Browsing Tag

air crashed

ଉଡାଣ ଭରିବାର ଦୁଇ ମିନିଟରେ କ୍ରାସ୍‌ ହେଲା ଶ୍ରୀଲଙ୍କାର ବାୟୁସେନା ବିମାନ, ୨ ମୃତ

ଉଡାଣର କିଛି ସମୟ ମଧ୍ୟରେ ଶ୍ରୀଲଙ୍କାର ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ । ବିମାଦ ଦୁର୍ଘଟଣାରେ ପାଇଲଟଙ୍କ ସହତ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି । ବାୟୁ ସେନାର ଜଣେ ପ୍ରବକ୍ତା ଏହି ସୂଚନା ଦେଇଛନ୍ତି । ଏହି ବିମାନଟି ପାଇଲଟଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ବ୍ୟବହାର କରାଯାଉଥିଲା । ପିଟି-୬…

ରାଜସ୍ଥାନ ବାରମେରରେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ

କେନ୍ୟୁଜ୍(ବ୍ୟୁରୋ):  ଜଳିଗଲା MIG-21 ଲଢ଼ୁଆ ବିମାନ । ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ । MIG-21 ଫାଇଟର ଏୟାରକ୍ରାଫ୍‌ଟ ଦୁର୍ଘଟଣା ପରେ ଜଳି ଯାଇଛି । ରାଜସ୍ତାନ ବାରମେର ନିକଟରେ ଦୁର୍ଘଟଣା ଘଟିଛି। ରାତି ପ୍ରାୟ ୯ଟା ବେଳେ ବାରମେର ଜିଲ୍ଲାର ଭିମ୍‌ଡା ଗାଁ ନିକଟରେ ଖସି…