Browsing Tag

air india

ପୁଣି ବଢ଼ିବ ବିମାନ ଭଡ଼ା, ସେପ୍ଟେମ୍ବର ୧ରୁ ହେବ ଲାଗୁ

ବେସାମରିକ ବିମାନ ମନ୍ତ୍ରଣାଳୟ ବା ଏବିଏସନ୍‌ ମିନିଷ୍ଟ୍ରୀ ଏବିଏସନ୍‌ ସିକ୍ୟୁରିଟି ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ବିମାନ ଚଳାଚଳ ସିକ୍ୟୁରିଟି ଫିସ୍‌ ବୃଦ୍ଧି ହେବ। ଏହା ଲାଗୁ ହେବା ପରେ ବିମାନ ଯାତ୍ରା ମହଙ୍ଗା ହୋଇଯିବ। ସେପ୍ଟେମ୍ବର…

କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବ ଟାଟା ସନ୍‌ସ କମ୍ପାନୀ, ନିଜେ ଦେଲା ସୂଚନା

ଦୀର୍ଘଦିନ ଧରି କ୍ଷତିରେ ଚାଲିଥିବା ଏୟାର ଇଣ୍ଡିଆକୁ କିଣିବାକୁ ଯାଉଛି ଟାଟା କମ୍ପାନୀ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଟାଟା ସମୂହର କମ୍ପାନୀ ଟାଟା ସନ୍‌ସ ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରିପୋର୍ଟ ମୁତାବକ ଟାଟା ସନ୍‌ସର ପ୍ରବକ୍ତା କହିଛନ୍ତି କମ୍ପାନୀ ଏବେ ଏହି ପ୍ରସ୍ତାବ…

ଅବତରଣ ବେଳେ ଖସି ପଡିଲା ଏୟାର ଇଣ୍ଡିଆ A737 ବୀମାନ, ପାଇଲଟଙ୍କ ସମେତ ୬ ଜଣ ପାସେଞ୍ଜରଙ୍କ ମୃତ୍ୟୁ

କେନ୍ୟୁଜ୍(ବ୍ୟୁରୋ): କେରଳ କୋଝିକୋଡରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ । ଅବତରଣ ବେଳେ ରନେଓ୍ଵରୁ ଡେଇଁ ଦୁଇ ଖଣ୍ଡ ହୋଇ ଯାଇଛି ବିମାନ । ଦୁର୍ଘଟଣାରେ ଦୁଇ ପାଇଲଟ୍‌ଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ଘଟିଛି। ବିମାନରେ ୨ ଜଣ ପାଇଲଟ୍‌, ୫ ଜଣ କ୍ୟାବିନ ମେମ୍ବରଙ୍କୁ ମିଶାଇ ୧୯୧…

୫୫ ଏୟାରଇଣ୍ଡିଆ ପାଇଲଟ୍‌ଙ୍କୁ କରୋନା, ସମସ୍ତଙ୍କର କଟିବ ୬୦ ପ୍ରତିଶତ ଦରମା

କରୋନା ହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଆସୁଥିବା ବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏୟାର ଇଣ୍ଡିଆ ନିଜ ୫୫ ଜଣ କରୋନା ସଂକ୍ରମିତ ପାଇଲଟଙ୍କ ଦରମା କାଟିଛି। କୋଭିଡ୍‌ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ସେମାନଙ୍କ ମାସିକ ଦରମା ୬୦ ପ୍ରତିଶତ ପର୍ଯ୍ୟନ୍ତ କାଟ୍‌ କରିବାକୁ ବିମାନ କମ୍ପାନୀ…

ଆସନ୍ତାକାଲିଠୁ ଆରମ୍ଭ ହେଉଛି ଆମେରିକା-ଭାରତ ମଧ୍ୟରେ ବିମାନ ଚଳାଚଳ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

କରୋନା ସଙ୍କଟ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଦ ଥିବା ବିମାନ ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ଗୁରୁବାର ବିମାନ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏୟାର ଫ୍ରାନ୍ସ ଏୟାରଲାଇନ୍‌ ଜୁଲାଇ ୧୮ରୁ ଅଗଷ୍ଟ ୧ ଯାଏଁ ଦିଲ୍ଲୀ, ମୁମ୍ବାଇ,…

AIR INDIA ରେ ଚାକିରି ପାଇବାର ସୁଯୋଗ, ଜଲଦି କରନ୍ତୁ ଆବେଦନ

ଏୟାର ଇଣ୍ଡିଆର ଅନେକ ପଦବୀରେ ନିଯୁକ୍ତି ଜାରି। ଯେଉଁ ଆବେଦନକାରୀ ଏୟାର ଇଣ୍ଡିଆ ଲିମିଟେଡରେ ସିଏଫଓ ପଦବୀରେ ଚାକିରି ପାଇବାକୁ ଚାହୁଁଛନ୍ତି ସେମାନେ ଅଧିକାରୀକ ୱେବସାଇଟ୍ କୁ ଯାଇ ଜାରି କରାଯାଇଥିବା ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ରୂପେ ପଢିବା ପରେ ଆବେଦନ କରିପାରିବେ। ପଦବୀ ନାମ ଏବଂ…

କରୋନାରେ କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ସଦସ୍ୟଙ୍କୁ ଚାକିରି ଦେବ ଏହି ସରକାରୀ କମ୍ପାନୀ

