Browsing Tag

Air India Express flight

ଏୟାର ଇଣ୍ଡିଆ ଏକ୍ସପ୍ରେସ ‘ନ୍ୟୁ ଇୟର ସେଲ୍’, ମାତ୍ର ୧୪୪୮ ଟଙ୍କାରେ ମିଳୁଛି ଫ୍ଲାଇଟ୍ ଟିକେଟ୍

ଆଜିକାଲି ଅଧିକାଂଶ ଲୋକ ସମୟ ବଞ୍ଚାଇବା ପାଇଁ ବିମାନରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । କାରଣ ପରିବହନର ସବୁଠାରୁ ଦ୍ରୁତ ମାଧ୍ୟମ ହେଉଛି ବିମାନ । ଏହା ସହିତ, ଦୂର ଦୂରାନ୍ତର ଯାତ୍ରା ଖୁବ କମ୍ ସମୟରେ ଶେଷ ହୋଇଥାଏ । ହେଲେ ଆଜି ବି ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା କରିବା ସ୍ୱପ୍ନ ସହ…

୩ ଘଣ୍ଟା ଧରି ଆକାଶରେ ବୁଲିଲା ବିମାନ, ଖାଲିକଲା ସବୁ ତେଲ, ପାଇଲଟଙ୍କ ବୁଦ୍ଧି ଯୋଗୁ ବଞ୍ଚିଗଲା ୧୪୦ ଯାତ୍ରୀଙ୍କ ଜୀବନ

ଟଳିଗଲା ବଡ ବିପଦ । ବଞ୍ଚିଗଲା ୧୪୦ ଯାତ୍ରୀଙ୍କ ଜୀବନ । ଦୀର୍ଘ ୩ଘଣ୍ଟା ଧରି ଆକାଶରେ ଘୁରି ବୁଲିବା ପରେ ସୁରକ୍ଷିତ ଭାବେ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ । ରାତି ୮.୧୫ରେ ବିମାନଟି ତ୍ରିଚି ଏୟାରପୋର୍ଟରେ ସୁରକ୍ଷିତ ଭାବେ ଜରୁରୀକାଳୀନ ଲ୍ୟାଣ୍ଡିଂ କରିଥିଲା । ପାଇଲଟଙ୍କୁ ସମସ୍ତେ କଲେ…

ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୫ ବିମାନ ଆଜି ବାତିଲ, ସହିବାକୁ ପଡିଲା କୋଟି କୋଟି ଟଙ୍କାର କ୍ଷତି

ଏୟାର ଇଣ୍ଡିଆ ଏକ୍ସପ୍ରେସର କ୍ୟାବିନ କ୍ରୁ ସମୂହ ଛୁଟିରେ ଯିବା ପରେ ଏୟାରଲାଇନ୍ସକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଆଜି ପୁଣି ଏୟାରଲାଇନ୍ସର ୭୫ ବିମାନ ବାତିଲ ହୋଇଛି । ଫଳରେ ଏୟାରଲାଇନ୍ସଙ୍କୁ ୩୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ତେବେ ଏୟାର ଇଣ୍ଡିଆ ଏକ୍ସପ୍ରେସର…

ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ ବିମାନ ଉଡାଣ ଆଜି ବାତିଲ, ଯାତ୍ରୀଙ୍କ ପାଇଁ ୨୦ ରୁଟରେ ବିମାନ ଅପରେଟ କରିବ ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ଏକ୍ସପ୍ରେସର ସଙ୍କଟ ଦିନକୁ ଦିନ ବଢିବାରେ ଲାଗିଛି । କ୍ର୍ୟୁ ମେମ୍ବର ଅଭାବ ଯୋଗୁଁ ଆଜି ୯୦ରୁ ଅଧିକ ବିମାନ ରଦ୍ଦ କରିଛି ଏୟାରଲାଇନ୍ସ । ଫଳରେ ଯାତ୍ରୀଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ତେବେ ଯାତ୍ରୀଙ୍କ ସମୟ ବ୍ୟବଧାନକୁ କମ୍‌ କରିବା ପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ରୁଟରେ ୨୦…

ଅସୁସ୍ଥତା ଦର୍ଶାଇ ଏକାସାଙ୍ଗରେ ଛୁଟିରେ ଗଲେ ୩୦୦ କର୍ମଚାରୀ, ଏୟାର ଇଣ୍ଡିଆର ୭୦ରୁ ଅଧିକ ବିମାନ ଉଡାଣ ରଦ୍ଦ

ଏୟାର ଇଣ୍ଡିଆ ଏକ୍ସପ୍ରେସର ୭୦ରୁ ଅଧିକ ଉଡାଣ ରଦ୍ଦ କରିଛି । ସୂଚନା ମୁତାବକ, ଅସୁସ୍ଥତା ଦର୍ଶାଇ ଏକାସାଙ୍ଗରେ ସମସ୍ତ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଏପରି ସମସ୍ୟା ହୋଇଛି । ୩୦୦ରୁ ଅଧିକ କର୍ମଚାରୀ ସମୂହ ଛୁଟିରେ ଯିବାରୁ ଗତକାଲିରୁ ଆଜି ସକାଳ ପର୍ଯ୍ୟନ୍ତ ୭୮ରୁ ଅଧିକ ଘରୋଇ ଓ…

ଛଟେଇ ପରେ ଖୁସି ଖବର, ଏୟାର ଇଣ୍ଡିଆ ଏକ୍ସପ୍ରେସରେ ୫୦୦ରୁ ଅଧିକ ଭର୍ତ୍ତି

ବୈଷୟିକ ମାନ୍ଦାବସ୍ଥା କାରଣ ଯୋଗୁଁ ସମେତ ସମଗ୍ର ଦୁନିଆରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ବଡ ଏୟାରଲାଇନ୍ସ କମ୍ପାନୀ କର୍ମଚାରୀ ଛଟେଇ କରୁଛନ୍ତି । ଭାରତରେ ଗୋ ଫାଷ୍ଟ ଏୟାରଲାଇନ୍ସ ମାନ୍ଦାଳିଆ ସ୍ଥିତି ଦେଇ ଗତି କରୁଥିବା ବେଳେ ଟାଟା ଗ୍ରୁପ ଏକ ନୂଆ ଆଶା ଆଣିଛି । ଟାଟା ଗ୍ରୁପର…

ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ, ଉଡାଣର କିଛି ସମୟ ପରେ ଏୟାରପୋର୍ଟରେ କଲା ଅବତରଣ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ । ଇଞ୍ଜିନରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ବିମାନ । ଆବୁଧାବିରୁ କାଲିକଟ୍‌ ଆସୁଥିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍‌ । ଉଡାଣର କିଛି ସମୟ ପରେ ଆବୁଧାବି ଏୟାରପୋର୍ଟରେ କଲା ଅବତରଣ । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ…

ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ, ବର୍ତ୍ତିଗଲେ ୧୪୫ ଜଣ ଯାତ୍ରୀ

ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଧୂଆଁ। ମସ୍କଟ ବିମାନ ବନ୍ଦରରେ ଅଘଟଣ। ଓମାନରୁ କୋଚି ଆସୁଥିବା ବେଳେ ମସ୍କଟ ବିମାନବନ୍ଦରରେ ବିମାନର ଇଞ୍ଜିନରୁ ଧୁଆଁ ବାହାରୁ ଥିବା ଦେଖାଯାଇଥିଲା। ଏହାପରେ ବିମାନରେ ୪ଜଣ ଶିଶୁଙ୍କ ସମେତ ଥିବା ୧୪୫ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ…