Browsing Tag

air india flight

ବିମାନରେ ପାୱାର ବ୍ୟାଙ୍କ ନେବା ମନା, ନିର୍ଦ୍ଦେଶନାମା ଜାରି କଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ

ବିମାନରେ ପାୱାର ବ୍ୟାଙ୍କ ନେବା ମନା ।  ଏହି ନିର୍ଦ୍ଦେଶନାମା ଜାରି କରିଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ-DGCA ।  ବିମାନରେ ଯାତ୍ରା ସମୟରେ ଫୋନ୍ ଓ ଅନ୍ୟାନ୍ୟ ଡିଭାଇସ୍ ଚାର୍ଜିଂ ପାଇଁ ବ୍ୟବହୃତ ପାୱାର ବ୍ୟାଙ୍କ ଓ ପୋର୍ଟେବଲ୍ ଚାର୍ଜର ବ୍ୟବହାର ଉପରେ କଟକଣା ଜାରି କରିଛି…

ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍, କଲା ଏମରଜେନ୍ସି ଲ୍ୟାଣ୍ଡିଂ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ  ହୋଇଥିବା ସୂଚନା ମିଳିଛି । ସୂଚନାନୁଯାୟୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ । ଟେକଅପ କରିବାର କିଛି ସମୟ ପରେ…

‘ଏୟାର ଇଣ୍ଡିଆର ବୋଇଂ ୭୮୭ ବିମାନକୁ ବନ୍ଦ କରନ୍ତୁ’, ସରକାରଙ୍କୁ ଚିଠି ଲେଖି ତିନୋଟି ଦାବି କରିଛି…

ଏୟାର ଇଣ୍ଡିଆ ବିମାନ ଚଳାଚଳକୁ ନେଇ ଆସିଲା ବଡ଼ ଅପଡେଟ୍ । ବିମାନର ଯାନ୍ତ୍ରିକ ସମସ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ପାଇଲଟ ସଂଘ(FIP) ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି । ସମସ୍ତ ବୋଇଂ ୭୮୭ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଉ ବୋଲି ଏଫଆଇପି ଦାବି କରିଛି । ପାଇଲଟ ସଂଘ ୭୮୭…

ପୁଣି ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି, ୬ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଲା ଦିଲ୍ଲୀରୁ ସିଙ୍ଗାପୁର ବିମାନ

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ସିଙ୍ଗାପୁରୁକୁ ଉଡ଼ାଣ ଭରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି । ଫଳରେ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଛି । ବିମାନ କ୍ୟାବିନରେ ତାପମାତ୍ରା ସମସ୍ୟା କାରଣରୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଥିଲେ କ୍ୟାବିନ କ୍ରୁ…

ଯାତ୍ରୀମାନଙ୍କ ପାଇଁ ବଡ଼ ଅଫର ଆଣିଛି ଏୟାର ଇଣ୍ଡିଆ, ଟିକେଟ ମୂଲ୍ୟରେ ୨୫% ପର୍ଯ୍ୟନ୍ତ ଡିସକାଉଣ୍ଟ

ଟାଟା ଗ୍ରୁପର ଏୟାରଲାଇନ୍ କମ୍ପାନୀ ଏୟାର ଇଣ୍ଡିଆ ତାର ଯାତ୍ରୀମାନଙ୍କ ପାଇଁ ଆଣିଛି ଏକ ବଡ଼ ଅଫର । ଏୟାର ଇଣ୍ଡିଆ ତାର ସମସ୍ତ ବିମାନ ଟିକେଟର ମୂଳ ମୂଲ୍ୟରେ ୨୫% ପର୍ଯ୍ୟନ୍ତ ଡିସକାଉଣ୍ଟ ପ୍ରଦାନ କରୁଛି । ଏୟାର ଇଣ୍ଡିଆର ଏହି ଅଫର ଘରୋଇ ବିମାନ ସହିତ ଅନ୍ତର୍ଜାତୀୟ ବିମାନ ପାଇଁ ମଧ୍ୟ…

ଯୋଧପୁର ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଦେଖାଦେଲା ସମସ୍ୟା, ମୁମ୍ବାଇ ବିମାନବନ୍ଦରରେ ହେଲା ଅବତରଣ

ପୁଣି ଏୟାର ଇଣ୍ଡିଆ ବିମାନର ହେଲା ଏମରଜେନ୍ସି ଲ୍ୟାଣ୍ଡିଂ । ମୁମ୍ବାଇରୁ ଯୋଧପୁର ଯାଉଥିବା ସମୟରେ ବିମାନରେ ସମସ୍ୟା ଦେଖାଦେବାରୁ ମୁମ୍ବାଇ ବିମାନ ବନ୍ଦରରେ ଲ୍ୟାଣ୍ଡିଂ କରାଯାଇଥିଲା । ବିମାନ ଉଡାଣ ଭରିବା ସମୟରେ ସମସ୍ୟାର ସମ୍ମୁଖୀନ ହୋଇଥିଲା ବୋଲି ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି…