ଏୟାର ଇଣ୍ଡିଆର ଗ୍ରାଉଣ୍ଡ ହ୍ୟାଣ୍ଡେଲିଙ୍ଗ ସହାୟକ କମ୍ପାନୀ ଏୟାର ଇଣ୍ଡିଆ ଏୟାରପୋର୍ଟ ସର୍ଭିସ ଲିମିଟେଡଏକ ନୋଟିସ ଜାରି କରିଛି ଯେଉଁଥିରେ କମ୍ପାନୀ ଜଣାଇଛି ଯେ କରୋନା ଭାଇରସ ସଂକ୍ରମଣ କାରଣରୁ ଯଦି କୌଣସି କର୍ମଚାରୀଙ୍କର ମୃତ୍ୟୁ ହୋଇଯାଏ ତେବେ କମ୍ପାନୀ ତାଙ୍କ ପରିବାରର ସଦସ୍ୟଙ୍କୁ ଚାକିରି…

ଏୟାର୍ ଇଣ୍ଡିଆର ବଡ ନିଷ୍ପତ୍ତି, ୩୦ ଏପ୍ରିଲ ପର୍ଯ୍ୟନ୍ତ ସମସ୍ତ ଘରୋଇ ଏବଂ ଅନ୍ତଃରାଷ୍ଟ୍ରୀୟ ଉଡାଣ ବନ୍ଦ

କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହି ମହାମାରୀ କାରଣରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫୯,୦୦୦ ଲୋକ ପ୍ରାଣ ହରାଇ ସାରିଲେଣି । ଏଥିରୁ ମୁକ୍ତି ପାଇବା ପାଇଁ ଲକ୍ ଡାଉନ୍ ଭଳି ଉପାୟ ଆପଣାଉଛନ୍ତି ସରକାର । ତେବେ ଏହି ସମୟରେ ସମସ୍ତ ଅନ୍ତଃରାଷ୍ଟ୍ରୀୟ ଓ ଘରୋଇ…

କରୋନା ପାଇଁ ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନ ସେବା ବନ୍ଦ କଲା ଏୟାର ଇଣ୍ଡିଆ

ସରକାରୀ ବିମାନଚାଳନା କମ୍ପାନୀ ଏୟାର ଇଣ୍ଡିଆ କରୋନା ଯୋଗୁ କେତେକ ଦେଶକୁ ବିମାନ ସେବା ବନ୍ଦ କରିଛି। ଏହି ଦେଶ ମଧ୍ୟରେ ଇଟାଲୀ, ଫ୍ୟାନ୍ସ, ଜର୍ମାନୀ, ସ୍ପେନ୍‌, ଦକ୍ଷିଣ କୋରିଆ ଓ ଶ୍ରୀଲଙ୍କା ରହିଛି। ଏହି ସମସ୍ତ ଦେଶକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବିମାନଯାତ୍ରା ରଦ୍ଦ କରିବାକୁ ନିଷ୍ପତ୍ତି…

କିଏ କିଣିବ ଦେବାଳିଆ ଏୟାର ଇଣ୍ଡିଆର ଶହେ ପ୍ରତିଶତ ଅଂଶଧନ?, ୭୬ ପ୍ରତିଶତ ଅଂଶଧନ ନିଲାମ ହେଲାନି ଏବେ ଶତ ପ୍ରତିଶତ…

କେନ୍ୟୁଜ୍(ବ୍ୟୁରୋ):  ୭୬ ପ୍ରତିଶତ ଅଂଶଧନ ନିଲାମ ହେଲାନି ? ଏବେ ଶତ ପ୍ରତିଶତ ଅଂଶଧନ ନିଲାମ କେମିତି ହେବ ? କିଏ କିଣିବ ଦେବାଳିଆ ଏୟାର ଇଣ୍ଡିଆର ଶହେ ପ୍ରତିଶତ ଅଂଶଧନ ? ତାକୁ ନେଇ ସନ୍ଦେହ ଉପୁଜିଛି । କେନ୍ଦ୍ର ସରକାର ଏୟାର ଇଣ୍ଡିଆର ୨୩ହଜାର ୨୮୬ କୋଟି ଋଣ ବାବଦରେ ଶତ ପ୍ରତିଶତ ଅଂଶଧନ…

ଆଜିଠାରୁ ଭୁବନେଶ୍ୱରରୁ ସୁରତକୁ ସିଧା ଉଡିଲା ବିମାନ, ସପ୍ତାହକୁ ଦୁଇ ଥର ଚଳାଚଳ କରିବ ଏୟାର ଇଣ୍ଡିଆ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରୁ ସୁରତକୁ ସିଧାସଳଖ ଆରମ୍ଭ ହେଲା ବିମାନସେବା । ଏୟାର ଇଣ୍ଡିଆ ପକ୍ଷରୁ ଏହି ବିମାନ ସେବା ଯୋଗାଇ ଦିଆଯାଇଛି । ସୋମବାର ଓ ଗୁରୁବାର ଏହି ବିମାନ ଭୁବନେଶ୍ୱରରୁ ସୁରତ ଯିବ । ସେହିପରି ଶୁକ୍ରବାର ଓ ରବିବାର ସୁରତରୁ ଭୁବନେଶ୍ୱର ଆସିବ । ଆଜି ପ୍ରଥମ ଦିନରେ…

କିଣିବାକୁ ଲୋକ ନ ମିଳିଲେ ୬ ମାସ ମଧ୍ୟରେ ବନ୍ଦ ହୋଇଯିବ ଏୟାର ଇଣ୍ଡିଆ

କ୍ରେତା ନ ମିଳିଲେ ଆସନ୍ତା ୬ ମାସ ମଧ୍ୟରେ ବନ୍ଦ ହୋଇପାରେ ସରକାରୀ ବିମାନ କମ୍ପାନୀ ଏୟାର ଇଣ୍ଡିଆ। ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆକୁ କେହି ନ କିଣିଲେ ୨୦୨୦ ଜୁନ୍‌ ବେଳକୁ ଏହି ବନ୍ଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା…