅନ୍ତୁ , ଏଠାରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ନିଜ ଘର ପାଇଁ AC କିଣିବାକୁ ପ୍ଲାନ୍‌ କରୁଛନ୍ତି କିନ୍ତୁ ଏହାକୁ କେମିତି ଶସ୍ତାରେ କିଣିବେ ଯଦି ଜାଣିପାରୁ ନାହାଁନ୍ତି, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ଏଠାରେ ଆମେ ଆପଣଙ୍କୁ ACର କିଛି ଭଲ ଅପ୍ସନ ବିଷୟରେ ଜଣାଇବୁ ଯେଉଁଠାରେ ଆପଣ ଡିସକାଉଣ୍ଟରେ ଅତି କମ୍ ଦାମରେ AC…

ଝଡ଼ ବର୍ଷାରେ ଏସି-କୁଲର ଚଲାଇବା କେତେ ସୁରକ୍ଷିତ ?

ଆରମ୍ଭ ହୋଇଛି ବର୍ଷା ଋତୁ । ଆଉ ଏହି ଦିନ ରେ ବର୍ଷା ସହ ଝଡ ତୋଫାନ ମଧ୍ୟ ଅନେକ ସମୟରେ ହୋଇଥାଏ । କିଛି ଦିନ ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବ । କିନ୍ତୁ ବର୍ଷା ଯୋଗୁଁ ଘରେ ଆର୍ଦ୍ରତା ବଢିଯାଏ । ଏଭଳି ପରିସ୍ଥିତିରେ ଏୟାର କଣ୍ଡିସନର କୁଲର ଭଳି ମେସିନ ହିଁ ଆମକୁ ଆର୍ଦ୍ରତାରୁ ରକ୍ଷା କରିଥାଏ…

୧୮୪୦ରେ ବିକାଶ ହୋଇଥିଲା ପ୍ରଥମ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର, ଏବେ ଘରେ ଘରେ ହେଉଛି ବ୍ୟବହାର

କେନ୍ୟୁଜ୍‌(ବ୍ୟୁରୋ): ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବା ଏସି । ଘର ଭିତର ତାପକୁ ନିୟନ୍ତ୍ରିତ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ । ବିଶେଷକରି ଖରାଦିନେ ଏହାର ବହୁଳ ବ୍ୟବହାର ହୁଏ । ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଆମେ ଏସିର ବ୍ୟବହାର କରୁ । ଘର, ବ୍ୟବସାୟିକ ପ୍ରତିଷ୍ଠାନ, ହସପିଟାଲ,…

ଏସି କିଣିବା ପୂର୍ବରୁ ଜାଣନ୍ତୁ କେଉଁଟା କିଣିଲେ କମିବ ଆପଣଙ୍କ ବିଦ୍ୟୁତ ଖର୍ଚ୍ଚ ଆଉ ଶୀଘ୍ର ହେବ ରୁମ ଥଣ୍ଡା, କେଉଁଟା…

ଏବେ ଚାରିଆଡେ ପ୍ରବଳ ଗରମ । ସକାଳ ୯ ଟାରୁ ଆରମ୍ଭ ହୋଇଯାଉଛି ଖରା ସ ଗରମ । ଲୋକମାନେ ଘରୁ ବାହାରିବାକୁ ବି ଡରୁଛନ୍ତି । ଭୀଷଣ ଗରମରେ ବଞ୍ଚିବା କଷ୍ଟକର ହୋଇପଡୁଛି । ଆଉ ଗରମରୁ ରକ୍ଷା ପାଇବା ପାଇଁ ଏସି, କୁଲର୍ ବିଷୟରେ ଆଲୋଚନା ହୁଏ । ଯେଉଁ ଲୋକମାନେ ଏକ ନୂତନ ଏସି କିଣିବାକୁ ଯାଉଛନ୍ତି,…

ଆମାଜନର ବଢିଆ ଅଫର, Voltas AC ରେ ମିଳୁଛି ବଢ଼ିଆ ଡ଼ିସକାଉଣ୍ଟ, ଶୀଘ୍ର କିଣି ଆଣନ୍ତୁ

ଖରାଦିନରେ ସମସ୍ତେ ତାପମାତ୍ରା ବୃଦ୍ଧିକୁ ନେଇ ଚିନ୍ତାରେ ରହିଥାନ୍ତି। ଟାଣ ଖରାରେ ବାହାରକୁ ଯିବା ବଡ଼ କଷ୍ଟ ହୋଇଯାଏ। ଯଦି କେଉଁଠି ଶାନ୍ତି ମିଳେ ତେବେ ତାହା କେବଳ ଏୟାର କଣ୍ଡିସନର ହିଁ ଦେଇଥାଏ। ଏମିତିରେ ରୁମ୍‌ ବାହାରକୁ ଯିବା ପାଇଁ ଇଚ୍ଛା ହୁଏ ନାହିଁ। ତେବେ ସବୁ ଲୋକ ଏହାକୁ…