ଏୟାର ଇଣ୍ଡିଆ ‘ନମସ୍ତେ ୱାର୍ଲ୍ଡ’ ପ୍ରମୋସନାଲ୍ ସେଲ୍: ଏବେ ମାତ୍ର ୧୪୯୯ ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ମାତ୍ର ୧୪୯୯ ଟଙ୍କାରେ ବିମାନ ଯାତ୍ରା । କଣ ଆଜ୍ଞା ଆଶ୍ଚର୍ଯ୍ୟ ହୋଇଗଲେ କି? କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିକଟରେ ଏୟାର ଇଣ୍ଡିଆ ନିଜ ଯାତ୍ରୀଙ୍କ ପାଇଁ ନେଇଆସିଛି ଏଭଳି ଧମାକାଦାର ଅଫର । ତେବେ ଆସନ୍ତୁ ଜାଣିବା କିପରି ଉଠାଇପାରିବେ ଏହି ଅଫରର ଲାଭ ଏବଂ କେଉଁଠି କରିବେ…

ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଚେନ୍ନାଇ:  ଚେନ୍ନାଇରେ ଜରୁରୀ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ତିରୁବନନ୍ତପୁରମରୁ ଦିଲ୍ଲୀ ଯାଉଥିବାବେଳେ ବିମାନର ଜରୁରୀ ଅବତରଣ ହୋଇଥିଲା । ଖରାପ ପାଗ ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଚେନ୍ନାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ସେହି ବିମାନରେ ୫ଜଣ ସାଂସଦ…

ଶ୍ରୀନଗରରୁ ଏୟାର ଇଣ୍ଡିଆ ଏକ୍ସପ୍ରେସର ବିମାନ ଦିଲ୍ଲୀ ବଦଳରେ ଭୁବନେଶ୍ୱରରେ ଅବତରଣ, ବିମାନ କମ୍ପାନୀ ପକ୍ଷରୁ ହେଉଛି…

ଦିଲ୍ଲୀ : ଆମେ ସମସ୍ତେ ପ୍ରାୟତଃ ଟ୍ରେନ ଯାତ୍ରା କରୁଥିବା ସମୟରେ ଶୁଣିଥାଉ ଯେ ଜଣେ ଯାତ୍ରୀ ଭୁଲରେ ଭୁଲ ଷ୍ଟେସନରେ ଓହ୍ଲାଇ ପଡ଼ିଛନ୍ତି।  କିନ୍ତୁ ଆପଣ ଟିକିଏ କଳ୍ପନା କରନ୍ତୁ ଯଦି ଏହି ଭୁଲ କୌଣସି ଏୟାରଲାଇନ୍ସରେ ହୁଏ ! ତାହେଲେ କଣ ହେବ … ହଁ ଆଜ୍ଞା ଏଭଳି ସମାନ ଘଟଣା ଏୟାର ଇଣ୍ଡିଆ…

ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜୟପୁର : ପୁଣି ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ । ଜୟପୁରରୁ ମୁମ୍ବାଇ ଅଭିମୁଖେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଉଡ଼ାଣର ୧୮ ମିନିଟ୍ ପରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଫଳରେ ବିମାନକୁ ପୁଣି ରନୱେରେ ଜରୁରୀ ଅବତରଣ କରିବାକୁ ପଡିଥିଲା । ସୂଚନାନୁଯାୟୀ,…

ଏୟାର ଇଣ୍ଡିଆର ବିମାନରେ ଲାଗିଲା ନିଆଁ, ଅଳ୍ପକେ ଟଳିଲା ବିପଦ

ପୁଣି ସାମ୍ନାକୁ ଆସିଲା ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା । ଗତକାଲି ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଛି । ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ସମସ୍ତ ଯାତ୍ରୀ ଏବଂ କ୍ରୁ ସମ୍ପର୍ଣ୍ଣ ସୁରକ୍ଷିତ ଥିବା ଜଣାପଡିଛି । ସୂଚନାନୁଯାୟୀ, ହଂକଂରୁ…

ଟେକଅପ୍ ପୂର୍ବରୁ ବିମାନରେ ବ୍ରେକ୍ ଲଗାଇଲେ ପାଇଲଟ, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା

ଦିଲ୍ଲୀ : ଅଳ୍ପକେ ଟଳିଲା ବିମାନ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଇଣ୍ଡିଆର ଏକ ବିମାନକୁ ବାତିଲ କରାଯାଇଛି । ତେଣୁ ପାଇଲଟମାନେ ମାନକ ପରିଚାଳନା ପ୍ରକ୍ରିୟା (SOP) ଅନୁଯାୟୀ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ସତର୍କତାର ସହ ପାଇଲଟଙ୍କ ଜରୁରୀ ଅବତରଣ ପାଇଁ ସମସ୍ତ…