Browsing Tag

air strikes on pakistan

ତେଜିଲା ପାକ୍-ଆଫଗାନ୍ ବିବାଦ, ପାକିସ୍ତାନ ସେନା ଘାଟିରେ ଭୟଙ୍କର ବିସ୍ଫୋରଣ !

ପାକିସ୍ତାନ : ପାକିସ୍ତାନ ସେନା ଘାଟିରେ ଭୟଙ୍କର ବିସ୍ଫୋରଣ । ପାକିସ୍ତାନ ସୀମା ଭିତରେ ତାଲିବାନର ପାଲଟା ପ୍ରଚଣ୍ଡ ଆକ୍ରମଣ । ତେଜିଲା ପାକ୍-ଆଫଗାନ୍ ବିବାଦ। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି। ପାକିସ୍ତାନ ପକ୍ଷରୁ କାବୁଲ ଓ…

ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୫୫ ସେନାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍  । କାବୁଲ ଓ କାନ୍ଦାହାରରେ ବୋମାମାଡ଼ । ଭୟଙ୍କର ରୂପ ନେଇଛି ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ । ଆଜି ସକାଳୁ ପାକିସ୍ତାନ ବାୟୁସେନା ଆଫଗାନିସ୍ତାନର ରାଜଧାନୀ କାବୁଲ ଏବଂ କାନ୍ଦାହାର ସମେତ ଅନ୍ୟାନ୍ୟ…

ଅଣ୍ଟା ସଳଖୁଛି ପାକିସ୍ତାନ, କ୍ଷତିଗ୍ରସ୍ତ ନୁରଖାନ୍ ଏୟାରବେସକୁ କରୁଛି ପୁନଃନିର୍ମାଣ, ସାଟେଲାଇଟ୍ ଫଟୋରୁ ଖୁଲାସା

ନୂଆଦିଲ୍ଳୀ: ଭାରତ ଅପରେସନ ସିନ୍ଦୂର ବେଳେ ପାକିସ୍ତାନର ଯେଉଁ ଏୟାରବେସକୁ ନଷ୍ଟ କରିଦେଇଥିଲା, ତାହାକୁ ପୁନଃନିର୍ମାଣ ଆରମ୍ଭ କରିଛି ପାକିସ୍ତାନ । ନୂଆ ସାଟେଲାଇଟ ଫଟୋରୁ ଏହା ଜଣାପଡିଛି । ଭାରତ ନଷ୍ଟ କରିଥିବା ପାକିସ୍ତାନର ନୁର ଖାନ୍ ଏୟାରବେସକୁ ମରାମତି କରାଯାଉଛି । ଇସଲାମାବାଦ ଠାରୁ…

‘ଅପରେସନ ସିନ୍ଦୂର’ ଯୋଗୁଁ ଥରିଲା ପାକିସ୍ତାନ, ପ୍ରଶଂସା କଲେ ଭାରତୀୟ କ୍ରିକେଟର

ପାକିସ୍ତାନ ଉପରେ ମଙ୍ଗଳବାର ରାତିରେ ପ୍ରତିଶୋଧ ନେଇଛି ଭାରତ । ପାକିସ୍ତାନ ଏବଂ ପିଓକେରେ ଥିବା ୯ଟି ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ କରି ଧ୍ବଂସ କରିଦେଇଛି । ଏହି ଏୟାର ଷ୍ଟ୍ରାଇକରେ ପାକିସ୍ତାନରେ ଥିବା ୪ଟି ଆଡ୍ଡା ଏବଂ ପିଓକେରେ ଥିବା ୫ଟି ଆଡ୍ଡାକୁ ଟାର୍ଗେଟ କରାଯାଇଛି । ‘ଅପରେସନ…

ପାକିସ୍ତାନ ଛାତିରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ , ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କଲା ‘ବ୍ରହ୍ମୋସ’

ପାକିସ୍ତାନ ଆତଙ୍କୀ ଆଡ୍ଡା ଧ୍ବଂସ କଲା ‘ବ୍ରହ୍ମୋସ’ । ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କଲା ଭାରତ । ପାକିସ୍ତାନର ୪ ଓ ପିଓକେର ୫ଟି ସ୍ଥାନରେ ଭୀଷଣ ଆକ୍ରମଣ ହୋଇଛି । ମୁଜାଫାରବାଦ, ବହାୱାଲପୁର, କୋଟ୍ଲିରେ ଏୟାରଷ୍ଟ୍ରାଇକ ହୋଇଛି । ଚକ୍ ଆମ୍ରୁ, ଗୁଲପୁର ଭୀମବେର ଓ ମୁରିଦ୍ କେରେ…