ମହିଳା ସାଙ୍ଗଙ୍କୁ କକ୍ପିଟରେ ପୂରାଇ ନିୟମ ଭାଙ୍ଗିଥିଲେ ଦୁଇ ପାଇଲଟ୍, ନିଲମ୍ବନ କଲା ଏୟାର ଇଣ୍ଡିଆ
ବିମାନର କକ୍ପିଟରେ ମହିଳା ସାଙ୍ଗଙ୍କୁ ପ୍ରବେଶ କରାଇବା ଅଭିଯୋଗରେ ଏୟାର ଇଣ୍ଡିଆର ଦୁଇ ପାଇଲଟ୍ଙ୍କୁ ନିଲମ୍ବନ କରାଯାଇଛି। Directorate General of Civil Aviation (DGCA) ଦ୍ୱାରା କକ୍ପିଟ ମାନଦଣ୍ଡ ଉଲ୍ଲଂଘନ ଲାଗି ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗିଥିଲା। ଏହି…