Odisha News
Browsing Tag

air tickets

ଦୀପାବଳି ପାଇଁ ଏବେଠୁ ବୁକ୍‌ କରିନିଅନ୍ତୁ ବିମାନ ଟିକେଟ୍‌, ଆଗକୁ ବଢ଼ିପାରେ ଦାମ୍‌

ଏଥର ଅକ୍ଟୋବର ମାସରେ ପଡ଼ୁଛି ଦୀପାବଳି। ସାଧାରଣତଃ ଏହି ଉତ୍ସବ ଧନତେରାସ୍‌ରୁ ଆରମ୍ଭ ହୋଇଥାଏ। ଯଦି ଆପଣ ଦୀପାବଳି ଛୁଟିରେ ଘରକୁ ଯିବାକୁ ଚାହୁଁଥାଆନ୍ତି ଏବଂ ଏ ପଯ୍ୟର୍ନ୍ତ ଟକେଟ୍‌ ବୁକ୍‌ କରିନାହାନ୍ତି, ତା’ହେଲେ ଏବେଠୁ ଏହାକୁ କରାଇ ନିଅନ୍ତୁ। କାରଣ, ଆପଣଙ୍କ ଉପରେ ଅଧିକ ବୋଝ ପଡ଼ିବ ନାହିଁ।…

ଟ୍ରେନଠୁ ବି କମ୍‌ ଦାମରେ ବିମାନ ଯାତ୍ରା କରାଉଛି ‘ଏୟାର ଇଣ୍ଡିଆ’, ଅଫର୍‌ କେବଳ ସୀମିତ ଦିନ ପାଇଁ

ଏୟାର ଇଣ୍ଡିଆର ରିଜିଓନାଲ୍‌ ୟୁନିଟ୍‌ ‘ଆଲିୟାନ୍ସ ଏୟାର’ ନିଜର ପୂରା ନେଟ୍‌ଓ୍ଵାର୍କରେ ସୁଲଭ ଦାମ୍‌ରେ ବିମାନ ଟିକେଟ୍‌ ଘୋଷଣା କରିଛି, ଯାହାର ମୂଲ୍ୟ ୯୯୦ ଟଙ୍କାରୁ ଆରମ୍ଭ ହେଉଛି। ଏହା ସୀମିତ ଦିନ ପାଇଁ ଉପଲବ୍ଧ ରହିବ। ଆଲିୟାନ୍ସ ଏୟାର ସୂଚନା ଦେଇଛି ଯେ ‘ସ୍ୱାଧୀନତା ଦିବସ ବିକ୍ରି ମେଳା’…